latest

Date: January 16, 2020

Total 13 Posts

ଶିଖ ବ୍ୟବସାୟୀଙ୍କୁ ମାଡ଼ ଘଟଣା: ବିଧାୟକ ଓ ଡିଏସପିଙ୍କ ନାଁରେ ଥାନାରେ ଏତଲା

ବିଧାୟକ  ଅନନ୍ତ ଜେନା  ଓ ପୋଲିସ ଅଧିକାରୀ ଅନୁପ କାନୁନଗୋ ରାତି 2ଟାରେ ପରମିନ୍ଦର ସିଂଙ୍କ ବାସଭବନକୁ ଯାଇ ତାଙ୍କୁ ଧମକେଇବା, କେସ ଉଠେଇବା ପାଇଁ  ବାଧ୍ୟ କରିବା  ଅଭିଯୋଗରେ ବିଜେପି ମଧ୍ୟ ଭୁବନେଶ୍ୱର ତରଫରୁ ଲକ୍ଷ୍ମୀସାଗର ଥାନାରେ  ଏତଲା ଦେଇଛନ୍ତି

ସମୀରଙ୍କ ମୁଣ୍ଡରେ ସୁନା କଳସ , ୮ ସାଂସଦଙ୍କ ବିପକ୍ଷରେ ଜିତିଲେ ଧର୍ମେନ୍ଦ୍ର

ସମସ୍ତ କଳ୍ପନାର ଅନ୍ତ ଘଟାଇ ବାଜି ମାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମର୍ଥିତ ପ୍ରାର୍ଥୀ ସମୀର ମହାନ୍ତି । ୮ ସାଂସଦଙ୍କ ବିପକ୍ଷରେ ଜିତିଲେ ଧର୍ମେନ୍ଦ୍ର । ସମୀର ହେଲେ ନୂତନ ରାଜ୍ୟ ବିଜେପି ସଭାପତି ।   କିଛିଦିନ ହେବ ବିଜେପି ଦଳ

ରାଜ୍ୟ ବିଜେପି ସଭାପତି ହୋଇପାରନ୍ତି ସମୀର ମହାନ୍ତି

ରାଜ୍ୟ  ବିଜେପିର ସଭାପତି କିଏ ହେବ ସେନେଇ ବହୁଦିନର ଅପେକ୍ଷା ଥିଲା । ତାହାର ଅନ୍ତ ଘଟିଛି।  ବରିଷ୍ଠ ନେତା ସମୀର ମହାନ୍ତି  ସଭାପତି ହେବାନେଇ ସବୁଜ ସଙ୍କେତ ମିଳିଥିଲେ ମଧ୍ୟ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।  ଆଜି ସଭାପତି ନିର୍ବାଚନ

22ରେ ମିଳିବିନି ଫାଶୀ- କୋର୍ଟ

ନିର୍ଭୟା ଦୋଶୀଙ୍କୁ ପଟିଆଲା ହାଉସ୍ କୋର୍ଟ ନିର୍ଭୟା କେସର ଦୋଷୀ ମୁକେଶ ସିଂହର ଯାଚିକା ଉପରେ ଶୁଣାଣି କରି ଦୋଷୀଙ୍କ ଫାଶି ଜାନୁଆରୀ ୨୨ରେ ହୋଇ ପାରିବ ନାହିଁ ବୋଲି କହିଛନ୍ତି। କୋର୍ଟ ଅଭିଯୋଜନ ପକ୍ଷର ଦଲିଲ୍ ସ୍ଵୀକାର କରି କହିଛନ୍ତି

ମହେନ୍ଦ୍ର ସିଂ ଧୋନିଙ୍କୁ ବାହାର କଲା ବିସିସିଆଇ !

 ଗୁରୁବାର ବିସିସିଆଇ  ବାର୍ଷିକ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳିଙ୍କ ତାଲିକା ଘୋଷଣା କରିଛି। ହେଲେ ଆଶ୍ଚର୍ଯ୍ୟକର କଥା ଏହି ତାଲିକାରେ ଧୋନିଙ୍କ ନାଁ ନାହିଁ। ଗତବର୍ଷ ପର୍ଯ୍ୟନ୍ତ ଧୋନିଙ୍କ ନାଁ 5 କୋଟି ଟଙ୍କା ବିଶିଷ୍ଟ ଗ୍ରେଡ୍‌-ଏ ତାଲିକାରେ ଥିଲା। କିନ୍ତୁ ଏଥର

କାର ପାର୍କିଂକୁ ନେଇ ଆକ୍ରମଣ ଘଟଣା, ପରମିନ୍ଦରଙ୍କ ଘରକୁ ରାତି ଅଧିଆ ଯାଇଥିଲେ ବିଧାୟକ

କାର ପାର୍କିଂକୁ ନେଇ ଲକ୍ଷ୍ମୀସାଗର ଟ୍ରାଫିକ ନିକଟରେ ଜଣେ ଶିକ ବ୍ୟକ୍ତିଙ୍କୁ ପୁଲିସ ଉପସ୍ଥିତିରେ ଆକ୍ରମଣ ହୋଇଥିଲା । ସମ୍ପକ୍ତ 3 ଅଧିକାରୀଙ୍କୁ ବେଲ ମିଳିଯାଇଛି। ଏହାକୁ ନେଇ ପରମିନ୍ଦର ସିଂ କହିଛନ୍ତି ପୁଲିସ କୋହଳ ଦଫା ଲଗାଇ ଥିବାରୁ ସେମାଙ୍କ

‘ହଁ ମୁଁ ପାକିସ୍ତାନୀ’ : କଂଗ୍ରେସ ନେତା ଅଧିର ରଞ୍ଜନ

ନାଗରିକତା ସଂସୋଧନ ଆକ୍ଟ କୁ ନେଇ ବିଜେପି ଓ  କଂଗ୍ରେସ ମଧ୍ୟରେ ବାକ ଯୁଦ୍ଧ ଜାରି ରହିଛି । ପରସ୍ପରକୁ ଆକ୍ଷେପ କରୁନାହାଁନ୍ତି । ଏହାକୁ ନେଇ ଲୋକସଭାରେ ବିବାଦୀୟ ବୟାନ ଦେଇଥିବା କଂଗ୍ରେସ ନେତା ପୁଣି ଏକ ବୟାନ ଦେଇ

ପ୍ରକଳ୍ପ ଶିଳାନ୍ୟାସ ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କଲେ ନବୀନ ପଟ୍ଟନାୟକ

ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ୭ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନରେ ସେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରି ପୁରୀ ତାଳବଣିଆ ହେଲିପ୍ୟାଡ୍‌ରେ

ଭିଜିଲାନ୍ସ ଜାଲରେ ଫରେଷ୍ଟର

 ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ସମ୍ବଲପୁର ଜିଲ୍ଲା ପଡ଼ିଆବହାଲ ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । ସମ୍ବଲପୁର ଜିଲ୍ଲା ପଡ଼ିଆବହାଲ ଫରେଷ୍ଟ ରେଞ୍ଜର ସରେଶ ଚନ୍ଦ୍ର ମିର୍ଦ୍ଦାଙ୍କ ଘରେ ଭିଜିଲାନ୍ସର ଏକ ଟିମ ଆଜି ଚଢଉ କରିଛି

ଡେଡଲାଇନ ସରିବା ପରେ ଆସ୍କନ ନେଲା ସେସୁ, ଖୋର୍ଦ୍ଧାରୁ ବିଦ୍ୟୁତ୍ କାଟ ଆରମ୍ଭ

 ବିଦ୍ୟୁତ କାଟ ପାଇଁ  ସେସୁ ଦେଇଥିବା ଡେଡଲାଇନ ଆଜି ସରିଛି। ଖୋର୍ଦ୍ଧା ଅଞ୍ଚଳରୁ ଲାଇନ କାଟିବା ଆରମ୍ଭ କରିଛି ସେସୁ । ଖୋର୍ଦ୍ଧାରେ ବିଦ୍ୟୁତ ବିଲ୍ ପୈଠ କରିନଥିବା  53ଟି କମର୍ସିଆଲ ସଂସ୍ଥାରୁ ବିଦ୍ୟୁତ୍ ବିଚ୍ଛିନ୍ନ  କରିଥବା ଜଣାପଡିଛି।  ସେସୁ ପକ୍ଷରୁ

ଜାନୁଆରୀ ୩୧ରୁ ବଜେଟ ଅଧିବେଶନ

ଚଳିତ ବର୍ଷର ପାର୍ଲାମେଣ୍ଟର ବଜେଟ୍‍ ଅଧିବେଶନ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ। ଏ ନେଇ ରାଷ୍ଟ୍ରପତି ଭବନରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।  ବଜେଟ୍‍ ଅଧିବେଶନ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍‍ ୩ ତାରିଖରେ ଶେଷ