Date: January 20, 2020

Total 12 Posts

ବିଜେପିର ଏକାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ଜେପି ନଡ୍ଡା

ବରିଷ୍ଠନେତା ଜେପି ନଡ୍ଡା କେନ୍ଦ୍ର ବିଜେପିର ଏକାଦଶ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ପାର୍ଟିର ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ରାଧାମୋହନ ସିଂହ ଜେପି ନଡ୍ଡାଙ୍କୁ ଅଧ୍ୟକ୍ଷ ଭାବେ ଘୋଷଣା କରିଛନ୍ତି।  କେନ୍ଦ୍ର ବିଜେପି ଅଧ୍ୟକ୍ଷ ପାଇଁ ସୋମବାର ନାମାଙ୍କନ ଦାଖଲ କରାଯାଇଥିଲା।

ଶିକ୍ଷକ ଓ ଅଭିଭାବକ ପିଲାଙ୍କ ଉପରେ ଚାପ କରିବା ଉଚିତ୍ ନୁହେଁ- ମୋଦୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ ଚର୍ଚ୍ଚା କରୁଛନ୍ତି। ଆଗକୁ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଆସୁଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକଙ୍କ ଚିନ୍ତା ମୁକ୍ତ କରିବାକୁ ପରୀକ୍ଷା ପେ ଚର୍ଚ୍ଚା କରୁଛନ୍ତି।  ଦିଲ୍ଲୀର ତାଲକଟୋରା

ସ୍ଵାଧୀନତା ସଂଗ୍ରାମୀ ବିପ୍ଳବୀ ଚନ୍ଦନ ହଜୁରୀ ଚାଖି ଖୁଣ୍ଟିଆଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

 ସ୍ଵାଧୀନତା ସଂଗ୍ରାମୀ ବିପ୍ଳବୀ ଚନ୍ଦନ ହଜୁରୀ ଚାଖି ଖୁଣ୍ଟିଆଙ୍କ ଆଜି ହେଉଛି ଜନ୍ମଦିନ। ତାଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।  1827 ମସିହା ଜାନୁଆରୀ 20 ରେ ପୁରୀ ଜିଲ୍ଲାର ହରଚଣ୍ଡୀ ସାହିରେ ରଘୁନାଥ

ଉନ୍ମୋଚିତ ହେଲା ରାଜ୍ୟ କୃଷି ନୀତି- 2020

ଆଜି ରାଜ୍ୟ କୃଷି ନୀତି 2020 ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ।  ଏହି ଅବସରରେ  ମୁଖ୍ୟମନ୍ତ୍ରୀ କହଛନ୍ତି, କୃଷିର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି ସରକାର । ସେ ଚାହାଁନ୍ତି ସ୍ୱାଭିମାନର ସହ ବଞ୍ଚନ୍ତୁ ଚାଷୀ । କୃଷିର ବିକାଶ ପାଇଁ ସରକାର

ରାଜଧାନୀରେ ଛାତ୍ର ଅଶାନ୍ତି, ରାସ୍ତାକୁ ଓହ୍ଲାଇଲେ ଛାତ୍ର

ଚଳିତବର୍ଷରୁ ଯୁକ୍ତଦୁଇ ପ୍ରଥମବର୍ଷ ଛାତ୍ରଛାତ୍ରୀଙ୍କମାନେ ପ୍ରଥମ ବର୍ଷ ପରୀକ୍ଷାରେ ପାସ ନକଲେ ଆଉ ଦ୍ୱିତୀୟ ବର୍ଷକୁ ଉଠି ପାରିବେ ନାହିଁ।  ପ୍ରଥମ  ପରୀକ୍ଷାକୁ ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହେବାପରେ ଏହାକୁ ନେଇ ଅନେକ କଲେଜରେ ଏହାକୁ ବିରୋଧ

24 ବର୍ଷ ହେଲା ବଡଦାଣ୍ଡରେ ଭିକ ମାଗୁଥିଲେ , ଏବେ ଘରକୁ ଫେରିଲେ ଇଞ୍ଜିନିୟର ଗିରିଜା ମିଶ୍ର

24 ବର୍ଷ ଧରି ଭିକାରି ବେଶରେ ଭିକମାଗି ଚଳୁଥିବା ଇଞ୍ଜିନିୟର ଗିରିଜା ମିଶ୍ରଙ୍କୁ ତାଙ୍କ ଘରଲୋକେ ଫେରାଇ ଆଣିଛନ୍ତି। ଏକ ନାୟକୀୟ ଢଙ୍ଗରେ ସେ ଘରକୁ ଫେରିଛନ୍ତି। ପୁରୀ ବଡଦାଣ୍ଡରେ ଜଣେ ରିକ୍ସାବାଲା ସହ ଝଗଡା ହେବାପରେ ସେ ଇଞ୍ଜିନିୟ ବୋଲି

ଘର ଭାଙ୍ଗିଲେ ଓ ଜଣଙ୍କୁ ଦଳିଦେଲେ ହାତୀ

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜର ତୁନମୁରା ପଞ୍ଚାୟତ ଗମ୍ଭାରଡ଼ିହି ନିକଟ ଅଟୋମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ରାତିରେ ହାତୀ ଏହି ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଜଣଙ୍କୁ ଦଳି ମାରିଦେଇଛନ୍ତି।  ରାତି ପ୍ରାୟ 11ଟା

ଭୁବନେଶ୍ୱରରୁ ସୁରତକୁ ଉଡ଼ିଲା ବିମାନ

ସୁରତ ଯାଉଥିବା ଲୋକମାନଙ୍କ ପାଇଁ ଖୁଶି ଖବର । ଏବେ ଆଉ ଟ୍ରେନରେ ଟିକେଟ ପାଇଁ ଆଗୁଆ ଧାଡି ଲଗାଇ ଟ୍ରେନ ଟିକେଟ କିବାକୁ ପଡିବ ନାହିଁ। ଇଚ୍ଛୁକ ବ୍ୟକ୍ତିମାନେ ଏବେ ଦୁଇ ଘଣ୍ଟାଇରେ ବିମାନ ସାହାର୍ଯ୍ୟରେ ସୁରତ ଯାଇପାରିବେ ।

ଜେପି ନଡ୍ଡାଙ୍କ ହାତରେ ରହିପାରେ ବିଜେପି କମାଣ୍ଡ

ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତା ଶାହାଙ୍କ ଅଧ୍ୟକ୍ଷ ପଦର କାର୍ଯ୍ୟକାଳ ଶେଷ ହେଉଛି।  ଆଉ ଦେଶରେ ବିଜେପିକୁ ଆଜି ମିଳିବ ଆଉ ଜଣେ ମୁଖିଆ। ଆଜି ହେବାକୁ ଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନରେ ଜେପି ନଡ୍ଡାଙ୍କୁ ଚୟନ କରାଯିବା ନେଇ ଜୋରଦାର

ଷ୍ଟାଡିୟମ ଗ୍ୟାଲେରି ଭୁଷୁଡି ୫୦ ଆହତ

କେରଳର ପାଲାକାଡରେ ଷ୍ଟାଡିୟମ ଗ୍ୟାଲେରି ଭୁଷୁଡି ପଡିବାରୁ ୫୦ ଜଣ ଦର୍ଶକ ଆହତ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଷ୍ଟାଡିୟମରେ ଚାଲିଥିବା ଫୁଟବଲ ମ୍ୟାଚ୍‌ ଦେଖୁଥିବା ବେଳେ ହଠାତ୍‌ ଷ୍ଟାଡିୟମର ଗ୍ୟାଲେରି ଭୁଷୁଡି ପଡିଥିଲା।

୨୩ରୁ ପୁଣିଥରେ ଲେଉଟିବ ଶୀତ

୨୩ରୁ ପୁଣିଥରେ ଲେଉଟିବ ଶୀତ। ସେ ପର‌୍ୟ୍ୟନ୍ତ ରାତିର ତାପମାତ୍ରାରେ ସେତେଟା ପରିବର୍ତନ ହେବନି। ଦୁଇ ଦିନ ଯାଏ ସର୍ବନିମ୍ନ ତାପମାତ୍ରା ୧ରୁ ୩ ଡିଗ୍ରି ପର‌୍ୟ୍ୟନ୍ତ ଏପାଖ ସେପାଖ ରହିବ। ତେବେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ