latest

Date: January 28, 2020

Total 19 Posts

ବହୁ ଆଡମ୍ବରେ ଲଘୁକ୍ରିୟା : ଧାର୍ଯ୍ୟମୂଲ୍ୟଠାରୁ ଅଧିକ 20 ଟଙ୍କା ନେଉଛନ୍ତି  ସରକାରୀ ଲାଇସେନ୍ସ ପ୍ରାପ୍ତ ଦୋକାନୀ ; ବିଭାଗ ଚୁପ୍

ସୋର : କୁହାଯାଏ ଗ୍ରାହକ ଭଗବାନ। ଏବେ ତାହା  ଓଲଟା ହୋଇଗଲାଣି। ଏବେ ଦୋକାନୀ କେମିତି ଗ୍ରାହକଙ୍କୁ ଲୁଟିବ ସେନେଇ ଚାହିଁ ବସିଛି।  ଗ୍ରାହକ ଆସିବା ମାତ୍ରେ ଲୁଟ୍ ଆରମ୍ଭ। ଏପରି ଏକ ଅଭିଯୋଗ ଆସିଛି ସୋର ସରକାରୀ ଲାଇସେନ୍ସପ୍ରାପ୍ତ ମଦ

କରୋନାର ମୁକାବିଲା ପାଇଁ ଓଡିଶା ପ୍ରସ୍ତୁତ ରହିଛି- ନିକୁଞ୍ଜ ଧଳ

“କରୋନା’ ଭାଇରସ  ମୁକାବିଲା କରିବା ପାଇଁ ଭୁବନେଶ୍ୱରେ “କରୋନା’ ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ ହୋଇଛି । କରୋନା ମୁକାବିଲା ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପ୍ରତିକ୍ରିୟା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ଏହି ଭୂତାଣୁ ଦ୍ୱାରା

ବଜେଟ ଅଧିବେଶନରେ ନଦୀ ଜଳ ବିବାଦ,ଜନଗଣନାରେ ଓବିସି ଉପରେ ଦାବି କରିବ ବିଜେଡି : ପିନାକୀ ମିଶ୍ର

ଆସନ୍ତା 31ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ନବୀ ଜଳ ବିବାଦ, କୋଇଲା ରୟାଲ୍‌ଟି, ଜିଏସଟି ବକେୟା ଏବଂ ଜନଗଣନାରେ ଏସସି/ ଏସଟି ସହ ଓବିସି କଲମ ରଖିବାକୁ ବିଜେଡି ପକ୍ଷରୁ ଦାବି କରାଯିବ

ଓୟୁଏଟି ପରିସରରୁ କୁକୁ଼ଡାମରା ଆରମ୍ଭ

ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି।  ପ୍ରଥମେ ଓୟୁଏଟି କୁକୁଡା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଆକ୍ରାନ୍ତ କୁକୁଡାକୁ ମରାଯାଇଛି । ଏନେଇ ଏକ ସ୍ବତନ୍ତ୍ର ଟିମ ପ୍ରତିଶୋଧକମୂଳକ ଭାବେ ସମସ୍ତ ଆକ୍ରାନ୍ତ କୁକୁଡାକୁ ନଷ୍ଟ କରିଛନ୍ତି । ନଷ୍ଟ ହୋଇଥିବା

ଆଉ ଠକିଲେ ଚଳିବନି, ସାଂସଦଙ୍କ ପ୍ରଦର୍ଶନୀ ଟ୍ରାକିଂ ହେବ

ସାଂସଦମାନେ ସଂସଦରେ କେତେ ସମୟ ରହୁଛନ୍ତି ଏବଂ  ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ କେତେ ଗୁରୁତ୍ବ ଦେଉଛନ୍ତି ତାହା ଉପରେ ତଦାରଖ କରାଯିବ। ଏହାର ସମସ୍ତ ହିସାବ ରଖିବ ବିଜେଡି। ଖାଲି ଯେ ସାଂସଦ ହୋଇ ବସି ରହିଲେ ହେବ ନାହିଁ

ପରିବା ବ୍ୟବସାୟୀଙ୍କୁ ଗୁଳିମାଡ଼

ନନ୍ଦନକାନନ ଥାନା ଅଧୀନ ପଦାସାହି ଗ୍ରାମ ନିକଟରେ ଜଣେ ପରିବା ବ୍ୟବସାୟୀଙ୍କୁ ଗୁଳି କରି ଫେରାର ହୋଇ ଯାଇଛନ୍ତି ଦୁଇଜଣ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ ଗୁଳିରେ ଢାୱା ଗ୍ରାମର ପରିବା ବ୍ୟବସାୟୀ ସମୀର କାଣ୍ଡି(୩୮) ଆହତ ହୋଇଛନ୍ତି। ସୂଚନା ପାଇ ନନ୍ଦନକାନନ ଥାନା

ନିଶା ପାଇଁ ଅଭିନୟରୁ ବିରତି ନେଇଥିଲେ ଶ୍ରୁତି

ସାଉଥ ସୁପରଷ୍ଟାର କମଲ ହାସନ ଓ ସାରିକାଙ୍କ ଝିଅ ଶ୍ରୁତି ହାସନ ସାଉଥ ସିନେମା ସହ ବଲିଉଡ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି | ତେବେ ଶ୍ରୁତି ନିଜ ବାପାଙ୍କ ଭଳି ପରିଚୟ ସୃଷ୍ଟି କରିପାରିନଥିଲେ ବି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି

ଦିଲ୍ଲୀରେ ପ୍ରଚାର କଲେ ଓଡ଼ିଶାର ବିଜେପି ନେତା

ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭାର ୭୦ଟି ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ପାଇଁ ପ୍ରମୁଖ ଦଳ ମାନଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଛି। ବିଜେପି, କଂଗ୍ରେସ ଏବଂ ଆପ୍‌ ନିଜ ନିଜ ଶୈଳୀରେ ପ୍ରଚାରରେ ମାତିଛନ୍ତି। ଆଜି

ହ୍ଵାଟ୍ସଆପ ଆଣିଲା ବଡ଼ ପରିବର୍ତ୍ତନ, ଏହି ଫୋନରେ ଫେବୃୟାରୀ ପହିଲାରୁ କାମ କରିବ ନାହିଁ ଏହି ଆପ

ସ୍ମାର୍ଟଫୋନର ବ୍ୟବହାର ବଢିବା ସାଙ୍ଗକୁ ହ୍ଵାଟ୍ସଆପର ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ତେବେ ହ୍ଵାଟ୍ସଆପ ପକ୍ଷରୁ କିଛି ନୂଆ ଘୋଷଣା କରାଯାଇଛି | କିଛି ଫୋନରେ ହ୍ଵାଟ୍ସଆପ ସପୋର୍ଟ କରିବ ନାହିଁ ବୋଲି କୁହାଯାଇଛି | ମିଳିଥିବା ସୂଚନା ମୁତାବକ

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌: କ୍ବାର୍ଟର୍‌ରେ ନାଦାଲ, ଜୋକୋଭିକ, ଫେଡେରର୍‌, ହାଲେପ୍‌

ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାର ପୁରୁଷ ଏକକ କ୍ବାର୍ଟର୍‌ ଫାଇନାଲ୍‌ରେ ବିଶ୍ବ ମାନ୍ୟତାର ପ୍ରଥମ ତିନି ସ୍ଥାନରେଥିବା ରାଫେଲ ନାଦାଲ, ନୋଭାକ ଜୋକୋଭିକ ଓ ରୋଜର ଫେଡେରର୍‌ ପ୍ରବେଶ କରିଛନ୍ତି। ପ୍ରିକ୍ବାର୍ଟର୍‌ ଫାଇନାଲ୍‌ରେ ସ୍ପେନ୍‌ର ନାଦାଲ ୬-୩, ୩-୬, ୭-୬,

ବାର୍ଡଫ୍ଲୁ କୁ ନେଇ କୁକୁଡା ଚାଷୀ ହତାସ

ଓଡିଶା କୃଷ୍ଟି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ( ଓୟୁଏଟି)ରେ ବାରମ୍ବାର ବାର୍ଡ ଫ୍ଲୁ ଦେଖାଦେବା ଓ ଏଥିଯୋଗୁଁ ରାଜ୍ୟର କୁକୁଡାଚାଷୀମାନେ ସର୍ବସ୍ୱାନ୍ତ ହେଉଥିାବ ଯୋଗୁଁ ତୁରନ୍ତ ଏହି ଶିକ୍ଷାନୁଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କୁକୁଡାଚାଷୀମାନେ ଦାବି କରୁଛନ୍ତି। ଏତିସହିତ ବାର୍ଡ ଫ୍ଲୁ