latest

Date: January 27, 2020

Total 13 Posts

ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ସରକାରଙ୍କ ‘ଏକାମ୍ର ପ୍ୟାକେଜ୍‌’

ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗରର ପାରିପାଶ୍ୱିର୍କ ଅଞ୍ଚଳର ୬୫ଏକର ପରିମିତ ଜମିରେ ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଆଜି ‘ଏକାମ୍ର ପ୍ୟାକେଜ୍ ’ ଘୋଷଣା କରିଛନ୍ତି। ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁୁ

ରାଜଧାନୀରେ ବାର୍ଡଫ୍ଲୁ : 1କିମି ଅଞ୍ଚଳର ସବୁ କୁକୁଡ଼ା ମରାଯିବେ

ଓଡ଼ିଶାରେ ‘କୋରୋନା’ ଭାଇରସ୍ ସଂକ୍ରମଣର ଆଶଙ୍କା ଲାଗି ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ବାର୍ଡଫ୍ଲୁ ଆତଙ୍କ ଦେଖାଦେଇଛି। ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁର ସ୍ପଷ୍ଟ ପ୍ରମାଣ ମିଳିବା ପରେ ରାଜ୍ୟ ସରକାର ଏବେ ଏହାର ଏକକିମି ବ୍ୟାସାର୍ଦ୍ଧ

୧୩ରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକ

ଚଳିତମାସ ୩୧ତାରିଖ ପରିବର୍ତ୍ତେ ଫେବୃୟାରୀ ୧୩ତାରିଖରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍‌ର ୨୪ତମ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ସିଏଏ,ଏନଆରପି ଓ ଏନଆରସିକୁ ନେଇ ଦେଶବ୍ୟାପୀ ଉଷ୍ମତା ଲାଗି

ପୁଣି ବିବି ହାଉସ୍‌ରେ ଏଣ୍ଟ୍ରି କରିବେ ଦେବୋଲିନା

‘ବିଗ୍‌ ବସ୍‌ ୧୩’ରେ ଏବେ ଫିନାଲେରେ ପହଞ୍ଚିବାକୁ ଚାଲିଛି ଲଢ଼େଇ। ସମସ୍ତେ ପରସ୍ପରକୁ ମାତ୍‌ ଦେଇ ଆଗକୁ ଯିବାକୁ କସରତ ଆରମ୍ଭ କରିଦେଲେଣି। ତେବେ ଦିନକୁ ଦିନ ଏହି ଶୋ’ ମଜାଦାର୍‌ ହେବାରେ ଲାଗିଛି। ତେବେ ଏସବୁ ଭିତରେ ଶୋ’ରେ ଆସିବାକୁ

ବଜାରରେ ଲଞ୍ଚ୍‌ ହେଲା TVS ଇଲେକ୍ଟ୍ରୋନିକ୍‌ ସ୍କୁଟର

ବଜାଜ୍‌ ପରେ ଏବେ ଟିଭିଏସ୍‌ ମୋଟର କମ୍ପାନୀ ବଜାରରେ ଇ-ସ୍କୁଟର ଲଞ୍ଚ କରିଛି। ଶନିବାର ବେଙ୍ଗାଲୁରୁରେ ଏହି ସ୍କୁଟର ଲଞ୍ଚ୍‌ ହୋଇଛି। ୧୪ ଜାନୁଆରୀରେ ବଜାଜ କମ୍ପାନୀ ତା’ର ଇ-ସ୍କୁଟର ‘ଚେତକ’ ଲଞ୍ଚ କରିଥିଲା। ଟିଭିଏସ୍‌ର ଏହି ଇ-ସ୍କୁଟର ବଜାରରେ ‘ଚେତକ’କୁ

ସିଏଏ ହିଂସା ପଛରେ ପିଏଫଆଇ ଓ ଆରଏଫଆଇ’

ନାଗରିକତା ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜିକା (ଏନଆରସି)କୁ ବିରୋଧ କରି ସାରା ଦେଶରେ ହିଂସା ହୋଇଛି। ଏହି ହିଂସା ପଛରେ ରେହାବ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଆରଏଫଆଇ) ଓ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ନାମକ ଦୁଇଟି

ସରକାରଙ୍କ ଟାର୍ଗେଟରେ ୧୧୧ ଅଧ୍ୟାପକ

ଘରୋଇ ଟ୍ୟୁସନ କରୁଥିବା ଅଧ୍ୟାପକଙ୍କ ନାମରେ ଜରିହେବ ପରୱାନା । ଘରୋଇ ଟ୍ୟୁସନରେ ପାଠ ପଢାଉଥିବା ୧୧୧ ଜଣ ଅଧ୍ୟାପକ ଏବେ ସରକାରଙ୍କ ସ୍କାନରରେ । ଟାର୍ଗେଟରେ ଥିବା ଏହି ୧୧୧ ଜଣ ଅଧ୍ୟାପକଙ୍କୁ ଚିହ୍ନଟ ମଧ୍ୟ କରାଯାଇଥିବା ନେଇ ଜଣାପଡିଛି

ପୁସ୍ତକରେ ସ୍ଥାନ ପାଇଲା ଝୁଲିମାଙ୍କ ସଂଘର୍ଷର କାହାଣୀ

ପୁଣି ଚର୍ଚ୍ଚାରେ କନ୍ଧମାଳ ଜିଲ୍ଲାର ଝୁଲିମା ମଲ୍ଲିକ। ‘we are the champions’ ନାମକ ପୁସ୍ତକରେ ତାଙ୍କ ଜୀବନର କାହାଣୀ ସ୍ଥାନ ପାଇଛି। ‘ବାଲ୍ୟ ବିବାହ ବନ୍ଦ କରିବା ଓ ବାଳିକା ଶିକ୍ଷାକୁ ପ୍ରୋତ୍ସାହନ’ ଦେବା ଉପରେ ସେ ଯେଉଁ ସଂଘର୍ଷ

ଆଜିଠୁ ଝାରସୁଗୁଡ଼ାରୁ କୋଲକାତାକୁ ବିମାନ ଉଡ଼ାଣ ଆରମ୍ଭ

ଝାରସୁଗୁଡ଼ାବାସୀଙ୍କ ପାଇଁ ଖୁସି ଖବର । ଆଜିଠୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ କୋଲକାତାକୁ ଏଲାଏନ୍ସ ଏୟାର ବିମାନ ସେବା ଆରମ୍ଭ ହେଉଛି । ଦୀର୍ଘ ଦିନର ଆଶା ପୂରଣ ହୋଇଛି । ଆଜିଠାରୁ ଏଲାଏନ୍ସ ଏୟାର ବିମାନ କୋଲକାତା

ଲୋକଙ୍କ ପଥର ମାଡ଼ରେ ନକ୍ସଲ ମୃତ

ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ନକ୍ସଲଙ୍କୁ କଡ଼ା ବିରୋଧ କରାଯାଇଛି। ଗ୍ରାମବାସୀଙ୍କ ପଥର ମାଡ଼ରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଏଥିସହ ଆଉ ଜଣେ ନକ୍ସଲ ଗୁରୁତର ଆହତ ହୋଇଛନ୍ତି।ଗତକାଲି ସ୍ୱାଭିମାନ ଅଞ୍ଚଳର ଜନ୍ତୁରାଇ ଗାଁକୁ ନକ୍ସଲମାନେ ଆସି ଉନ୍ନୟନମୂଳକ କାର୍ଯ୍ୟକୁ

କାଲିଠୁ ବର୍ଷା

ଆଜି ସମଗ୍ର ରାଜ୍ୟରେ ପାଗ ଶୁଖିଲା ରହିବ। ହେଲେ ଆସନ୍ତା ଦୁଇ ଦିନ ଧରି ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତା’ସହିତ କିଛି ସ୍ଥାନରେ ଘଡ଼ଘଡ଼ି ମଧ୍ୟ ମାରିପାରେ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର