latest

Date: January 22, 2020

Total 14 Posts

ଲୋକାର୍ପିତ ହେଲା ଆଚିଭର୍ସ ନ୍ୟୁଜ୍ ର କାର୍ଯ୍ୟାଳୟ

ବଦଳୁଥିବା ସମାଜ ଓ ପ୍ରତିଯୋଗିତାମୂଳକ ସମୟରେ ଓଡିଶାର ଏକ ନୂଆ ସୂଚନା ଓ ମନୋରଞ୍ଜନ ଧର୍ମୀ ମିଡିଆ ସଂସ୍ଥାର ଶୁଭାରମ୍ଭ ହୋଇଛି।  ଯାହାର ନାମ ରହିଛି ଆଚିଭର୍ସ ନ୍ୟୁଜ୍ । ନିତିଦିନିଆ ଘଟୁଥିବା ଘଟଣା, ଖବର ଏବଂ ଖବର ପଛର ରହସ୍ୟର

ସୁବର୍ଣ୍ଣପୁର ଏସ୍‌ପିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, 3 ଆହତ

ସମ୍ବଲପୁର-ସୋନପୁର ରାସ୍ତାର ସିଣ୍ଢୋଲ ଢାବା ନିକଟରେ ସୁବର୍ଣ୍ଣପୁର ଏସ୍‌ପିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଏସ୍‌ପି ଦେବୀପ୍ରସାଦ ଦାଶଙ୍କ ସମେତ 3 ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏସ୍‌ପି

ବର୍ତ୍ତମାନ ସିଏଏ ଉପରେ ରୋକ୍ ଲାଗିବନି- ସୁପ୍ରିମକୋର୍ଟ

ସିଏଏ କୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ ପରେ ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଆଜି ଏହି ମାମଲାରେ  ସୁପ୍ରିମକୋର୍ଟରୁ କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନ ପାଇଁ ଆଶ୍ୱସ୍ତି ମିଳିଛି । ସିଏଏ ଉପରେ ତୁରନ୍ତ ରୋକ୍ ଲଗାଇବା ପାଇଁ

ଗୋଟିଏ ରାତିରେ ହିଁ ପୁରୁଣା ରୁ ପୁରୁଣା ଆଣ୍ଠୁ ଗଣ୍ଠି ବିନ୍ଧା ଭଲ ହୋଇଯାଏ ଏହି ଘରୋଇ ଉପାୟରେ

୫ ମିନିଟରେ ଘରେ ତିଆରି କରନ୍ତୁ ଏହି ଚୁରଣକୁ । କୌଣସି ବି ପ୍ରକାରର ଶାରୀରିକ କମଜୋରୀ ହେବା, ଥକିଯିବା, ରକ୍ତ ହୀନତା, କ୍ୟାଲସିୟମର ଅଭାବ, ହାତ, ଗୋଡ ଓ ଅଣ୍ଟା ବିନ୍ଧା ହେବା, ଇତ୍ୟାଦି କୌଣସି ପ୍ରକାରର ସମୟା ହେଉଛି

ଉଚ୍ଚ ରକ୍ତଚାପ ଅଛି କି? ଜାଣନ୍ତୁ ଏହାର କାରଣ ଓ ଶୀଘ୍ର କରନ୍ତୁ ନିରାକରଣ

ଖରାପ ଜୀବନଶୈଳୀ, ବ୍ୟାୟାମର ଅଭାବ ଓ ଅତ୍ୟଧିକ ମାନସିକ ଚାପ ଫଳରେ ଉଚ୍ଚ ରକ୍ତଚାପ ରୋଗୀଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରତିବର୍ଷ ମେ ୧୭ ତାରିଖରେ ପାଳନ କରାଯାଉଛି ଉଚ୍ଚ

ପାଞ୍ଚବର୍ଷରେ କେତେ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମ୍ପତି

ପାଞ୍ଚବର୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ସମ୍ପତି କେତେ ହୋଇଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗତକାଲି କେଜ୍ରିଓ୍ୱାଲ ନାମାଙ୍କନ ପତ୍ର ଦାଖଲ କରିବାପରେ ତାଙ୍କ ସମ୍ପତି ବିଷୟରେ ଜଣାପଡିଛି। ବର୍ତ୍ତମାନ ତାଙ୍କ 3.4 କୋଟିଟଙ୍କାର ସମ୍ପତି ଥିବାବେଳେ 2015ରେ

ଏଟି ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ

ଏଟି ଗ୍ରୁପର ମୁଖ୍ୟ ପ୍ରଦୀପ ସେଠୀ  ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ସେ ଝାରପଡା ଜେଲରେ ସଜ୍ଜା କାଟୁଛନ୍ତି।  ଝାରପଡା ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ସୂଚନା । ଗତକାଲି ସେ ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ବାଂଲାଦେଶୀ ସେକ୍ସ ରାକେଟ : ପୁରୁଣାଭୁବନେଶ୍ୱର ରଥରୋଡରେ ହେଉଥିଲା ଦେହ ବେପାର

 ବାଂଲାଦେଶର ଓଡିଶାକୁ ମେଲିଛି ସେକ୍ସ ର଼୍ୟାକେଟ ଚେର। ମଙ୍ଗଳବାର ବାଂଲାଦେଶୀ ଦମ୍ପତି ଅଞ୍ଜଳି ଦିଦି ଓ ତାଙ୍କ ସ୍ବାମୀ ସେକ୍‌ ଇବ୍ରାହିମ୍‌ ଖାନ୍‌ଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍  ଗିରଫ କରିବା ପରେ ପୁରା ଘଟଣାର ପର୍ଦ୍ଦାଫସ ହୋଇଥିଲା । ଏଥିସହ ସେମାନେ

ମୋଷ୍ଟ ୱାଣ୍ଟେଡ୍‌ ମାଓବାଦୀ ନେତା ପାପାରାଓ ମୃତ

 ଛତିଶଗଡ଼ ପୁଲିସର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଥିବା ମାଓବାଦୀ ନେତା ପାପାରାଓର ମୃତ୍ୟୁ ହୋଇଥବା ଜଣାପଡିଛି। ସେ ଗତ କିଛିଦିନ ହେବ କିଡ୍‌ନୀ ରୋଗରେ ପୀଡ଼ିତ ଥିଲା । ଏଥିରେ ତାର ମୃତ୍ୟୁ ହୋଇଥିବା ଜଣାପଡିଛି।  ସଂଗଠନର ଟପ୍‌ ଲିଡର ରାମନ୍ନାର

ଚିଲିକା କୂଳରୁ ଯୁବକର ମୃତଦେହ ଉଦ୍ଧାର

ବାଲୁଗାଁ ଚିଲିକା କୂଳ ରିଙ୍ଗବନ୍ଧ ନିକଟରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ବିଷ୍ଣୁଡିହ ଗାଁର ସୁକେଶ ସାହୁ। ସେ କାଲିଠୁ ନିଖୋଜ ଥିଲେ। ଯୁବକଙ୍କ ମୃତ୍ୟୁର କାରଣ ଜଣାପଡିନି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।  ମୃତକ ଯୁବକ

ସିଏଏ ସାମ୍ବିଧାନିକ କି ନୁହେଁ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଚାଲିଛି ।  ସୁପ୍ରିମକୋର୍ଟରେ ସିଏଏ (ନାଗରିକତା ସଂଶୋଧନ ଆଇନ)ର ସମର୍ଥନ ଓ ବିରୋଧରେ 144ରୁ ଅଧିକ ଅଭିଯୋଗ ହୋଇଛି । ଏହି ସବୁ ଆବେଦନ ଉପରେ ଆଜି ଶୁଣାଣି