latest

Date: January 7, 2020

Total 20 Posts

ନୂଆ ବର୍ଷରୁ ବିଜୟ …

ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ୭ ଓ୍ଵିକେଟ୍‌ରେ ବିଜୟୀ ହେବା ସହିତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଲାଭ କରିିଛି। ବିରାଟ ବାହିନୀ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା।

ନିର୍ଭୟା ଦି ଏଣ୍ଡ : 22ରେ ଦୁଷ୍କର୍ମକାରୀଙ୍କୁ ଫାଶୀ

ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ନିର୍ଭୟା କାଣ୍ଡର ଦୋଷୀଙ୍କୁ ଆସନ୍ତା  22 ରେ ଫାଶୀ ଦିଆଯିବ। ସକାଳ 7ଟା ବେଳେ ଫାଶୀ କାର୍ଯ୍ୟକାରୀ ହେବ। ଦିଲ୍ଲୀର ଏକ କୋର୍ଟ ଏହି ଡେଥ୍‌ ୱାରେଣ୍ଟ ରାୟ ଦେଇଛନ୍ତି। 2012 ମସିହାରେ ସଂଘଟିତ

ଆଜି ଦ୍ୱିତୀୟ ଟି 20 : ବୁମରା ଓ ଶିଖରଙ୍କ ଉପରେ ରହବି ନଜର

ଗୌହାଟୀରେ ହେବାକୁ ଥିବା  ଟି 20 ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା ।  ଆଜି ଦ୍ୱିତୀୟ ଟି 20 ଇନ୍ଦୋରର ହୋଲକର ଷ୍ଟାଡ଼ିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଏହି ଷ୍ଟାଡିୟମରେ ଭାରତର ରେକର୍ଡ ଅପରାଜୟ ରହିଛି।

ସୁଲେମାନୀ ଶବଯାତ୍ରାରେ ଦଳାଚକଟା ହୋଇ 35 ମୃତ, 48 ଆହତ

ଆମେରିକା ଦ୍ୱାରା ନିହତ ହୋଇଥିବା ଇରାନର ସୈନ୍ୟ କମାଣ୍ଡର କାଶିମ ସୁଲେମାନୀଙ୍କ ଅନ୍ତି ଶୋଭାଯାତ୍ରାରେ ଦଳlଚକଟା ହୋଇ 35ଜଣଙ୍କ  ମୃତ୍ୟୁ ହୋଇଛି। ଏଥିରେ 50ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ଇରାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କାସିମଙ୍କ ଶବ ଶୋଭାଯାତ୍ରା

ବ୍ୟାପିଲା ଜେଏନୟୁ ହିଂସା- ଅହମଦାବାଦରେ ଏବିଭିପି-ଏନଏସୟୁଆଇ ମାରପିଟ୍

 ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ହିଂସାର ନିଆଁ ଏବେ ଦେଶର ଅନ୍ୟ ସହରକୁ ବ୍ୟାପୁଛି। ଆଜି  ଗୁଜରାଟର ଅହମଦାବାଦରେ ଏବିଭିପି ଓ ଏନଏସୟୁଆଇ ଛାତ୍ରଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଛି। ସେଠାକାର ଏବିଭିପି କାର୍ଯ୍ୟାଳୟ ନିକଟରେ ଦୁଇ ଦଳ ମୁହାଁମୁହିଁ ହେବା ସହ

କାଲି ଭୁବନେଶ୍ୱର ଜଗିବେ 15 ପ୍ଲାଟୁନ ପୁଲିସ

ଆସନ୍ତାକାଲି 24 ଘଣ୍ଟିଆ ଦେଶବ୍ୟାପୀ ବନ୍ଦ ପାଳନ ଡାକରା ଦିଆଯାଇଛି । ବନ୍ଦ ପାଳନ ବେଳେ ହିଂସାକୁ ଦୃଷ୍ଟରେ ରଖି ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରାଯିବ। କେବଳ ରାଜଧାନୀ ଭୁବନେଶ୍ବରରେ 15

ମିଶନ ଗଗନାୟନ : ଅନ୍ତରୀକ୍ଷରେ ଖାଦ୍ୟ ଓ ପାଣିର ସୁବିଧା

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ ଇସ୍ରୋ 20121 ରେ ପ୍ରଥମଥର ପାଇଁ ମାନବଯୁକ୍ତ ଅନ୍ତରୀକ୍ଷ ମିଶନ ଗଗନୟାନ ପଠାଇବା ପାଇଁ ପ୍ରସ୍ତୁତି କରୁଛି। ଏଥିପାଇଁ ଇସ୍ରୋ ଦେଶରୁ 4 ଜଣ ଲୋକଙ୍କୁ ଅନ୍ତରୀକ୍ଷକୁ ପଠାଇବା ପାଇଁ ଚୟନ କରିଛି। ଅନ୍ତରୀକ୍ଷ ଯାତ୍ରୀ

ପେପରଲେସ୍ ହେବ ବିଧାନସଭା, 20 ଦିନ ମଧ୍ୟରେ ଓ୍ୱାଇଫାଇ

ଆସନ୍ତା 20 ଦିନ ମଧ୍ୟରେ ଓଡିଶା ବିଧାନସଭାରେ ୱାଇ-ଫାଇ ସଂଯୋଗ ହେବ। ଏହାସହ ବିଧାନସଭା ମଧ୍ୟରେ ସମସ୍ତ ଫାଇଲ୍ ଓ ଦସ୍ତାବିଜ୍ କାର୍ଯ୍ୟ ଅନଲାଇନ୍‌ରେ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଆଗାମୀ ଦିନରେ ବିଧାନସଭାକୁ ପେପର୍

ଜେଏନୟୁ ହିଂସାରେ ନୂଆ ଟ୍ୱିଷ୍ଟ, ଆକ୍ରମଣ ପାଇଁ ନିଜକୁ ଦାୟୀକଲା ହିନ୍ଦୁ ସୁରକ୍ଷା ଦଳ

ଗତ 5 ତାରିଖ ରାତିରେ ଜେଏନୟୁ କ୍ୟାମ୍ପସ ଭିତରେ ପଶି କିଛି ଅଜଣା ଦୁର୍ବୃତ୍ତ କିଛି  ଛାତ୍ରଙ୍କୁ ଆକ୍ରମଣ କରିଥିବା ବେଳେ ଛାତ୍ରସଂସଦ ସଭାପତିଙ୍କୁ ମଧ୍ୟ ମାଡ ହୋଇଥିଲା । ସେ ଏଥିରେ ଗୁରୁତର ହୋଇଥିଲେ ।  ତେବେ କିଏ ଏହି

ଜେଏନୟୁ ହିଂସା- ଛାତ୍ର ସଂସଦ ସଭାପତିଙ୍କ ସମେତ 20 ଜଣଙ୍କ ନାମରେ ମାମଲା ରୁଜୁ

ଜେଏନୟୁ ଛାତ୍ର ସଂସଦ ସଭାପତି  ଗୁରୁତର ହୋଇଥିବା ଆଈଶୀ ଘୋଷଙ୍କ ସମେତ 20 ଜଣଙ୍କ ନାମରେ ଏତଲା ରୁଜୁ ହୋଇଛି। ଗତ 4 ତାରିଖରେ ଏହି ଛାତ୍ରମାନେ ସର୍ଭର ରୁମରେ ଭଙ୍ଗାରୁଜା କରିବା ସହିତ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ

ଘରୋଇ ଫେସ ପ୍ୟାକ ବୟସାଦ୍ଧିକ୍ୟ ସମସ୍ୟା ଦୂର କରେ

ସାଧାରଣତଃ ସମସ୍ତେ କମଳା ଖାଇବା ପରେ ଚୋପାକୁ ଫିଙ୍ଗିଦେଇଥାନ୍ତି । ହେଲେ ଆପଣ ଜାଣନ୍ତି କି କମଳା ଚୋପାରେ ଅନେକ ଔଷଧିୟ ଗୁଣ ଭରି ରହିଛି । ଯାହା ତ୍ୱଚାକୁ ଅନେକ ଫାଇଦା ଦେଇଥାଏ । ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ରହିଛି