latest

Date: January 17, 2020

Total 9 Posts

ସାମୁହିକ ନେତୃତ୍ୱ, ଜନ ବିଶ୍ୱାସ, କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ଆଧାର ହେବ ଦଳର ମୁଳମନ୍ତ୍ର :ସମୀର ମହାନ୍ତି

ଓଡିଶାର ସାଧାରଣ ଜନତାଙ୍କ ସେବା ଏବଂ ୩୭ ହଜାର ବୁଥ ସଙ୍ଗଠନକୁ ମଜବୁତ କରିବା ମୋର ପ୍ରାଥମିକତା ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକୁ ତୃଣମୂଳସ୍ତରରେ ପହଂଚାଇବା ଆମର ମୁଖ୍ୟ ଲକ୍ଷ୍ୟ । ୩୭ ହଜାର ବୁଥର କର୍ମକର୍ତମାନେ ଏହାର ଦାୟୀତ୍ୱ

କେଜ୍ରିଓ୍ୱାଲଙ୍କ ବିପକ୍ଷରେ ନିର୍ବାଚନ ଲଢିପାରନ୍ତି ନିର୍ଭୟାଙ୍କ ମାଆ

ଦିଲ୍ଲୀ ବିଧାନସଭା ନିର୍ବାଚନରେ ନିର୍ଭୟାଙ୍କ ମା ଆଶା ଦେବୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ମଇଦାନକୁ ଓହ୍ଲାଇ ପାରନ୍ତି। ନିର୍ଭୟାଙ୍କ ମା କଂଗ୍ରେସ ଟିକେଟରେ କେଜ୍ରିଓ୍ଵାଲଙ୍କ ବିରୋଧରେ ନିର୍ବାଚନ ଲଢ଼ି ପାରନ୍ତି। ଏହାର ଘୋଷଣା ଖୁବ୍ ଶୀଘ୍ର ହେବ ବୋଲି କୁହାଯାଉଛି।

ନିର୍ଭୟା ଅଭିଯୁକ୍ତ ମୁକେଶର ରାଜକ୍ଷମା ଖାରଜ କଲେ ରାଷ୍ଟ୍ରପତି

ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ଘଟଣାର ଅଭିଯୁକ୍ତ ମୁକେଶ ରାଜକ୍ଷମାକୁ ଖାରଜ କଲେ ରାଷ୍ଟ୍ରପତି । ଫାଶୀ ଦଣ୍ଡରୁ ମୁକ୍ତି ପାଇବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଥିଲା ମୁକେଶ । ଗତ କାଲି ମୁକେଶର

କଟକ ଷ୍ଟେସନରେ ଅଘଟଣ, ବିଦ୍ୟୁତ୍ ତାର ଲାଗି ଜଳିଗଲେ ଯୁବକ

କଟକ ରେଳ ଷ୍ଟେସନ ୭ନମ୍ବର ପ୍ଲାଟଫର୍ମରେ ବିଦ୍ୟୁତ ତାର ଲାଗି ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।  ଷ୍ଟେସନର ୭ନମ୍ବର ପ୍ଲାଟଫର୍ମରେ କୋଇଲା ବୋଝେଇ ଟ୍ରେନ ଛିଡ଼ା ହୋଇଥିଲା । ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରେନ ଉପରେ ଯୁବକଜଣକ

ଲୋକେ ହିଁ ଆମର ପ୍ରଭୁ, ସାଢେ 4କୋଟି ଓଡିଶାବାସୀଙ୍କୁ ନେଇ ମୋ ପରିବାର : ମୁଖ୍ୟମନ୍ତ୍ରୀ

ଲୋକେ ହିଁ ଆମର ପ୍ରଭୁ। ସାଢେ 4କୋଟି ଓଡିଶାବାସୀ ମୋ ପରିବାର। ଆମ ସରକାର ଉପରେ ସାଧାରଣ ଲୋକଙ୍କ ଅତୁଟ ଆଶା, ବିଶ୍ଵାସ ରହିଛି। ସାଧାରଣ ଲୋକଙ୍କ ଇଛା, ବିଶ୍ଵାସକୁ ଚରିତାର୍ଥ କରିବା ଆମର ପ୍ରମୁଖ କର୍ତ୍ତବ୍ୟ। ଲୋକସେବା ଭବନରେ ଆଇଏଏସ୍

ସଭାପତି ଭାବେ ଦାୟିୟ୍ୱ ଗ୍ରହଣ କଲେ ସମୀର ମହାନ୍ତି

ରାଜ୍ୟ ବିଜେପିର ସଭାପତି ଭାବେ  ବରିଷ୍ଠ ନେତା ସମୀର ମହାନ୍ତି ଆଜି ଦାୟତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ  ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଉତ୍ସବ କରାଯାଇଛି । ସେଠାରେ ସମୀର ମହାନ୍ତି ରାଜ୍ୟ ବିଜେପିର ନୂଆ ମୁଖିଆ

ଉପଗ୍ରହ ଜିସାଟ୍‍-30 ସଫଳ ଉତକ୍ଷେପଣ, ଶସ୍ତା ହେବ ଇଣ୍ଟରନେଟ ସେବା

 ଶକ୍ତିଶାଳୀ ଯୋଗାଯୋଗ ଉପଗ୍ରହ ଜିସାଟ୍‍ 30 ରାତି 2ଟା 35 ମିନିଟରେ ସଫଳତାର ଉତକ୍ଷେପଣ ହୋଇଛି।  ଦକ୍ଷିଣ ଆମେରିକାର ଉତ୍ତର-ପୂର୍ବ ଉପକୂଳ କାଇରୋର ଆରିୟନ ପରିସରରୁ ଏରିଏନ୍‍-5 ସ୍ପେସ ରକେଟ୍‍ ଦ୍ୱାରା ଏହାକୁ ପ୍ରେରଣ କରାଯାଇଛି ବୋଲି ଭାରତୀୟ ମହାକାଶ ଗବେଷଣା

ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢଉ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି। ଏହାସହ ତାଙ୍କର ଭବାନୀପାଟଣାର ନକଟିଗୁଡ଼ାସ୍ଥିତ ବାସଭବନ ସହିତ ମଦନପୁର ରାମପୁରରେ ଥିବା ହୋଟେଲରେ ଚଢ଼ଉ ଚାଲିଥିବା ଭିଜିଲାନ୍ସ ଡିଏସ୍‌ପି

ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ

ମେଷ:  ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ବିଦେଶରୁ ଶୁଭ ଖବର ଶୁଣିପାରନ୍ତି। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବୃଷ:  କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ଦିନଟି ଏତେ ଭଲରେ କଟିବ ନାହିଁ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ