Date: February 1, 2020

Total 24 Posts

କୃଷି ଉପରେ ଗୁରୁତ୍ୱକୁ ସ୍ୱାଗତ, ଓଡ଼ିଶାର ଟିକସ ଭାଗ ହ୍ରାସ ନେଇ ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ସାଧାରଣ ବଜେଟ ଉପରେ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୦-୨୧ ଆର୍ଥିକ ବର୍ଷର ସାଧାରଣ ବଜେଟର  କେତେକ ବ୍ୟବସ୍ଥାକୁ ସେ ସ୍ବାଗତ କରିଥିବା ବେଳେ ଆଉ କେତେକକୁ

ଭାରତୀୟ ପାରାଅଲିମ୍ପିକ୍ କମିଟିର ଅଧ୍ୟକ୍ଷ ଦୀପା ମଲିକ୍

ଦେଶର ପ୍ରଥମ ମହିଳା ଆଥଲେଟ୍ ଭାବେ ପାରା ଅଲିମ୍ପିକ୍ କ୍ରୀଡ଼ାରେ ପଦକ ଜିତିଥିବା ଦୀପା ମଲିକ ଭାରତୀୟ ପାରା ଅଲିମ୍ପିକ୍ କମିଟି (ପିସିଆଇ)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। କିନ୍ତୁ ଏଥିପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଦିଲ୍ଲୀ ହାଇକୋର୍ଟରେ ଏକ

କମିଲା ବସ୍ ଭଡ଼ା

କମିଲା ବସ୍ ଭଡ଼ା। କିଲୋମିଟର ପିଛା ୧ରୁ ୨ ପଇସା ହ୍ରାସ କରାଯାଇଛି। ସାଧାରଣ ବସ୍ ଭଡ଼ା ୭୦ରୁ ୬୯ ପଇସାକୁ ହ୍ରାସ କରାଯାଇଛି। ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ୭୩ରୁ ୭୨ ପଇସା, ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା

ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କ ପାଇଁ ୧,୩୮ ୭୦୦ କୋଟି ଟଙ୍କା

ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟ ପଛୁଆ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ହାତ ଖୋଲା ବ୍ୟୟବରାଦ କରିଛନ୍ତି। ଏହି ୩ ବର୍ଗର ବିକାଶ ପାଇଁ ୨୦୨୦-୨୧ ବଜେଟରେ ମୋଟ ୧,୩୮ ୭୦୦ କୋଟି ଟଙ୍କାର

ପିପିପି ମୋଡରେ 5ଟି ସହର ହେବ ଅଧୁନୀକରଣ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୦-୨୧ ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି । ​ବଜେଟରେ  ମୋବାଇଲ ଫୋନ, ଇଲେକଟ୍ରୋନିକ୍ସ ଉପକରଣ, ସେମିକଣ୍ଡକ୍ଟର ପ୍ୟାକେଜିଙ୍ଗର ବିନିର୍ମାଣକୁ ପ୍ରୋତ୍ସାହନ ପାଇଁ ଯୋଜନା କରାଯାଇଛି। ସେହିପରି ଉଦ୍ୟୋଗ ଏବଂ ବାଣିଜ୍ୟ ଉତ୍ପାଦର ବିକାଶ ପାଇଁ ପ୍ରୋତ୍ସାହନ

ବଜେଟ-2020, ସଡକ ଓ ପରିବହନ ପାଇଁ 1ଲକ୍ଷ 70 ହଜାର କୋଟି

ସଡ଼କ ଓ ପରିବହନ କ୍ଷେତ୍ର ପାଇଁ ବଜେଟରେ 1 ଲକ୍ଷ 70 ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ବଜେଟ  ଅଧୀନରେ ଆଧୁନିକ ରେଳ ଷ୍ଟେଶନ, ବିମାନବନ୍ଦର, ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ। ଭିତ୍ତିଭୂମି କମ୍ପାନୀଗୁଡ଼ିକୁ ନିଜ

5 ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ

କେନ୍ଦ୍ର ଅର୍ଥମନ୍ତ୍ରୀ 2020 ବଜେଟରେ କେନ୍ଦ୍ର ସରକାର ମଧ୍ୟବିତ୍ତ ପରିବାର ପାଇଁ ଖୁସି ଖବର ଆଣିଦେଇଛନ୍ତି।  ସରକାର ଆୟକର ଛାଡ଼ ସୀମା ବୃଦ୍ଧି କରିଛନ୍ତି। 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ ଘୋଷଣା ହୋଇଛି। ଅନ୍ୟପଟେ 5 ଲକ୍ଷରୁ 7.5

ନିର୍ମଳା ଖୋଲିଲେ ବଜେଟ ପେଡି, ପଢନ୍ତୁ କେଉଁ କ୍ଷେତ୍ରରେ କେତେ କୋଟି

ଆର୍ଥିକ ମନ୍ଥରତା ଏବଂ ଚଳିତ ଆର୍ଥିକ ବର୍ଷରେ 5 ପ୍ରତିଶତ ଅଭିବୃଦ୍ଧି ହାରର ସମ୍ଭାବନା ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରର ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ସାଧାରଣ ବଜେଟ୍‌ ଲୋକସଭାରେ ଉପସ୍ଥାପନ କରିଛନ୍ତି । 6 ଲକ୍ଷ ଅଙ୍ଗନବାଡି କର୍ମୀଙ୍କୁ

ବଜେଟ୍‌ ୨୦୨୦-୨୧ : ଦେଶର ସବୁ ବର୍ଗର ଲୋକମାନଙ୍କ ଆୟବୃଦ୍ଧି ଉପରେ ଗୁରୁତ୍ୱ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ବର୍ଷ ୨୦୨୦-୨୧ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏହା ମୋଦୀ ସରକାରଙ୍କର ୨ୟ କାର୍ଯ୍ୟକାଳର ୨ୟ ବଜେଟ ଓ ବ୍ୟକ୍ତିଗତଭାବେ ମଧ୍ୟ ନିର୍ମଳାଙ୍କ ୨ୟ ପୂର୍ଣ୍ଣାଙ୍ଗ ବଜେଟ । ଏହି ବଜେଟ

ଲୋକସଭାରେ ବଜେଟ୍‌ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ଶନିବାର ପୂର୍ବାହ୍ନ ୧୧ଟା ବେଳେ ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥିସହ ଚଳିତ ଦଶନ୍ଧିର ପ୍ରଥମ ବଜେଟ୍ ଆଗତ ହୋଇଛି। ଅନ୍ୟପକ୍ଷରେ ଦ୍ବିତୀୟ ଥର ଶାସନ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ

ଘରେ ମୟୂର ଚୂଳ ରଖିବାର ଫାଇଦା

ବାସ୍ତୁଶାସ୍ତ୍ରର ଉପଯୋଗିତା ଆମ ଦୈନନ୍ଦିନ ଜୀବନରେ ରହିଛି । ଆଜି ଅନେକ ବର୍ଗର ବ୍ୟକ୍ତି ଏସବୁ ନିୟମ ପାଳନ କରୁଥିବାର ଦେଖାଯାଉଛି । ବିଶେଷକରି ମହିଳାମାନେ ଏ ଦିଗ ପ୍ରତି ଅଧିକ ଯତ୍ନବାନ ହେଉଛନ୍ତି । ଘରେ ସୁଖଶାନ୍ତି ବିରାଜମାନ ନିମନ୍ତେ