latest

Date: January 12, 2020

Total 9 Posts

ଫେବୃୟାରୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ନେବେ ଜେପି ନଡ୍ଡା

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କାର୍ଯ୍ୟକାଳ ଜାନୁଆରୀରେ ଶେଷ ହୋଇଯାଇଥିଲା । କିନ୍ତୁ ନିର୍ବାଚନକୁ ଦୃଷ୍ଟିରେ ରଖି ଶାହାଙ୍କୁ ପଦରେ ରହିବା ପାଇଁ କୁହାଯାଇଥିଲା । ସାଧାରଣ ନିର୍ବାଚନ ଏବଂ ଏହା ପରେ ବର୍ତ୍ତମାନର ଗୃହମନ୍ତ୍ରୀ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ

ଆଜି ଯୁବ ଦିବସ

ସ୍ୱାମୀ ବିବେକାନନ୍ଦଙ୍କୁ ଯୁବ ଶକ୍ତିର ପ୍ରତୀକ ଭାବେ ଗ୍ରହଣ କରାଯାଇଛି । ଆଜି (ଜାନୁଆରୀ ୧୨) ବିବେକାନନ୍ଦ ଜୟନ୍ତୀ । ତାଙ୍କର ଜୟନ୍ତୀକୁ ପ୍ରତି ବର୍ଷ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି । ଭାରତ ସରକାରଙ୍କ ଦ୍ୱାରା ୧୯୪୮ରେ

୨୩ରେ ଭାରତରେ ଲଞ୍ଚ୍‌ ହେବ Galaxy S10 Lite

ସାଉଥ କୋରିଆନ୍‌ କମ୍ପାନୀ ସାମ୍‌ସଙ୍ଗ ଭାରତରେ ଲଞ୍ଚ୍‌ କରିବ Samsung Galaxy S10 Lite। ଏହି ସ୍ମାର୍ଟଫୋନ୍‌ଟି ହେଉଛି Galaxy S10ର ଲାଇଟ୍‌ ଭର୍ସନ୍। ଫ୍ଲିପକାର୍ଟରେ କମ୍ପନୀ ଏକ ଟିଜର୍‌ ଜାରି କରିଛି, ଯେଉଁଥିରେ ଫୋନ୍‌ଟି ଜାନୁଆରୀ ୨୩ରେ ରିଲିଜ୍‌ ହେବ

2 ଆତଙ୍କବାଦୀଙ୍କ ସହ ଜଣେ ଡିଏସ୍‌ପି ଗିରଫ

ଜମ୍ମୁ ଓ କଶ୍ମୀର ପୁଲିସ୍‌ ଦୁଇ  ଆତଙ୍କବାଦୀଙ୍କ ସହ ଜଣେ ଡିଏସ୍‌ପିଙ୍କୁ ଗିରଫ କରିଛି। କୁଲଗାମ୍ ଜିଲ୍ଲାରେ ସେମାନଙ୍କୁ ଗିରଫ କରାଯାଇଥିଲା। ଗିରଫ ଡିଏସ୍‌ପିଙ୍କ ନାଁ ଦବିନ୍ଦର ସିଂହ। ସେହିପରି ଗିରଫ ଦୁଇ ଆତଙ୍କବାଦୀ ହେଉଛନ୍ତି ନବୀଦ୍ ବାବୁ ଓ ଅସିଫ୍

୧୦ ଡିଗ୍ରୀ ତଳେ ୧୩ଟି ସହର

ପୁଣି ଥରିଲା ସୋନପୁର। ଏଠାରେ ଆଜି ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପାମାତ୍ରା ୫ ଡିଗ୍ରୀ ରହିଥିବା ବେଳେ ଅନୁଗୋଳରେ ୬, ଟିଟିଲାଗଡ଼ରେ ୬.୫, ଦାରିଙ୍ଗବାଡ଼ିରେ ୭.୨, ଝାରସୁଗୁଡ଼ାରେ ୮.୪, କେନ୍ଦୁଝରରେ ୮.୮, କୋରାପୁଟରେ

ମୋରିସ କୁଜୁରଙ୍କ ପରଲୋକ

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ତଥା ମୋରିସ କୁଜୁରଙ୍କ ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ମୋରିସ

ଗାଜର  ଖିରି

ଖାସ୍‌କରି ଖାଦ୍ୟ-ପାନୀୟ ଶୀତଦିନ ବହୁତ ଭଲ ହୋଇଥାଏ। ଏହି ଋତୁରେ ପନିପରିବାରେ ପ୍ରଚୁର ମାତ୍ରାରେ ଭିଟାମିନ ମିଳିଥାଏ। ଏହିସବୁ ପନିପରିବା ମଧ୍ୟରେ ସବୁଠାରୁ ଖାସ୍‌ ପରିବା ହେଉଚଇ ଗାଜର। ଆପର ଗାଜରକୁ ସାଲାଡ୍‌, ଜୁସ୍‌ ବା ସୁପ୍‌ କରି ମଧ୍ୟ ନିଜ

ବିୟର ପିଉଥିବା ଯୁବତୀମାନଙ୍କ ପାଖରେ ରହିଥାଏ ଏହିସବୁ ଗୁଣ

ଯେଉଁ ଲୋକମାନେ ସାଥିହୋଇ ମଦ ପିଇଥାନ୍ତି ବା ଅନ୍ୟ କୌଣସି ନିଶା ସାଙ୍ଗ ହୋଇ ଗ୍ରହଣ କରିଥାନ୍ତି ସେମାନଙ୍କ ମଧ୍ୟରେ ବନ୍ଧୁତା ଅଧିକ ଗଭୀର ହୋଇଥାଏ । ଏକଥା ଆପଣ ନିଶ୍ଚୟ ଶୁଣିଥିବେ ଠିକ ସେହିପରି ଯୁବତୀ ମାନଙ୍କ ସହିତ ମଧ୍ୟ

ବ୍ୟସ୍ତତା ଭିତରେ ଦିନଟି କଟିବ

ମେଷ:  ଦିନଟି ଭଲରେ କଟିବ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ବୃଷ: ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ମିଥୁନ: ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଆର୍ଥିକ