latest

Date: January 13, 2020

Total 13 Posts

ମନେ ରହିବେ ମନମୋହନ…

 ବିଶିଷ୍ଟ ଫିଲ୍ମ ନିର୍ମାତା, ଲେଖକ ତଥା ନିର୍ଦ୍ଦେଶକ ମନମୋହନ  ମହାପାତ୍ରଙ୍କ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ  ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଓଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ଜାତୀୟ ଫିଲ୍ମ

ଏବେ ଅନଲାଇନରେ ମିଳିବ କଣ୍ଡକ୍ଟର ଲାଇସେନ୍

ଏଣିକି ଡିଏଲ୍ କଣ୍ଡକ୍ଟରଙ୍କୁ  ମିଳିବ ଅନଲାଇନରେ ଲାଇସେନ୍ସ। କେବଳ ସେତିକି ନୁହେଁ ଲାଇସେନ୍ସ ପାଇଁ ସେମାନଙ୍କୁ ଆଚାର ବ୍ୟବହାର ସମ୍ପର୍କିତ ଏକ ଲିଖିତ ପରୀକ୍ଷା ମଧ୍ୟ ଦେବାକୁ ପଡିବ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କଣ୍ଡକ୍ଟରଙ୍କୁ ମିଳିବ ଲାଇସେନ୍ସ। ରାଜ୍ୟ ପରିବହନ ଓ

ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ୟୁ ଟର୍ଣ୍ଣ

କିଛି ଦିନତଳେ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଖରା ଛୁଟିରେ ପିଲାଙ୍କୁ ଅତିରିକ୍ତ କ୍ଲାସ ଦିଆଯିବ । ହେଲେ ଏହି କଥାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ୟୁ ଟର୍ଣ୍ଣ ମାରିଛନ୍ତି । ଦୁର୍ବଳ ପିଲାଙ୍କୁ ଏକ୍ସଟ୍ରା କ୍ଲାସ କରିବା ପାଇଁ

‘ତାଣାଜୀ’କୁ କରମୁକ୍ତ ଘୋଷଣା କଲେ ଉତ୍ତର ପ୍ରଦେଶ ସରକାର

ଅଜୟ ଦେବଗନଙ୍କ ଐତିହାସିକ ବିଷୟବସ୍ତୁ ଉପରେ ଆଧାରିତ ଫିଲ୍ମ ‘ତାଣାଜୀ’କୁ ଉତ୍ତରପ୍ରଦେଶ ସରକାର ରାଜ୍ୟରେ କରମୁକ୍ତ ଘୋଷଣା କରିଛନ୍ତି। ଅଜୟ ଦେବଗନଙ୍କ ‘ତାଣାଜୀ’ କରମୁକ୍ତ ହେବାପରେ ଏହାର ସୁପ୍ରଭାବ ଫିଲ୍ମର ବ୍ୟବସାୟ ଉପରେ ପଡ଼ିବ ବୋଲି କୁହାଯାଉଛି। ଫିଲ୍ମଟି ପ୍ରଥମ ତିନି

ଗଞ୍ଜେଇ ଗାଡିକୁ ପିଛା କରୁକରୁ ପୋଲ ତଳକୁ ଖସି ପଡିଲା ପୁଲିସ ଭ୍ୟାନ୍

ଗଞ୍ଜେଇ ଗାଡିକୁ ପିଛା କରୁକରୁ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ନିକଟସ୍ଥ ଏକ ପୋଲ ତଳକୁ ସୋମବାର ଅପରାହ୍ନରେ ଏକ ପୁଲିସ ଗାଡ଼ି ଖସି ପଡ଼ିଥିବା ଜଣାପଡିଛି । ଏଥିରେ କେହି ମୃତାହତ ହୋଇ ନ ଥିବାବେଳେ ପୁଲିସ ଗାଡ଼ିରେ ବସିଥିବା

ଆଜି ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ

ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଆସନ୍ତା 14 ରୁ ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଜାନୁଆରୀ 14 ରେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼, 15 ରେ ସମ୍ବଲପୁର ଓ 16 ରେ ଭୁବନେଶ୍ୱର ଗସ୍ତ ପରେ 17

ବିଷ ପିଇଦେଲେ ଦିଅର ଭାଉଜ

କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୋଲିସ ନୂଆବନ୍ଧ ଗ୍ରାମର ଏକ ବନ୍ଦ ଘରୁ ସୋମବାର ସକାଳେ ଦୁଇ ଜଣଙ୍କ ମୃତଦେହ  ଉଦ୍ଧାର କରିଛି। ସେମାନଙ୍କ ନାମ ସଞ୍ଜୟ ନାୟକ ଓ ପୁଷ୍ପଲତା ନାୟକ ବୋଲି ଜଣାପଡ଼ିଛି। ବିଷ ପିଇ ଆତ୍ମହତ୍ୟା କରିଥିବା

ସିଏଏ ବିରୋଧରେ ଆଜି ବିରୋଧୀଙ୍କ ମେଳି

ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଆଜି  ବିରୋଧୀ କରିବେ ମେଳି । ହେଲେ ମୁଖ୍ୟପ୍ରତିଦ୍ୱନ୍ଦୀ ମମତା ବାନାର୍ଜୀ  ଏହି ମେଳିରେ ସାମିଲ ହେଉନାହାନ୍ତି। ଏହାସହ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ମଧ୍ୟ ଏଥିରୁ ଦୂରରେ ରହିବେ ବୋଲି ଜଣାପଡ଼ିଛି

ନ୍ୟୁଜିଲାଣ୍ଡ ଟି 20 ପାଇଁ ଫେରିଲେ ଏହି ଘାତକ ବ୍ୟାଟସମ୍ୟାନ

 ନ୍ୟୁଜିଲାଣ୍ଡ  ଗସ୍ତରେ ଯିବ ଟିମ ଇଣ୍ଡିଆ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ  ନ୍ୟୁଜିଲାଣ୍ଡ ଗସ୍ତରେ 5 ଟି-20 ଅନ୍ତର୍ଜାତୀୟ ମ୍ୟାଚର ଶୃଙ୍ଖଳା ପାଇଁ ନିଜର କ୍ରିକେଟ ଟିମ ରବିବାର ଘୋଷଣା କରିଛି । ଟି-20 ଉପଅଧିନାୟକ ରୋହତି ଶର୍ମାଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି

ଆଜି ରାଜ୍ୟ ଯୁବ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଆଜି ରାଜ୍ୟ ଯୁବ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଯୁବ ନେତା ମାନଙ୍କୁ କିପରି ସୁଦୃଢ କରାଯିବ ସେନେଇ ଆଲୋଚନାରେ ଜୋର ଦିଆଯିବ। ଗତ ସାଧାରଣ ନିର୍ବାଚନ ପରେ ପିସିସିର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଛି

ନକଲି ଜର୍ଦ୍ଦା କାରଖାନାରେ ଚଢଉ, ୪ ଗିରଫ

ଯାଜପୁରର ବିଦ୍ୟାଧରପୁର ଗାଁରେ ଏକ ନକଲି ଜର୍ଦ୍ଦା କାରଖାନା ଉପରେ ପୋଲିସ ଚଢଉ କରି ୪ ଜଣଙ୍କୁ ଗିରଫ କରିଛି। ଯାଜପୁର ଜିଲା ବୈରୀ ଥାନା ବିଦ୍ୟାଧରପୁର ଗାଁରେ ଥିବା ଏକ ନକଲି ଜର୍ଦ୍ଦା କାରଖାନାରେ ଆଜି ପୁଲିସ ଚଢଉ କରିଛି।