latest

Date: January 15, 2020

Total 10 Posts

ବରଫାବୃତ୍ତ ପାହାଡ଼ରୁ ଝରୁଛି ନିଆଁ

ଆମେ ସମସ୍ତେ ପାଣି ଝରଣା ନିଶ୍ଚିତ ରୂପେ ଦେଖିଥିବୁ ଓ ତାକୁ ଉପଭୋଗ ମଧ୍ୟ କରିଥିବୁ । ଆପଣ ହୁଏତ ଜାଣି ନଥିବେ ପାଣି ଝରଣା ବ୍ୟତୀତ ପ୍ରକୃତି ଆମକୁ ଏକ ଭିନ୍ନ ଝରଣା ମଧ୍ୟ ଦେଇଛି । ଏହି ଝରଣାରେ

ଆଜି ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ

ଓଡ଼ିଆ ସାହିତ୍ୟକୁ ତାଙ୍କର ଥିଲା ଅନନ୍ୟ ଦାନ । ନିଜ ଲେଖନୀ ମୁନରେ ସିଏ ଓଡ଼ିଆ ଭାଷାକୁ ଜୀବନ୍ତ କରି ଗଢି ତୋଳିଥିଲେ । ଓଡ଼ିଶାର ସେହି ଅନନ୍ୟ ବରପୁତ୍ର ଜଣକ ହେଉଛନ୍ତି ବ୍ୟାସକବି ଫକୀର ମୋହନ ସେନାପତି । ସେହି

ଜାଣନ୍ତୁ ୧୫ ଜାନୁଆରୀରେ କାହିଁକି ପାଳନ କରାଯାଏ ଭାରତୀୟ ସେନା ଦିବସ

ଆଜି ୭୨ତମ ସେନା ଦିବସ ପାଳନ କରୁଛି ଭାରତ। ଆଜିର ଦିନରେ ସୈନ୍ୟ ପଦର୍ଶନୀ ଏବଂ ଅନ୍ୟ କାର୍ଯ୍ୟକ୍ରମ ସହ ନୂଆଦିଲ୍ଲୀ ଓ ସମସ୍ତ ସେନା ମୁଖ୍ୟାଳୟରେ ପାଳନ କରାଯାଇଥାଏ। ସେନା ଦିବସ ଅବସରରେ ପୁରା ଦେଶରେ ସେନାର ବୀରତ୍ୱ, ଅଦମ୍ୟ

ଶ୍ରୀ ମନ୍ଦିର ପ୍ରସଙ୍ଗ ନେଇ ସରକାରଙ୍କୁ କଟାକ୍ଷ କଲେ ସତ୍ୟ ନାୟକ

ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ  5 ଟି ସଚିବ ଭି.କେ ପାଣ୍ଡିୟାନଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ।  ସୁପ୍ରିମକୋର୍ଟରେ ଶୁଣାଣି ବେଳେ ସେଠାରେ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ନେଇ ନିର୍ଦ୍ଦେଶ ଜାରି କରାଯାଇଥିଲା । ତେବେ ବର୍ତ୍ତମାନ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ମନରେଗାରେ ଶ୍ରମିକଙ୍କ ମଜୁରୀ 286 ଟଙ୍କାକୁ ବୃଦ୍ଧି, 200 ଦିନର ମିଳିବ କର୍ମନିଯୁକ୍ତି

 ବାହାରକୁ କାମ କରିବାକୁ ଯାଉଥିବା ଶ୍ରମିକ ତଥା ମୂଲିଆଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇବାକୁ ଏକ ବିଶେଷ ପ୍ୟାକେଜ୍ ଘୋଷଣା କରିଛନ୍ତି। 11 ଟି ଜିଲ୍ଲା ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା ହୋଇଛି।  ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ,

ମକର ସଂକ୍ରାନ୍ତି ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମଗ୍ର ଭାରତ ବର୍ଷରେ ଆଜି ମକର ସଂକ୍ରାନ୍ତି ପାଳନ କରାଯାଉଛି । ଓଡ଼ିଶାର ଘରେ ଘରେ ପ୍ରସ୍ତୁତ ହେଉଛି ମକର ଚାଉଳ । ସକାଳୁ ସକାଳୁ ଦେବାଳୟ ଯାଇ ଠାକୁରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏହା ସହ ଗୁଡ଼ି ଉଡ଼ାକୁ

ମକର ଉପଲକ୍ଷେ ଟ୍ୱିଟ୍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ପବିତ୍ର ମକର ସଂକ୍ରାନ୍ତି । ଘରେ ଘରେ ଉତ୍ସବ। ଏହି ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରିଛନ୍ତି ଯେ, ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଧିକ

ପ୍ରତିକ୍ଷାର ଅନ୍ତ, ରାଜ୍ୟ ବିଜେପିର ମଙ୍ଗଧରିବେ ପୃଥ୍ୱୀରାଜ

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବିଜେପିର ସାଧାରଣ ସମ୍ପାଦକ ତଥା ଯୁବନେତା ପୃଥ୍ୱୀରାଜ ହରିଚନ୍ଦନ ଧରିବେ ରାଜ୍ୟ ବିଜପିର ମଙ୍ଗ । ସର୍ବ ସହମତି କ୍ରମେ ତାଙ୍କୁ ରାଜ୍ୟ ବିଜପିର ସଭାପତି କରାଯିବ । ଅପେକ୍ଷା କେବଳ ବିଧିବଦ୍ଧ

ଆଜି ମକର ସଂକ୍ରାନ୍ତି

ଆଜି ମକର ସଂକ୍ରାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉ ମକର ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଏହି ବେଶରେ ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ୬ମୂର୍ତ୍ତି ଅଳଙ୍କାରରେ ଭୂଷିତ କରାଯିବ।

ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ

ମେଷ:  କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆର୍ଥିକ ସ୍ଥିତି ଭଲ ରହିବ। ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବୃଷ:  ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ମିଥୁନ:  କଥା ଉପରେ ନିୟନ୍ତ୍ରଣ