latest

Date: January 8, 2020

Total 17 Posts

ନୀଳାଚଳ ଇସ୍ପାତ ପ୍ଲାଣ୍ଟରୁ କେନ୍ଦ୍ର ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର

ବୁଧୁବାର ନୂଆଦିଲ୍ଲୀରେ ବସିଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଉପରେ ବାଜିଛି ମୋହର । ନୀଳାଚଳ ଇସ୍ପାତ ପ୍ଲାଣ୍ଟରୁ କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର କରିବା ନେଇ କ୍ୟାବିନେଟ ବୈଠକରେ ନିଷ୍ପତି ଗ୍ରହଣ କରିଛନ୍ତି ।

ବିନା ହେଲମେଟରେ ରାଲିକାରୀଙ୍କ ନାମରେ କଟିବ ଚାଲାଣ

 ଆଜି 12 ଦଫା ଦାବୀରେ ବିଭିନ୍ନ ଟ୍ରେଡ଼ ୟୁନିୟନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ବେଳେ  ଭୁବନେଶ୍ୱରରେ ବିଭିନ୍ନ ଦଳର କର୍ମୀ  ବିନା ହେଲମେଟରେ ବାଇକ୍ ରାଲି କରିଥିଲେ । ଏମିତି କି ଗୋଟିଏ ବାଇକରେ 3 ଜଣ ବସି ରାଲି

ଇରାନ – ଆମେରିକା ଯୁଦ୍ଧ ଆରମ୍ଭ, ବଢିଲା ଅଶୋଧିତ ତେଲର ଦର

ଇରାନ ଏବଂ ଆମେରିକା ଯୁଦ୍ଧ ପାଇଁ ସାରା ବିଶ୍ୱ ଟେନସନରେ । ମଙ୍ଗଳବାର ବିଳମ୍ବିତ ରାତିରେ  ଇରାକରେ ଆମେରିକାର ଦୁଇଟି ଏୟାରବେସ ଉପରେ ହୋଇଥିବା ମିସାଇଲ ମାଡ ପରେ ତେଲର ଦରରେ ଅନେକ ବୃଦ୍ଧି ହୋଇଛି  ଇରାନର ଆକ୍ରମଣ ପରେ ତୈଳର

ମୟୁରଭଞ୍ଜରେ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭାରତ ବନ୍ଦ ଡାକରା ସତ୍ୱେ ଆଜି ମୟୁରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ନିଜର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ବାରିପଦାରେ ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି |

ଆମେରିକାକୁ ଶତ୍ରୁ ଘୋଷଣା କଲା ଇରାନ

ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ଆମେରିକା ଏୟାର ଷ୍ଟ୍ରାଇକରେ ଇରାନର ମେଜର ଜେନେରାଲ ସୁଲେମାନୀଙ୍କୁ ହତ୍ୟା କରିବା ପରେ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏସବୁ

ଇରାନର ମିସାଇଲ ମାଡ଼ ବେଳର ଭିଡିଓ ଭାଇରାଲ

 ଇରାନ ପକ୍ଷରୁ ଇରାକରେ ଥିବା ଆମେରିକା ଏୟାରବେସ୍ ଉପରେ 12 ରୁ ଅଧିକ ମିସାଇଲ ମାଡ଼ ହୋଇଛି। ଏଥିରେ ଆମେରିକାର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। #WATCH: Iran launched over a dozen ballistic missiles at 5:30

୧୫ଟି ଜିଲ୍ଲାରେ ଆଜି ସ୍କୁଲ୍‌ ଛୁଟି

୧୨ ଦଫା ଦାବିରେ ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ପ୍ରାୟ ସବୁ ଜିଲ୍ଲାରେ ବସ୍‌ ଓ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିବା ବେଳେ

ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ନିକଟରେ ଭୂକମ୍ପ

ଆମେରିକା ଏବଂ ଇରାନ ଭିତରେ ଚାଲିଥିବା ତିକ୍ତତା ସମୟରେ ଇରାନର ରାଜଧାନୀ ତେହେରାନ ସ୍ଥିତ ଇମାମ୍ ଖୁମେନୀ ବିମାନ ବନ୍ଦରଠାରୁ ଅଳ୍ପ ଦୂରତାରେ ବଡ଼ ବିମାନ ଦୁର୍ଘଟଣା ଘଟିଛି । ମଝି ଆକାଶରେ ଜଳିଯାଇଛି ବୋଇଙ୍ଗ୍‌ ୭୩୭ ବିମାନ। ଅନ୍ତର୍ଜାତୀୟ ଗଣମାଧ୍ୟମର

ଜଳିଗଲା ୟୁକ୍ରେନୀୟ ବିମାନ, ୧୭୦ ମୃତ୍ୟୁ

୨୦୨୦ ମସିହାର ସର୍ବପ୍ରଥମ ବଡ଼ ବିମାନ ଦୁର୍ଘଟଣା ଘଟିଛି ଇରାନର ରାଜଧାନୀ ତେହେରାନରେ। ମଝି ଆକାଶରେ ଜଳିଯାଇଛି ବୋଇଙ୍ଗ୍‌ ୭୩୭ ବିମାନ। ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବିମାନର ସମସ୍ତ ୧୭୦ ଯାତ୍ରୀ ମୃତ୍ୟୁ ମୁଖରେ ପଡ଼ିଛନ୍ତି।

ଇରାନର ମିସାଇଲ ମାଡ଼ ପରେ ଭାରତ ଜାରି କଲା ସତର୍କ ସୂଚନା

ଆମେରିକା ଏୟାର ଷ୍ଟ୍ରାଇକରେ ଇରାନର ମେଜର ଜେନେରାଲ କସିମ ସୁଲେମାନୀ ପ୍ରାଣ ହରାଇବା ଓ ଏହାର ବଦଲା ନେବା ପାଇଁ ଇରାନ ଆଜି ଇରାକରେ ଥିବା ଆମେରିକା ଏୟାରବେସ୍‌ ଉପରେ ମିସାଇଲ ମାଡ଼ କରିବା ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରି ଦେଇଛି। ସ୍ଥିତି

ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି

ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ 3 ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାରେ ଶୁଣାଣି କରିବେ । ଗତ ଶୁଣାଣି ବେଳେ ସୁପ୍ରିମକୋର୍ଟ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତିକାଳୀନ ଆଦେଶ