latest

Date: January 9, 2020

Total 14 Posts

3 ଟି ବଡ଼ ପ୍ରକଳ୍ପ ସଂପ୍ରସାରଣକୁ ଅନୁମୋଦନ, 6 ହଜାର 539 ନିଯୁକ୍ତି ସୃଷ୍ଟି ହେବ : ଦିବ୍ୟଶଙ୍କର ମିଶ୍ର

ଆଜି ହାଇଲେବଲ କମିଟି ବୈଠକରେ 3 ଟି ବଡ଼ ପ୍ରକଳ୍ପ ସଂପ୍ରସାରଣକୁ ଅନୁମୋଦନ ମିଳିଛି । ଏହାଦ୍ୱାରା  17ହଜାର 8 ଶହ 33 କୋଟି ଟଙ୍କା ପୁଞ୍ଜିନିବେଶ ହେବା ସହ ଓଡିଶାରେ 6 ହଜାର 539 ନିଯୁକ୍ତି ସୃଷ୍ଟି ହେବ ।

ଓଡ଼ିଶା ଏମଏସଏମଇ ଆନ୍ତର୍ଜାତିକ ବାଣିଜ୍ୟ ମେଳାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ରାଜ୍ୟ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପକ୍ଷରୁ ଭୁବନେଶ୍ବର ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଓଡ଼ିଶା ଏମଏସଏମଇ ଆନ୍ତର୍ଜାତିକ ବାଣିଜ୍ୟ ମେଳାର ଉଦଘାଟନ କରିଛନ୍ତି। ‌ଦେଶ,ବିଦେଶର ପରିଦର୍ଶନକାରୀଙ୍କ ପାଖରେ ନିଜ ଉତ୍ପାଦ ପହଞ୍ଚାଇବା ପାଇଁ ଏହି ମେଳା ଏକ

କଂଗ୍ରେସ ଏବଂ ବାମପନ୍ଥୀଙ୍କ ଭାରତ ବନ୍ଦ ବିଫଳ- ବିଜେପି

କଂଗ୍ରେସ ଏବଂ ବାମପନ୍ଥୀଙ୍କ ଭାରତ ବନ୍ଦ ଆଜି ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି । ଆଜି ଜୀବନଯାତ୍ରା ପୂରା ସ୍ୱାଭାବିକ ରହିଥିଲା । କଂଗ୍ରେସ ବନ୍ଦ ସମୟରେ ହିଂସା ସୃଷ୍ଟି କରେ । ଏହାକୁ ଦୃଷ୍ଟିରେ ରଖି କିଛି ସ୍ଥାନରେ ଦୋକାନ

କୋଣାର୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଭୋରରୁ 5 ଟି ସଚିବ ଭି.କେ.ପାଣ୍ଡିଆନଙ୍କ କୋଣାର୍କ ଗ୍ରସ୍ତ

କୋଣାର୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଭୋରରୁ 5 ଟାରୁ 5 -ଟି ସଚିବ ଭି.କେ.ପାଣ୍ଡିଆନ, ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷ୍ଣ କୁମାର, ପୁରୀ ଜିଲ୍ଲାପାଳ ପ୍ରମୁଖ କୋଣାର୍କ ଗ୍ରସ୍ତ କରିଥିଲେ । ଭି.କେ.ପାଣ୍ଡିଆନ ଓ ସଚିବ

ରୋଗୀଙ୍କ ସହ ଧାଡ଼ିରେ ଠିଆ ହୋଇ ଚିକିତ୍ସା କରାଇଲେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଉ ତାଙ୍କ ଦଳର ମନ୍ତ୍ରୀଙ୍କ ସ୍ୱଭାବରେ ପରିବର୍ତ୍ତନ ଆସିଲାଣି । ଯାହାର ଉଦାହରଣ ଅନେକ ଥର ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ କହିଥିବା କଥା ଲୋକଙ୍କ ନିକଟତର ହେବା କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ମନ୍ତ୍ରୀ। ସେହିପରି

୩୧ରୁ ସଂସଦର ବଜେଟ ଅଧିବେଶନ

ସଂସଦର ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହେବ। ଏହା ଏପ୍ରିଲ ୩ ଯାଏ ଚାଲିବ। ସେହିପରି ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୦୨୧ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ସଂସଦୀୟ ବ୍ୟାପାରର କ୍ୟାବିନେଟ କମିଟିର ନିଷ୍ପତ୍ତି

ନନ୍ଦନକାନନରେ 2 ଶାବକ ଜନ୍ମକଲା ସ୍ନେହା

ସୋମବାର ପ୍ରତ୍ୟୁଷରେ ସ୍ଥାନୀୟ ଚିଡ଼ିଆଖାନା ନନ୍ଦନକାନରେ ଧଳାବାଘୁଣୀ ସ୍ନେହା ଦୁଇଟି ଶାବକ ଜନ୍ମ ଦେଇଛି। ଗୋଟାଏ ଶାବକ ପାହାନ୍ତା ୩: ୩୮ ମିନିଟ୍‌ରେ ଜନ୍ମ ନେଇଥିବା ବେଳେ ଅନ୍ୟଟି ଭୋର୍‌ ୫: ୫୪ରେ ଜନ୍ମ ଗ୍ରହଣ କରିଥିଲା। ମାଆ ସ୍ନେହା ଛୁଆ

ଧାରଣାରେ ବସିଥିବା କୃଷକଙ୍କୁ ଉଠାଇ ନେଲା ପୁଲିସ

କାଳିଆ’ ଟଙ୍କା ନ ମିଳିବା ପ୍ରତିବାଦରେ ଆଜି କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ ବହୁ ହିତାଧିକାରୀ। ହେଲେ ସେମାନଙ୍କୁ ସେଠାରୁ ଉଠାଇନେଲା ପୁଲିସ୍‌। ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ଆଜି ସକାଳେ ‘କାଳିଆ’ ଟଙ୍କା ହିତାଧିକାରୀଙ୍କୁ ନ

ମାଓବାଦୀ ସ୍ୱାମୀ ଓ ସ୍ତ୍ରୀ ଗିରଫ

ମାଲକାନଗିରି ଜିଲା ପୂର୍ବତନ ମାଓବାଦୀ ଡିଭିଜନ କମିଟି ସମ୍ପାଦକ ତଥା ମାଲକାନଗିରି ପୃବତନ ଜିଲ୍ଲାପାଳ ଭିନୀଲ କ୍ରିଷ୍ଣାଙ୍କ ଅପହରଣ ମୁଖ୍ୟ ଦାମଦାର ଓରଫ ଵାଲେମ ନାରାୟଣ ସ୍ୱାମୀ ଏବଂ ତାଙ୍କ ପତ୍ନୀ ଫୁଲବତୀକୁ ବିଶାଖାପାଟଣା ପୁଲିସ ଗିରଫ କରିଛି l ପ୍ରାୟ

୫ଟି ସଚିବ ଭି.କେ.ପାଣ୍ଡିଆନଙ୍କ କୋଣାର୍କ ଗ୍ରସ୍ତ

କୋଣାର୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଭୋରରୁ ୫ଟାରୁ ୫-ଟି ସଚିବ ଭି.କେ.ପାଣ୍ଡିଆନ, ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷ୍ଣ କୁମାର, ପୁରୀ ଜିଲ୍ଲାପାଳ ପ୍ରମୁଖ କୋଣାର୍କ ଗ୍ରସ୍ତ କରିଥିଲେ । ଭି.କେ.ପାଣ୍ଡିଆନ ଓ ସଚିବ ଡଃ କ୍ରିଷ୍ଣ

ଗୁରୁବାର ଦିନ ଘରେ ରାନ୍ଧନ୍ତୁନି ଏହି ଖାଦ୍ୟ, ଅସନ୍ତୁଷ୍ଟ ହୋଇପାରନ୍ତି ଲକ୍ଷ୍ମୀ

ଗୁରୁବାରକୁ ମା’ ଲକ୍ଷ୍ମୀଙ୍କ ବାର ବୋଲି କୁହାଯାଏ। ଏହି ଦିନ କେତେକ ବ୍ୟକ୍ତି ବିଷ୍ଣୁଙ୍କୁ ମଧ୍ୟ ପୂଜା କରିଥାନ୍ତି। ତେବେ ସବୁ ପୂଜା ପରେ ମଧ୍ୟ ଅଜାଣତରେ କରାଯାଉଥିବା କେତେକ ଛୋଟ ଛୋଟ ଭୁଲ୍‌ ଯୋଗୁ ଲକ୍ଷ୍ମୀ ଓ ବିଷ୍ଣୁ ପ୍ରସନ୍ନ