latest

Date: January 6, 2020

Total 20 Posts

ଭାରତରେ ପାକିସ୍ତାନ ସ୍ୱାର୍ଥ ସାଧନ ଷଡଯନ୍ତ୍ର କରୁଥିବା ଶକ୍ତିଙ୍କ ମୁଖା ଖୋଲିବ ଏହି ଅଭିଯାନ – ଧର୍ମେନ୍ଦ୍ର ପ୍ରଧାନ

ଭାରତରେ ପାକିସ୍ତାନ ସ୍ୱାର୍ଥ ସାଧନ ଷଡଯନ୍ତ୍ର କରୁଥିବା ଶକ୍ତିଙ୍କ ମୁଖା ଖୋଲିବ ଏହି ଅଭିଯାନ – ଧର୍ମେନ୍ଦ୍ର ପ୍ରଧାନ ଯେଉଁମାନେ ଦେଶରେ ଶାନ୍ତି ଚାହୁଁନାହାନ୍ତି, ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି,  ତଥା ପାକିସ୍ତାନର ଉଦ୍ଦେଶ୍ୟକୁ ଭାରତ ଭୂମିରେ ସାଧିତ କରିବା ପାଇଁ ଚାହୁଁଛନ୍ତି ତାଙ୍କ

“ରାଜ୍ୟର କ୍ରୀଡା ଜଗତରେ ସୁଦୃଢ ମୂଳଦୁଆ ପକାଇବ ଖେଲୋ ଇଣ୍ଡିଆ”

ଆଗାମୀ ଦିନରେ ଓଡିଶାରେ ହେବାକୁ ଥିବା   ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ରାଜ୍ୟର କ୍ରୀଡା କ୍ଷେତ୍ରରେ ସୁଦୃଢ ମୂଳଦୁଆ ପକାଇବ ବୋଲି ସୋମବାର ଭୁବନେଶ୍ୱର ପୂବତଟ ରେଳବାଇ ଅଡିଟୋରିୟମ ଠାରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା -୨୦୨୦ ଲୋଗୋ ଏବଂ

ନିୟମ ନ ମାନିଲେ ଗଣିବେ 100 ଟଙ୍କା ଫାଇନ

 ପାନ, ଗୁଟଖା ଓ ମାଦକ ଦ୍ରବ୍ୟ ସେବନ କରି ପ୍ରଭୁ ଲିଙ୍ଗରାଜ ମନ୍ଦିର ଭିତରେ ପ୍ରବେଶ କରିବା ଉପରେ ରୋକ ଲାଗିବ। ନିୟମ ନ ମାନିଲେ ଉଲ୍ଲଂଘନକାରୀ ଗଣିବେ 100 ଟଙ୍କା ଫାଇନ। ଆସନ୍ତା 15 ତାରିଖରୁ ନିୟମ କଡ଼ାକଡ଼ି ଲାଗୁ

ପ୍ରକାଶ ପାଇଲା 2018 ଓଏଏସ୍‌ ରେଜଲ୍‌ଟ

ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ 2018 ମସିହା ପାଇଁ ଅନୁଷ୍ଠିତ ଏହି ପ୍ରଶାସନିକ ସେବା ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି।  ପରୀକ୍ଷାରେ 218ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ 72ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଦେବାଶୀଷ ପଣ୍ଡା ଟପ୍ପର ହୋଇଥିବାବେଳେ

ସିଏଏ ଭାରତୀୟ ମୁସଲିମ ବିରୋଧୀ ଆଇନ ବୋଲି ଅପପ୍ରଚାର କରାଯାଉଛି : ଧର୍ମେନ୍ଦ୍ର ପ୍ରଧାନ

 ଯେଉଁମାନେ ଦେଶରେ ଶାନ୍ତି ଚାହୁଁନାହାନ୍ତି, ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି, ପାକିସ୍ତାନର ଭାଷା ଭାରତରେ କହିବାକୁ ଚାହୁଁଛନ୍ତି ତଥା ପାକିସ୍ତାନର ଉଦ୍ଦେଶ୍ୟକୁ ଭାରତ ଭୂମିରେ ସାଧିତ କରିବା ପାଇଁ ଚାହୁଁଛନ୍ତି ତାଙ୍କ ମୁହଁରୁ ପରଦା ହଟାଇବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି

ଦିଲ୍ଲୀ ବିଧାନସଭା ନିର୍ବାଚନ : 8 ରେ ମତଦାନ, 11ରେ ଫଳାଫଳ

ରାଜଧାନୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଆଜି ଘୋଷଣା ହୋଇଛି । ନିର୍ବାଚନ ଆୟୋଗ ସୋମବାର ପ୍ରେସ କନଫ୍ରେନ୍ସ କରି ତାରିଖ ଘୋଷଣା କରିଛନ୍ତି । ଫେବୃଆରୀରେ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ହେବାକୁ  ଥିବାବେଳେ 11 ତାରିଖରେ ଫଳାଫଳ

ବିଶ୍ୱ ଦେଖିବ ତୃତୀୟ ବିଶ୍ୱଯୁଦ୍ଧ ! ଟ୍ରମ୍ପଙ୍କ ମୁଣ୍ଡକାଟ ପାଇଁ ଇରାନ ଘୋଷଣା କଲା ଇନାମ

ଇରାନ ଓ ଆମେରିକା ମଧ୍ୟରେ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି।  ଇରାନ ପକ୍ଷରୁ କୁହାଯାଇଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡକାଟ କଲେ ମିଳିବ ବଡ ପୁରସ୍କାର। ଯେଉଁ ଲୋକେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ କାଟ କରିବ

ଜାନୁଆରୀ 8ରେ ଭାରତ ବନ୍ଦ, ଶୀଘ୍ର ସାରିଦିଅନ୍ତୁ ଏହି ସବୁକାମ

 ଆସନ୍ତା 8 ତାରିଖରେ ଭାରତ ବନ୍ଦର ଡାକରା ଦିଆଯାଇଛି। କେନ୍ଦ୍ରୀୟ ଶ୍ରମ ୟୁନିୟନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।  ଏଥିରେ ସରକାରୀ ଚାକିରିଆ, ବ୍ୟାଙ୍କ କର୍ମଚାରୀ, ଶିକ୍ଷକ ଓ ଷ୍ଟିଲ ଏବଂ ରେଳବାଇରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ମଧ୍ୟ ଏଥିରେ ସାମିଲ

ସତହେଲେ ସଂଘାତିକ : ଲୁହା ରଡରେ ଜେଏନୟୁ ଛାତ୍ର ସଂସଦ ସଭାପତିଙ୍କୁ ପିଟିଥିବା କହିଲେ ଛାତ୍ରୀ

ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇ ଏମ୍ସରେ ଚିକିତ୍ସିତ ହେଉଥିବା ଜେଏନୟୁ ଛାତ୍ର ସଂସଦ ସଭାପତି ଆଇଶି ଘୋଷ ଧୀରେଧୀରେ ସୁସ୍ଥ ହେଉଛନ୍ତି। ଟିକେ ସୁସ୍ଥ ହେବାପରେ ସେ କହିଛନ୍ତି “ମୁଖା ପିନ୍ଧା ଦୁର୍ବୃତ୍ତ କ୍ୟାମ୍ପସରେ ପଶିବା ପୂର୍ବରୁ ପ୍ରଥମେ ଗେଟ

ଆକ୍ସନରେ ଟ୍ରମ୍ପ, ଇରାକ ଉପରେ ଲଗାଇଲେ ଏଭଳି କଟକଣା

ଇରାନର ମେଜର ଜେନେରାଲ କସିମ ସୁଲେମାନଙ୍କୁ  ଆମେରିକା ହତ୍ୟା କରିବାପରେ  ଦୁଇଦେଶ ମଧ୍ୟରେ ଏବେ ଯୁଦ୍ଧ ପରିସ୍ଥିତି ଉପୁଜିଛି।  ଆମେରିକା ଓ ଇରାନ ପରସ୍ପର ବିରୋଧରେ ବିଷ ଓଗାଳିବାରେ ଲାଗିଛନ୍ତି। ଏଭଳି ସ୍ଥିତିରେ ଇରାକ ସଂସଦ ଏକ ସଂକଳ୍ପ ପାରିତ କରିଛି।

ଜେଏନୟୁ କ୍ୟାମ୍ପସ ବାହାରେ 144 ଧାରା ଜାରି

ଜେଏନୟୁ ହିଂସା ପରେ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।  ଜେଏନୟୁ କ୍ୟାମ୍ପସ ବାହାରେ 144 ଧାରା ଜାରି କରାଯାଇଛି । ଘଟଣା ସମ୍ପର୍କରେ ଏବେ  ମୁହଁ ଖୋଲିଛନ୍ତି ଭିସି।  ଏହି ମାମଲାରେ ଯାଞ୍ଚ ବର୍ତ୍ତମାନ କ୍ରାଇମବ୍ରାଞ୍ଚ କରିବ