latest

1987 ବ୍ୟାଚ ମଙ୍ଗଳପୁର ଜନାର୍ଦ୍ଦନ ହାଇସ୍କୁଲ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

Spread the love

ରଞ୍ଜିତ ମହାକୁଡ( ସୋର) : 1987 ମସିହା ମଙ୍ଗଳପୁର ଜନାର୍ଦ୍ଦନ ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ସିନ୍ଧୁଆ ଡ୍ୟାମରେ ନିକଟରେ  ଅନୁଷ୍ଠିତ  ହୋଇଯାଇଛି।  ଏଥରେ ସମସ୍ତେ  ପରସ୍ପର ସହିତ ଭାବବିନିମିୟ କରିବା ସହ ବିତିଯାଇଥିବା ସମୟର ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶଶିକାନ୍ତ ବେହେରା, ଶଙ୍କର୍ଷଣ ବାରିକ, ଦିବାକର ଦାସ, ସୁରୀପ ଦାସ, ଶ୍ରୀମଦ ଦାସ, ଶମ୍ବୁନାଥ ସାହୁ ପ୍ରମୁଖ ସମସ୍ତ ସାଙ୍ଗ ମାନଙ୍କୁ ଯୋଗାଯୋଗ କରିଥିଲେ । ଡ଼. ସଞ୍ଜୁସ୍ମିତା ତ୍ରିପାଠୀ, ଅଶୋକ କୁମାର ପାଣିଗ୍ରାହୀ, ସୁଷମା ବାରିକ, ରୀନାଞ୍ଜଳି ଦାସ, ବନଯା ମିଶ୍ର, ନୟନା ଦାସ, ସଂଯୁକ୍ତା ରଥ, ସନ୍ଧ୍ୟାରାଣୀ ପାଢ଼ୀ, ଅନନ୍ତ ଜେନା, ଅମୂଲ୍ୟ ମଣ୍ଡଳ, ଜନ୍ମେଞ୍ଜୟ ମିଶ୍ର, ସୁଶାନ୍ତ ରାଉଳ, ନିରଞ୍ଜନ ବେହେରା, ସରୋଜ ଦାସ, ପୂର୍ଣଚନ୍ଦ୍ର ପ୍ରଧାନ, ତାପସ ଦାସ, ପ୍ରକାଶ ପାଢ଼ୀ, ସୁରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Tags: