latest

Date: January 10, 2020

Total 17 Posts

ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ମୋଦି ସରକାରଙ୍କ ନିଷ୍ପତି ଐତିହାସିକ : ବାବୁଲ ସୁପ୍ରିୟୋ

ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି । କିନ୍ତୁ ବିରୋଧୀ କଂଗ୍ରେସ, ତୃଣମୂଳ କଂଗ୍ରେସ ସମେତକିଛି ଆଂଚଳିକ ଦଳ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର  ଜନତାଙ୍କୁବିଭ୍ରାନ୍ତ କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ,

ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି-୨୦

ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ଖେଳାଯିବ ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି-୨୦ । ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ ଠାରେ ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ୩ଟିକିଆ ମ୍ୟାଚ

୭ ଦିନରେ କଶ୍ମୀରରୁ ହଟିବ ଇଣ୍ଟର୍‌ନେଟ ବ୍ୟାନ୍‌!

ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବାର ୫ ମାସ ପରେ ବି ବିଭିନ୍ନ ସ୍ଥାନରେ ସରକାର ମୋବାଇଲ ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାର ଦୀର୍ଘ ଦିନ ଧରି ଏଭଳି ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ନାପସନ୍ଦ କରିଛନ୍ତି। ଇଣ୍ଟରନେଟ ଏକ ମୌଳିକ

ବିଦ୍ୟୁତ୍‌ କାଟିଲେ ଆନ୍ଦୋଳନକୁ କେହି ରୋକି ପାରିବେନି : ସୁର

ଆମେ ଆଗରୁ କହିଛୁ, ଆଜି ମଧ୍ୟ କହୁଛୁ ବିଦ୍ୟୁତ୍‌ କାଟିଲେ ବିରାଟ ଆନ୍ଦୋଳନ ହେବ। ଏ ଗରିବ, ଖଟିଖିଆ, ମୂଲିଆ ଓ ଚାଷୀଙ୍କ ଘରୁ ବିଦ୍ୟୁତ୍‌ କାଟି ଦିଆଗଲେ ଆନ୍ଦୋଳନ କରାଯିବ। ଏହି ଆନ୍ଦୋଳନକୁ କେହି ରୋକି ପାରିବେନି ବୋଲି କଂଗ୍ରେସ

କୋରାପୁଟ ଡିଇଓ ଗିରଫ

କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡା ଗିରଫ ହୋଇଛନ୍ତି। ପ୍ରମୋଦଙ୍କୁ କଟକରୁ ଗିରଫ କରିଛି କୋରାପୁଟ ପୁଲିସ୍‌ର ସ୍ପେଶାଲ ସ୍କ୍ୱାଡ୍ । ମାନସିକ ଚାପ ସହି ନ ପାରି ଜଣେ ଶିକ୍ଷକ ପ୍ରମୋଦଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ମାମଲାରେ ସେ ଗିରଫ

କ୍ୟାରିଅର ସମ୍ବନ୍ଧରେ ନୂଆ ସୁଯୋଗ

ମେଷ: ପ୍ରଭୁଙ୍କ କୃପା ଲାଭ କରିବେ। ଘର ଓ ବ୍ୟବସାୟ ସଂପର୍କିତ ସମସ୍ୟା ସମାଧାନ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଅଫିସରେ ଦିନଟି ଭଲରେ କଟିବ। ବୃଷ: ଦିନଟି ଶୁଭଙ୍କର। ବେପାରରେ ଲାଭ। ବଡ଼ମାନଙ୍କଠାରୁ ଶିକ୍ଷା ଲାଭ କରିବେ। ବିପଦରେ

ଜେଇଇ ମେନ୍‌ ପରୀକ୍ଷା ଫଳ ୩୧ରେ ପ୍ରକାଶ

ଜାନୁଆରି ୬ ତାରିଖଠାରୁ ଆରମ୍ଭ ହୋଇଥିବା ଜେଇଇ ମେନ୍‌-୧ ପ୍ରବେଶିକା ପରୀକ୍ଷା ଆଜି ଶେଷ ହୋଇଛି। ବି.ଟେକ୍‌ ସମେତ ବି.‌ଆର୍କିଟେକ୍‌ ଓ ବି.ପ୍ଲାନିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷା‌ରେ ସାରା ଦେଶରୁ ୧୧ ଲକ୍ଷ ଛାତ୍ରଛାତ୍ରୀ ଭାଗ

କଂଗ୍ରେସ ପକ୍ଷରୁ ମାଲକାନଗିରି ବନ୍ଦ

ଆଜି କଂଗ୍ରେସ ପକ୍ଷରୁ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। କିଛି ଦିନ ପୂର୍ବେ ମାଲକାନଗିରି ଜିଲ୍ଲାପାଳଙ୍କ ପି.ଏଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରି କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ

ପାରଳା ମହାରାଜାଙ୍କ ପରଲୋକ

ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ଭୋର ୪ଟା ୧ ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା ଯୋଗୁ ଦୀର୍ଘଦିନ

ଆଜି 2020ର ପ୍ରଥମ ଚନ୍ଦ୍ର ଗ୍ରହଣ

ଆଜି ରାତିରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବ। ତେବେ ଏହା ଉପଛାୟା ଚନ୍ଦ୍ର ଗ୍ରହଣ ହେଉଥିବାରୁ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ। ପାଞ୍ଜିରେ ମଧ୍ୟ ଚନ୍ଦ୍ରଗ୍ରହଣ ନେଇ ଉଲ୍ଲେଖ ନାହିଁ। ତେଣୁ ଶ୍ରୀମନ୍ଦିରରେ କି ଓଡ଼ିଶାରେ ଏହା ପାଳନୀୟ

ଆଜି ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ଆଜି ପୌଷ ପୂର୍ଣ୍ଣିମା । ପୌଷ୍ୟ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଆଜି ମହାପ୍ରଭ୍ରୁଙ୍କର ଅନନ୍ୟ ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀଜୀଉ ରତ୍ନସିଂହାସନ ଉପରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରାଜାଧିରାଜ ବା ରାଜରାଜେଶ୍ୱର ବେଶରେ