latest

Date: January 29, 2020

Total 15 Posts

ପୁଣି 2 ମାସ ବଢିଲା ମୋ ବସ ଭଡ଼ା ହ୍ରାସ ସମୟ ଅବଧି

 ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର । ହ୍ରାସ ହୋଇଥିବା ମୋ ବସ ଭଡା ଆସନ୍ତା 2 ମାସ  ଯାଏଁ ସ୍ଥିର ରହିବ ।  ଶୀତଦିନ ପାଇଁ ଆସନ୍ତା ଡିସେମ୍ବର 1 ରୁ ଜାନୁଆରୀ 31 ଯାଏଁ ମୋ ବସ

୨୦୨୪ ସୁଦ୍ଧା ସବୁ ଟ୍ରେନ୍ ବିଜୁଳିରେ ଚାଲିବ : ରେଳମନ୍ତ୍ରୀ ଗୋୟଲ

ଆସନ୍ତା ୨୦୨୪ ମସିହା ସୁଦ୍ଧା ଭାରତୀୟ ରେଳରୁ ଆଉ ଧୂଆଁଜନିତ ପ୍ରଦୂଷଣ ଦେଖିବାକୁ ମିଳିବ ନାହିଁ। ଦେଶରେ ଚାଲୁଥିବା ସବୁ ରେଳଗାଡ଼ି ବିଜୁଳିରେ ଚାଲିବ। କେନ୍ଦ୍ର ରେଳ, ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏହା କହିଛନ୍ତି। ଭାରତ ବ୍ରାଜିଲ୍

ଦଶମ ଶ୍ରେଣୀରେ ପଢାଯିବ ସଡକ ସୁରକ୍ଷା ବିଷୟ- ପରିବହନ କମିଶନର

ଏଣିକି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ପଢାଯିବ ସଡ଼କ ସୁରକ୍ଷା ବିଷୟ । ସଡ଼କ ସୁରକ୍ଷା ବିଷୟରେ କେମିତି ବିଷୟବସ୍ତୁ ରଖାଯିବ ସେନେଇ ଗଣଶିକ୍ଷା ବିଭାଗ ନିଷ୍ପତି ନେବ ବୋଲି ପରିବହନ କମିଶନର ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି । ସେ କହିଛନ୍ତି 

ବ୍ୟାଡ଼ମିଣ୍ଟନରୁ ରାଜନିତୀ, ସାଇନା ଧରିଲେ ପଦ୍ମ

ବ୍ୟାଡ଼ମିଣ୍ଟନ ଖେଳାଳୀ ସାଇନା ନେହୱାଲ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ସେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଦଳ ପାଇଁ ପ୍ରଚାର  କରିବେ । ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସାଇନା ନେହୱାଲ ବିଜେପିରେ

ବସରେ ମହିଳା ସିଟ୍ ରେ ପୁରୁଷ ବସିଲେ ଜୋରିମାନା

 ମହିଳା ମାନେ ବସରେ ଯିବା ଆସିବା ବେଳେ ବିଭିନ୍ନ ସମୟରେ ହଇରାଣ ହେଉଥିବା ଅଭିଯୋଗ ଆସିଛି। ଜାଣିଶୁଣି କିଛି ବ୍ୟକ୍ତି ଆପତ୍ତି ଜମକ ସ୍ଥାନରେ ଛୁଇଁବାକୁ ଚେଷ୍ଟା କରୁଥିବା ବେଳେ ଲୁଟର ମଘଧ୍ୟ ଶିକାର ହୋଇଥାନ୍ତି। ତେଣୁ ସେମାନଙ୍କ ସୁରକ୍ଷା ପାଇଁ

ସିଏଏକୁ ବିରୋଧ କରି ରାସ୍ତା ରୋକ, 36 ଗିରଫ

ସିଏଏ ଏବଂ ଏନଆରସି କୁ ବିରୋଧ କରି ବହୁ ଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ରାଉରକେଲାରେ ଦେଖିବାକୁ ମିଳିଛି । ମୋର୍ଚ୍ଚାର କର୍ମୀମାନେ ବିଶ୍ରା ଛକଠାରେ ସକାଳ 6 ଟାରୁ ରାସ୍ତା ଅବରୋଧ କରିବା

ତପ୍ତପାଣି ଘାଟିରେ ବସ ଦୁର୍ଘଟଣା- ଶୋକ ପ୍ରକାଶ ସହ 2 ଲକ୍ଷଟଙ୍କାର ସହୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲାର ତପ୍ତପାଣି ଘାଟିରେ ବସ୍‌ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମତକଙ୍କ ପରିବାରକୁ 2ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ଦୁର୍ଘଟଣାରେ 8 ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ 40 ରୁ ଅଧିକ ଆହତ ହୋଇଛନ୍ତି।

ବିଜେଡି ସଂସଦୀୟ ଦଳ ବୈଠକ : ଜନଗଣନାରେ ବାଧ୍ୟତାମୂଳକ ହେବନି ବାପା-ମାଆଙ୍କ ଜନ୍ମସ୍ଥାନ ସମ୍ପର୍କିତ ତଥ୍ୟ

ଶୁକ୍ରବାରଠାରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ। ଏଥିପାଇଁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ସ୍ୱାର୍ଥ ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେସବୁକୁ ସଂସଦରେ ଉଠାଇବାକୁ ନିଷ୍ପତ୍ତି ହୋଇଛି।

ସିଏଏ ଓ ଏନଆରସିକୁ ବିରୋଧ କରି ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

ସିଏଏ ଓ ଏନଆରସିକୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବନ୍ଦ ପାଳନ କରାଯାଉଛି।  ରାଉରକେଲା, କଣ୍ଟାବାଞ୍ଜି, ସୋନପୁରରେ 12 ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ବନ୍ଦ ପ୍ରଭାବରେ କଣ୍ଟାବାଞ୍ଜି, ରାଉରକେଲା, ସୋନପୁରରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ

କରୋନା ଭାଇରସ: ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୧୩୧, ୫୩୦୦ରୁ ଅଧିକ ଆକ୍ରାନ୍ତ

କରୋନା ଭାଇରସ ଦିନକୁ ଦିନ ମରାତ୍ମକ ହେଉଛି । ଚୀନରେ ଏଯାଏଁ ୧୩୧ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୫୩୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮୪୦ ଜଣଙ୍କ ନିକଟରେ କୋରନା

ପାଳଙ୍ଗ ଆମଲେଟ

ଶୀତୁଆ ପାଗରେ ଅଣ୍ଡାରେ ହୋଇଥିବା ଆମଲେଟ୍‌ ଖାଇବା ସମସ୍ତଙ୍କୁ ପସନ୍ଦ। ଏହା ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭକାରୀ ହୋଇଥାଏ। କିନ୍ତୁ କଣ ଆପଣ କେବେ ‘ପାଳଙ୍ଗ ଆମଲେଟ’ ଟ୍ରାଏ କରିଛନ୍ତି। ଏହା ଖାଇବାର ସ୍ୱାଦକୁ ଦ୍ୱିଗୁଣା କରିଦିଏ।