latest

Date: January 14, 2020

Total 13 Posts

ମୁକ୍ତେଶ୍ୱର ନୃତ୍ୟ ଉତ୍ସବ

ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ତଥା ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜନ ହେଉଥିବା ‘ମୁକ୍ତେଶ୍ୱର ନୃତ୍ୟ ଉତ୍ସବ’ ବହୁ ଆଡ଼ମ୍ବରେ ଲଘୁକ୍ରିୟା ଭଳି ହୋଇଛି। ଏପରିକି ନୃତ୍ୟ ସମାରୋହକୁ

ବିଜେପି ଓ କଂଗ୍ରେସର ଆପତ୍ତି, ହେବନି ବିଦ୍ୟୁତ କାଟ୍‌

ବିରୋଧୀଦଳଗୁଡ଼ିକର ଜୋରଦାର ବିରୋଧ ପରେ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ସେସୁ ଆଜି ନରମ ଆଭିମୁଖ୍ୟ ପୋଷଣା କରିଛି। ବିଦ୍ୟୁତ ବିଲ୍ ବକେୟା ରଖିଥିବା ଗ୍ରାହକଙ୍କର ବିଦ୍ୟୁତ ସଂଯୋଗକୁ ଆସନ୍ତା ୧୬ତାରିଖରୁ କାଟିବା ନିମନ୍ତେ ସେସୁ କରିଥିବା ଘୋଷଣାରୁ ଆଜି ଓହରି ଯାଇଛି।

ଫାଷ୍ଟ ଇୟର୍‌ ଫେଲ ହେଲେ ସେକେଣ୍ଡ ଇୟର୍‌ ମନା

ଯୁକ୍ତ ୨ ପିଲାଙ୍କ ପାଇଁ କଡ଼ାକଡ଼ି ହେଲା ପରୀକ୍ଷା ନିୟମ। ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ ନକଲେ ଦ୍ୱିତୀୟ ବର୍ଷ ଦେଇପାରିବେନି ଛାତ୍ରଛାତ୍ରୀ। ଦ୍ୱିତୀୟ ବର୍ଷକୁ ଯିବା ଲାଗି ପ୍ରଥମ ବର୍ଷରେ ୩୩% ମାର୍କ ଜରୁରୀ ହେବ। ପରୀକ୍ଷା ପାସ୍ ପାଇଁ

ଫେବୃଆରୀରେ ଭାରତ ଆସିବେ ଟ୍ରମ୍ପ

ଆସନ୍ତା ଫେବୃଆରୀରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।  ରାଷ୍ଟ୍ରପତି ହେବା ପରେ ଏହା ଟ୍ରମ୍ପଙ୍କ ପ୍ରଥମ ଭାରତ ଗସ୍ତ ହେବ। ଟ୍ରମ୍ପଙ୍କ ନାଁରେ ଆସିଥିବା ମହାଭିଯୋଗ ପ୍ରସ୍ତାବର ଶୁଣାଣି ଆସନ୍ତା ସପ୍ତାହରେ ହେବ। ଏହାର ଶୁଣାଣି ଶେଷ

ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଖାରଜ, ଫାଶୀ ସୁନିଶ୍ଚିତ

ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର 2 ଅଭିଯୁକ୍ତଙ୍କ କ୍ୟୁରେଟିଭ୍ ପିଟିସନ୍ ଖାରଜ ହୋଇଛି। ସୁପ୍ରିମକୋର୍ଟ କ୍ୟୁରେଟିଭ୍ ପିଟିସନ୍ କାରଜ କରିଛନ୍ତି। ତେବେ କ୍ୟୁରେଟିଭ୍ ପିଟିସନ୍ ଖାରଜ ହେବାପରେ ନିର୍ଭୟା ଅଭିଯୁକ୍ତଙ୍କ ଫାଶୀ ନିର୍ଦ୍ଧିଷ୍ଟ ହୋଇସାରିଛି। ଆସନ୍ତା ଜାନୁଆରୀ

ଏମ୍.ଦେବବ୍ରତ ହେଲେ ଆରବିଆଇର ନୂତନ ଡେପୁଟି ଗଭର୍ଣ୍ଣର

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ନୂତନ ଡେପୁଟି ଗଭର୍ଣ୍ଣରଙ୍କୁ ନିଯୁକ୍ତି ଦିଆଯାଇଛି। ଓଡିଆ ପୁଅ ମାଇକେଲ ଦେବବ୍ରତ ପାତ୍ରଙ୍କୁ ଡେପୁଟି ଗଭର୍ଣ୍ଣର ପଦବୀ ମିଳିଛି। ତାଙ୍କର କାର୍ଯ୍ୟକାଳ 3 ବର୍ଷ ରହିବ। ଡେପୁଟି ଗଭର୍ଣ୍ଣର ସହ ଏମ୍.ଦେବବ୍ରତ ପାତ୍ର ଆରବିଆଇର କାର୍ଯ୍ୟକାରୀ ନିଦ୍ଦେର୍ଶକ

ବରଫ ଅତଡା ଧସି 3 ଯବାନ ସହିଦ

ଜାମ୍ମୁ-କାଶ୍ମୀର କୁପୱାଡ଼ା ଅନ୍ତର୍ଗତ ମଚେଲ ସେକ୍ଟରର ରିଙ୍ଗବାଲା ଅଞ୍ଚଳରେ ବରଫ ଝଡ଼ ସୃଷ୍ଟି ହୋଇଛି। ଏହି ଝଡ଼ ଯୋଗୁ ବିରାଟ ବରଫ ଅତଡ଼ା ଧସିଯିବା ଫଳରେ 45 ରାଷ୍ଟ୍ରୀୟ ରାଇଫଲର 3 ଯବାନ ଶହୀଦ ହୋଇଯାଇଛନ୍ତି। ଅନ୍ୟ 2 ଯବାନ ନିଖୋଜ

ଲୋକସେବା ଭବନରେ ବିଶ୍ଵସ୍ତରୀୟ ସମ୍ମିଳନୀ କକ୍ଷ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

 ଲୋକସେବା ଭବନରେ ବିଶ୍ଵସ୍ତରୀୟ ସମ୍ମିଳନୀ କକ୍ଷ ଉଦଘାଟନ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 40 କୋଟି ଅର୍ଥ ବ୍ୟୟରେ ଏହି ବିଶ୍ଵସ୍ତରୀୟ ସମ୍ମିଳନୀ କକ୍ଷର ନିର୍ମାଣ କରାଯାଇଛି। ଏଥିରେ ଓଡ଼ିଶାର କଳା, ଐତିହ୍ୟ ଓ କାରୁକାର୍ଯ୍ୟର ଝଲକ ଦେଖିବାକୁ ମିଳିବ। ଭିଡ଼ିଓ

ପାର୍ଲାମେଣ୍ଟ ଭବନ ଆକ୍ରମଣ ପଛରେ ଡିଏସ୍‌ପିଙ୍କ ହାତ

ଦିଲ୍ଲୀରେ ଦୁଇ ଆତଙ୍କବାଦୀଙ୍କ ସହ ଧରାପଡ଼ି ରବିବାର ଗିରଫ ହୋଇଥିବା ଜମ୍ମୁ-କଶ୍ମୀରର ପୋଲିସ ଅଫିସର ଦାବିନ୍ଦର ସିଂଙ୍କ ସମ୍ପର୍କରେ ନୂଆ ତଥ୍ୟ ପଦାକୁ ଆସିଛି। ପାର୍ଲାମେଣ୍ଟ ଆକ୍ରମଣ ମାମଲାରେ ଫାଶୀ ପାଇଥିବା ଅଫଜଲ ଗୁରୁଙ୍କ ସହ ଏହି ଡିଏସ୍‌ପିଙ୍କ ସମ୍ପର୍କ ଥିଲା

ରେଲୱେ ପୁଲିସ୍‌ର ୪ କର୍ମଚାରୀ ନିଲମ୍ବିତ

ଚାଉଳ ଚୋରା କାରବାର ଘଟଣାରେ ରେଲୱେ ପୁଲିସ୍‌ର ୪ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେମାନେ ହେଲେ ଆରପିଏଫ ଇନ୍ସପେକ୍ଟର ଏଲ୍. କେ. ଦାସ, ଏଏସ୍ଆଇ ଏସ. କେ. କୁମାର ଏବଂ ଦୁଇ ହାବିଲଦାର ଆର. ଭି ଠାକୁର ଏବଂ ଡି ବକ୍ସଲା

ମନଇଚ୍ଛା କରାଉଥିଲେ ଆଡମିଶନ, ୩ କର୍ମଚାରୀଙ୍କଠୁ ଦାୟିତ୍ୱ କାଢ଼ି ନିଆଗଲା

ମନଇଚ୍ଛା ସିଟ୍ ଅନୁମୋଦନକରି  କଲେଜରେ ନାମ ଲେଖାଇବା ଅଭିଯୋଗରେ ୩ କର୍ମଚାରୀଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି। ଏହି ନାମଲେଖା ଜାଲିଆତିର ଶୀକାର ହୋଇଥିବା ଛାତ୍ରଛାତ୍ରୀ ମିଥ୍ୟା ରେଜିଷ୍ଟ୍ରେସନ ନମ୍ୱରରେ ପରୀକ୍ଷା ଦେଇଥିବା ଜାଣିବା ପରେ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ।