latest

Date: January 21, 2020

Total 11 Posts

ମଙ୍ଗଳପୁର ମକର ମୁନି ମହୋତ୍ସବ ଉଦଯାପିତ

ମଙ୍ଗଳପୁର ମକର ମୁନି ମହୋତ୍ସବ ଉଦଯାପିତ ହୋଇଯାଇଛି l ଶେଷ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଔପଦା ରେଞ୍ଜର ବବିତା ସୁରେନ ଯୋଗଦେଇ ମହୋତ୍ସବ ଭାଇଚାରା ସୃଷ୍ଟି କରେ ଏବଂ ସମସ୍ତ ଙ୍କୁ ଏକାଠି କରେ ବୋଲି ମତ ରଖିଥିଲେ

ଆତ୍ମସମର୍ପଣ କଲେ ମହିଳା ମାଓବାଦୀ ଆଡମେ ମାଡକାମି

ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଆରକ୍ଷୀ ଅଧୀକ୍ଷକ ରିଷିକେଶ ଡି. ଖିଲାରୀଙ୍କ ନିକଟରେ ମଙ୍ଗଳବାର ଜଣେ ମହିଳା ମାଓବାଦୀ ଆମତ୍ସମର୍ପଣ କରିଛନ୍ତି। ସେ ହେଲେ ଆଡମେ ମାଡ଼କାମି। ତାଙ୍କ ଘର ମାଥିଲି ଥାନା ଅନ୍ତର୍ଗତ କମାରପାଲ୍ଲୀ ଗ୍ରାମରେ ବୋଲି ଜଣାପଡ଼ିଛି। ସେ

ଫେବୃଆରୀ 14ରେ ବିଧାନସଭା ବଜେଟ ଅଧିବେସନ

ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ଫେବୃୟାରୀ 14ରୁ ଅନୁଷ୍ଠିତ ହେବ। ଏହି ଅଧିବେଶନ ଏପ୍ରିଲ 9 ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ 31ଦିନ ଧରି ଅଧିବେଶନ ବସିବାର କାର୍ଯ୍ୟକ୍ରମ ରହିଛି। ଅଧିବେଶନ ଆରମ୍ଭ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ଓ 18 ତାରିଖରେ

ବରଗଡ଼ରେ ହେବ କ୍ୟାନ୍ସର ହସ୍ପିଟାଲ- ମୁଖ୍ୟମନ୍ତ୍ରୀ

ବରଗଡ଼ରେ ହେବ କ୍ୟାନ୍ସର ହସ୍ପିଟାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବରଗଡ଼ ଗସ୍ତରେ ଯାଇ ସେଠାରେ କ୍ୟାନ୍ସର ହସ୍ପିଟାଲ ହେବାନେଇ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଜାମାଦାରପାଲୀ ଏଆର ଷ୍ଟ୍ରିପରେ ଦିନ 12ଟାରେ ପହଞ୍ଚିଥିଲେ । ସେଠାରୁ ମଂଦଳିଆ ପଡ଼ିଆରେ

ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ସହ କଲେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲାଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ଉଦଘାଟନ କରିବା ସହ ୩୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର କୋଠା ସହ ସାଇନ୍ସ ପାର୍କର

ବିଧାନସଭାର ସମସ୍ତ କାମ ଓଡିଆରେ ହେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ୍ତ ନାୟକ

ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ ସମ୍ପାଦନ ପାଇଁ ବହୁ ଆଗରୁ ଦାବି ହେଉଥିଲେ ମଧ୍ୟ ପୁଣି ଏନେଇ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଲୋକସେବା ଭବନ ଓ ବିଧାନସଭାର କାର୍ଯ୍ୟାବଳୀ ଓଡ଼ିଆରେ ସମ୍ପୂର୍ଣ୍ଣଭାବେ

ଜୁନ ୧ରୁ ଏକ ଦେଶ ଏକ ରାଶନକାର୍ଡ

ଚଳିତବର୍ଷ ଜୁନ ୧ରୁ ‘ଏକ ଦେଶ ଏକ ରାଶନକାର୍ଡ’ ନିୟମ ଲାଗୁ ହେବ । ଏନେଇ କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ରାମବିଳାସ ପାସୱାନ ସୋମବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ଯୋଜନା ଅନୁସାରେ ରାଶନକାର୍ଡକୁ

ମାଲକାନଗିରିରେ ବିକାଶର ନଗ୍ନ ଚିତ୍ର- ଗର୍ଭବତୀଙ୍କୁ 30 କିମି ବୋହିଲେ ଡାକ୍ତର

 ମାଲକାନଗିରି ଜିଲ୍ଲାର ଗୋଡିଗଣ୍ଡି ଗାଁରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ 30 କିମି ଖଟିଆରେ ବୋହି ମାନବିକତାର ପରିଚୟ ଦେଇଛନ୍ତି 4 ଜଣ ଡାକ୍ତର। ପାହାଡ ପର୍ବତ ଘରେ ଗ୍ରାମକୁ ଗାଡି ଯିବାର ରାସ୍ତା ନଥିବାରୁ ତାଙ୍କୁ ଖଟିଆରେ

ଦୋକାନୀଙ୍କ ଉପରେ ମାଡିଗାଲ ଟ୍ରକ୍ – 4 ମୃତ

ସମ୍ବଲପୁର ଶାସନ ଥାନା ପରମାଣପୁର ଧନୁଯାତ୍ରା ମୀନାବଜାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ଭୋରରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା କିଛି ଅସ୍ଥାୟୀ ଦୋକାନୀଙ୍କ ଉପରେ ଏକ ଟ୍ରକ୍‌ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ

ସରକାରୀ ସ୍କୁଲରେ ପ୍ରଥମ ଇଂରାଜୀ ଶିକ୍ଷା ଉପରେ ଗୁରୁତ୍ୱ-ସମୀର ରଞ୍ଜନ ଦାଶ

 ଏଣିକି ସରକାରୀ ସ୍କୁଲରେ  ପିଲାଙ୍କୁ ଇଂରାଜୀ ଶିକ୍ଷା ଦିଆଯିବା ଉପରେ ଗୁରୁତ୍ୱ ଦିଆଯିବ। ଖୁବ୍‌ ଶୀଘ୍ର ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀ ପିଲାଙ୍କୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା। ପିଲାମାନଙ୍କୁ ଇଂରାଜୀ ଶିକ୍ଷା ଦେବାକୁ ଅଭିଭାବକଙ୍କ ଆଗ୍ରହ ଦେଖି ବିଦ୍ୟାଳୟ ଓ

ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ…

ମେଷ: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହୋଇପାରେ। ଋଣ ଦିଅନ୍ତୁ ନାହିଁ। ବୃଷ: ବିବାହ ସ୍ଥିର ହୋଇପାରେ। ଧନପ୍ରାପ୍ତି ଯୋଗ ରହିଛି। ପରିବାରରେ ହସଖୁସିର ପରିବେଶ ରହିବ। ମିଥୁନ: ମିଠା କଥା କହି ଲୋକଙ୍କ ମନ ଜିତିବେ। ଆଖିରେ