latest

Month: February 2020

Total 373 Posts

ମୁମ୍ୱାଇର ନୂଆ ପୁଲିସ କମିଶନର ଆଇପିଏସ ପରମବୀର ସିଂହ

ମୁମ୍ୱାଇ ପୁଲିସ କମିଶନର ପଦବୀରୁ ଆଜି ସଞ୍ଜୟ ବର୍ବେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଆଉ ତାଙ୍କ ସ୍ଥାନ ନେବେ ମହାରାଷ୍ଟ୍ରର ବରିଷ୍ଠ ଆଇପିଏସ ଅଫିସର ପରମବୀର ସିଂହ। ୧୯୮୮ ବ୍ୟାଚର ଏହି ଆଇପିଏସ ଅଫିସର ଅଣ୍ଡର ଓ୍ୱାର୍ଲଡ ନେଟଓ୍ୱର୍କ ସମ୍ପର୍କରେ

ଟ୍ୱିନ୍‌ସିଟିରେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍‌

ଟ୍ୱିନ୍‌ସିଟିବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱର ଓ କଟକ ମଧ୍ୟରେ ଗଡ଼ିବ ସ୍ପେଶାଲ ଟ୍ରେନ। ଆସନ୍ତାକାଲିଠୁ ୩୧ ତାରିଖ ଯାଏଁ ପରୀକ୍ଷାମୂଳକ ଭାବେ ଗଡ଼ିବ ଟ୍ରେନ। ତା’ପରେ ପର୍ଯ୍ୟାୟ କ୍ରମେ ଗଡ଼ିବ। ଭୁବନେଶ୍ୱରରୁ ଭାୟା ବାରଙ୍ଗ ଓ ବାଲିକୁଦା ଦେଇ ଟ୍ରେନ୍‌ଟି

+2 ପରୀକ୍ଷା : ପ୍ରଶ୍ନପତ୍ରରେ ଚିହ୍ନ ରହିଲେ କପି କରୁଛ ବୋଲି ଧରାଯିବ

ଯୁକ୍ତ ଦୁଇ ପରୀକ୍ଷାକୁ ଅବାଧ ଓ କପିମୁକ୍ତ କରିବାକୁ ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍‌।  ଏଥିନିମନ୍ତେ ତିଆରି ହୋଇଛି ସ୍ୱତନ୍ତ୍ର ନିୟମାବଳୀ ।ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ  ବୈଦ୍ୟୁତିକ ଉପକରଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପରୀକ୍ଷାର୍ଥୀମାନେ ପରୀକ୍ଷା ଚାଲିଥିବା

IAS ସ୍ତରରେ ଅଦଳ ବଦଳ

ରାଜ୍ୟ ସକରାର ଆଜି ବରିଷ୍ଠ ଆଇଏଏସ୍‌ ସ୍ତରରେ ଛୋଟ ଅଦଳ ବଦଳ କରିଛନ୍ତି। ପରିବହନ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିପରି ରାଜ୍ୟପାଳଙ୍କ ସଚିବ ଥିବା ମଧୁସୂଦନ ପାଢ଼ୀଙ୍କୁ ଚକବନ୍ଦୀ କମିଶନର ଭାବେ ନୂଆ ନିଯୁକ୍ତି

ସମ ଅଲ୍ଟିମେଟ୍‌ ମେଡିକେୟାରର ଉଦ୍‌ଘାଟନ କଲେ ଅମିତ ଶାହ

ଭୁବନେଶ୍ୱରରେ ଲୋକାର୍ପିତ ହୋଇଛି ଅତ୍ୟାଧୁନିକ ସୁପର ସ୍ପେସାଲିଟି ଡାକ୍ତରଖାନା ସମ୍‌ ଅଲ୍ଟିମେଟ୍‌ ମେଡିକେୟାର୍‌ ‘ସମ୍ମମ୍‌’ । ଏହାର ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

୩୦୦ ଦିବ୍ୟାଙ୍ଗଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକଆ ଉତ୍ତର ପ୍ରଦେଶ ଗସ୍ତରେ ଆସି ବମରୋଲି ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ କରିଥିଲେ। ଏହି ଗସ୍ତରେ ମୋଦୀ ରାଜ୍ୟର

କୁକୁରକୁ କରୋନା

କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ମଣିଷ ପରେ କୁକୁରକୁ ଏହି ଘାତକ ଭାଇରସ ଡେଇଁଛି। ହଙ୍ଗକଙ୍ଗର ଏକ ପୋମେରାନିଅନ ପ୍ରଜାତିର କୁକୁର କରୋନାରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି। ୟଭୋନେ ଚାଓ ହଉ

ଲିଙ୍ଗରାଜଙ୍କ ଦର୍ଶନ କଲେ ଶାହ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସକାଳେ ଶ୍ରୀଜିଉଙ୍କ ଦର୍ଶନ ସାରି ଭୁବନେଶ୍ୱର ଫେରିଛନ୍ତି। ଏଠାରେ ସେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ  ପୂଜାର୍ଚ୍ଚନା କରିଛନ୍ତି। ଦର୍ଶନ ସମୟରେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ବିଜେପି

ଘର ଘର ବୁଲି ପଟ୍ଟା ବାଣ୍ଟିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଆଜି ଟିଟିଲାଗଡ଼ର ବିଭିନ୍ନ ଅଞ୍ଚଳରେ ଘର ଘର ବୁଲି ବାସହୀନମାନଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି। ଭୂମି ଅଧିକାର ଆଇନ୍ ମାଧ୍ୟମରେ ସେମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିବା ଜଣାଯାଇଛି। ଭୂମି ହୀନମାନେ ଦିର୍ଘ

‘ଜେଏନୟୁ କ୍ୟାମ୍ପସକୁ ଆଶ୍ରୟସ୍ଥଳରେ ପରିଣତ କରନି’

ଜବାହର ଲାଲ ନେହରୁ ବିଶ୍ୱବିଦ୍ୟାଳୟ ପରିସରରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଚେତାବନୀ ଦେଇଛି ବିଶ୍ୱବିଦ୍ୟାଳୟର ପ୍ରଶାସନିକ ବିଭାଗ। ଉତ୍ତର ପୂର୍ବ ଦିଲ୍ଲୀ ହିଂସାରେ ପୀଡ଼ିତଙ୍କୁ ଯିଏ ବିଶ୍ୱବିଦ୍ୟାଳୟ ପରିସରରେ ଆଶ୍ରୟ ଦେଉଥିବ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜେଏନୟୁ କ୍ୟାମ୍ପସକୁ

ମ୍ୟାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ବେଳେ ଓଲଟିଲା ଅଟୋ, ୮ ଛାତ୍ରଛାତ୍ରୀ ଆହତ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଜୁନାପାଣି ଗାଁ ନିକଟରେ ସ୍କୁଲ ଅଟୋ ଓଲଟି ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୭ ଜଣ ଛାତ୍ରୀ ଥିବା ବେଳେ ଜଣେ ଛାତ୍ର ଥିବା ଜଣାପଡ଼ିଛି। ସମସ୍ତଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ