latest

Date: January 18, 2020

Total 12 Posts

ଦେବଝରଣ ୱାଟରଫଲରେ ପଡି ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

ସମ୍ବଲପୁର ଦେବଝରଣ ୱାଟରଫଲରେ ଗାଧୋଇବା ବେଳେ ଏକ ଅଘଟଣ ଘଟିଛି। ଗାଧୋଇବାବେଳେ  ବୁଡ଼ି ଯାଇ ୨ ଭିସୁଟ୍‌ର ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, ଆଜି ସମ୍ବଲପୁର ଭିସୁଟ୍‌ର କିଛି ଛାତ୍ର ଦେବଝରଣ ୱାଟରଫଲ ନିକଟକୁ ପିକନିକ ଯାଇଥିଲେ ।

ଶ୍ରୀନିବାସ କଲେଜରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୋର, (ରଞ୍ଜିତ ମହାକୁଡ) : ସୋର ବ୍ଲକ୍ ମଙ୍ଗଳପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଜଗଦୀଶ ଚନ୍ଦ୍ର ବିଶ୍ୱାଳଙ୍କ ପୌରୋହିତ୍ୟ କରିଥିବାବେଳେ ମୁଖ୍ୟ ଅତିଥି ଭାବେ  ସମାଜସେବୀ ଯୁଗଳ କିଶୋର ଦାସ ମହାପାତ୍ର ଏଥିରେ

କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠୁ ସ୍ପୋର୍ଟ୍ସ ଇନୋଭେସନ ଫେଷ୍ଟିଭାଲ୍

ଆଜିଠାରୁ କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ସ୍ପୋର୍ଟ୍ସ ଇନୋଭେସନ ଫେଷ୍ଟିଭାଲ୍ । ଏହି ଦୁଇ ଦିନିଆ ଫେଷ୍ଟିଭାଲକୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଛନ୍ତି ।  ହକି ପ୍ରମୋସନ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ, ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ୍ ମଧ୍ୟ

ଗୁଣ୍ଡାରାଜକୁ ବରଦାସ୍ତ କରାଯିବନି: ସୁରରାଉତ ରାୟ

ଗତକାଲି ବାଉନସର ବଳୟରେ ଥିଲା  କଂଗ୍ରେସ ଭବନ । ଏହାକୁ ଘଟଣାକୁ ତୀବ୍ର ବିରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ।  ସେ କହିଛନ୍ତି ଯେ, କଂଗ୍ରେସ ଭବନକୁ ବାଉନସର ଆଣିବା ଠିକ୍ ହୋଇନି। ରାଜନୀତିରେ ଏମିତି ଉଚିତ୍ ନୁହେଁ,

ବାଇକ୍ ପଛରେ ବସିଲେ ବି ହେଲମେଟ ପିନ୍ଧିବାକୁ ବାଧ୍ୟ- ପରିବହନ ମନ୍ତ୍ରୀ

ଏଣିକି ବାଇକ୍ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବାକୁ  ବାଧ୍ୟ। ଏପରି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।  ଦିଲ୍ଲୀରେ ସଡକ ସୁରକ୍ଷା ସମ୍ପର୍କିତ କେନ୍ଦ୍ରୀୟ ବୈଠକ ବସିଥିଲା । 3 ମାସର ପରିବର୍ଦ୍ଧିତ ଅବଧି ଶେଷ ହେବା

କାଲିଠୁ ବନ୍ଦ ରହିବ ମହାରାଷ୍ଟ୍ରର ଶିରିଡି ଶାଇ ମନ୍ଦିର

ଆସନ୍ତାକାଲି ଠାରୁ ବନ୍ଦ ରହିବ ମହାରାଷ୍ଟ୍ରର ଶିରିଡି ସାଇ ବାବାଙ୍କ ମନ୍ଦିର । ମନ୍ଦିରକୁ ଅନର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛି  ସାଇବାବା  ଟ୍ରଷ୍ଟ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ସାଇବାବାଙ୍କ ଉପରେ ଦେଇଥିବା ବିବାଦୀୟ

କେନ୍ଦ୍ରାପଡାରେ ମହିଳାଙ୍କୁ ଉଲଗ୍ନ କରି ମାଡ !

କ୍ରୋଧ କୁ ନିୟନ୍ତ୍ରଣ କରିନପାରିଲେ ମଣିଷ ଯେ ପଶୁ ପାଲଟିଯାଏ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରପଡା ଜିଲ୍ଲାରେ ।  ଏଭଳି  ଘଟଣା ଘଟିଛି ରାଜକନିକା ଡାଲିକାଇନ୍ଦା ଗ୍ରାମରେ। ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି

ସିଏଏ ଓ ଏନପିଆର ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ ଜେନା

କେନ୍ଦ୍ରସରକାରଙ୍କ ପକ୍ଷରୁ ସିଏଏ ଲାଗୁହେବାପରେ କିଛି ରାଜ୍ୟ ଏହାକୁ ନିଜ ରାଜ୍ୟରେ ଲାଗୁ କରାଇ ଦେବେନାହିଁ ବୋଲି କହିଥିଲେ । ବିଶେଷ କରି ପଶ୍ଚିମବଙ୍ଗ ମୁଖ୍ୟ ବିରୋଧି ଭାବେ ପ୍ରଥମେ ଛିଡା ହୋଇଥିଲା । ଏହାପରେ ପଞ୍ଜାବ ଓ କେରଳ ମଧ୍ୟ

ଚନ୍ଦ୍ରଭାଗା ପାଇଁ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ୍

ରାଜ୍ୟର ପର୍ଯ୍ୟଟନସ୍ଥଳୀକୁ ସୌନ୍ଦର୍ଯ୍ୟ କରଣପାଇଁ ସରକାର ଅଣ୍ଟା ଭିଡିଛନ୍ତି। ପ୍ରଥମେ ପୁରୀନ ଶ୍ରୀମନ୍ଦିର ଏହାପରେ ଲିଙ୍ଗରାଜର ସୌନ୍ଦର୍ଯ୍ୟକରଣ ନେଇ କାମ ଚାଲିଥିବାବେଳେ ଏବେ ଚନ୍ଦ୍ରଭାଗ ପାଳି। ଏହାର ସୌନ୍ଦର୍ଯ୍ୟକରଣ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉଥିବା ଜମାପଡିଛି। ଆଜି ଆଇଏସ ସମ୍ମିଳନୀର

ହାତୀ ଆକ୍ରମଣରେ ଦୁଇ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଜଙ୍କିଆ ଥାନା ହଜ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟଜଣେ ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ଦନ୍ତା ହାତୀ ହଜ ଓ କଳରାଝକୁ ପ୍ରବେଶ

ଓଡିଶାର ସୌରଭ ସୌମ୍ୟକାନ୍ତ ଜେଇଇ ମେନ୍ ଟପ୍ପର

 ଜେଇଇ ମେନ୍ -1 ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଓଡ଼ିଶାର ସୌରଭ ସୌମ୍ୟକାନ୍ତ ଦାସ 99.99 ପ୍ରତିଶତ ମାର୍କ ରଖି ଓଡ଼ିଶାର ଟପ୍ପର ହୋଇଛନ୍ତି । ଏଥିରେ 9 ଜଣ ପ୍ରାର୍ଥୀ 100 ପ୍ରତିଶତ ମାର୍କ ସହ