latest

Date: February 2, 2020

Total 15 Posts

ଜାଲ ସାର୍ଟିଫିକେଟ ଦେଇ ବିବାଦରେ ଅନୁଭବ

ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତାଙ୍କ ଅଭିଯୋଗ ନିଜ ନିର୍ବାଚନୀ ସତ୍ୟପାଠରେ ଭୁଲ ତଥ୍ୟ ଉଲ୍ଲେଖ କରିଛନ୍ତି ସାଂସଦ ଅନୁଭବ । ଆରଟିଆଇରୁ

ଶିକ୍ଷକଙ୍କୁ ଶିକ୍ଷା ମନ୍ତ୍ରୀ ଙ୍କ ନାଲି ଆଖି: ପାଠପଢାରେ ଅବହେଳା କଲେ ହେବ କାର୍ଯ୍ୟାନୁଷ୍ଠାନ

ସବୁ ସୁବିଧା ଥାଇ ମଧ୍ୟ ସରକାରୀ ବିଦ୍ୟାଳୟରେ ହେଉନି ଭଲ ରେଜଲ୍ଟ । ଏଣିକି ସରକାରୀ ଶିକ୍ଷକ ପାଠପଢାରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ହେବ। ଆଜି କୋଣାର୍କ ଉଚ୍ଚ ବିଦ୍ୟାଳୟର ୬୨ ତମ ବାର୍ଷିକ ଉତ୍ସବରେ ଯୋଗ ଦେଇ ସ୍କୁଲ ବିଦ୍ୟାଳୟ

ରବି ସିଂଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ: ମୁଖ୍ୟମନ୍ତ୍ରୀ

ଖ୍ୟାତନାମା କବି ରବି ସିଂଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ଦିବଂଗତ ରବି ସିଂଙ୍କୁ ଅତ୍ୟନ୍ତ ପ୍ରତିଭାବାନ କବି, ଅନେକ ସାହିତ୍ୟ କୃତୀର ସ୍ରଷ୍ଟା ଏବଂ ବାସ୍ତବ ଦେଶପ୍ରେମୀ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତି

ଏନଆରସି ମହାରାଷ୍ଟ୍ରରେ ଲାଗୁହେବନି

ମୋଦି ସରକାରଙ୍କ ନ୍ୟାସନାଲ ରେଜିଷ୍ଟାର ଅଫ ସିଟିଜେନ୍ (ଏନଆରସି) ମହାରାଷ୍ଟ୍ରରେ ଲାଗୁ ହେବନି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘୋଷଣା କରିଛନ୍ତି। ଶିବସେନାର ମୁଖପାତ୍ର ସାମ୍ନାରେ ନିଜର ଏକ ସାକ୍ଷାତକାର ଦେବା ବେଳେ ଏନଆରସିକୁ ନେଇ ଏଭଳି ମତ ରଖିଛନ୍ତି

କେରଳରେ ଦ୍ୱିତୀୟ କରୋନା ଭାଇରସ ରୋଗୀ ଚିହ୍ନଟ

ଭାରତରେ ଆଉ ଜଣେ କରୋନା ଭାଇରସରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ଦ୍ୱିତୀୟ ରୋଗୀ ମଧ୍ୟ କେରଳର। ଚାଇନାର ଉହାନ ପ୍ରଦେଶରେ ସୃଷ୍ଟି ହୋଇଥିବା କରୋନା ଭାଇରସରେ ଏଯାବତ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଛି। ଏହି ଘାତକ ଭାଇରସର

ଆଜିଠୁ ଭୁବନେଶ୍ୱରରେ ପାର୍କ ଉତ୍ସବ

ଆଜିଠୁ ଭୁବନେଶ୍ୱରରେ ପାର୍କ ଉତ୍ସବ। ଇନ୍ଦିରାଗାନ୍ଧି,ମଧୁସୂଦନ ଦାସ ପାର୍କରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୭ଟି ରବିବାରରେ ୭ଟି ପାର୍କରେ ମନୋରଂଜନ କାର୍ଯ୍ୟକ୍ରମର କରାଯିବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଆଜିଠାରୁ ପାର୍କ ଉତ୍ସବ ଆରମ୍ଭ କରିଛନ୍ତି । ପ୍ରତି ରବିବାର ସକାଳ

୨ ଟ୍ରକ ମୁହାଁମୁହିଁ ଧକ୍କା, ଦୁଇ ମୃତ

କେନ୍ଦୁଝରରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କାହୋଇ ଦୁଇ ମୃତ । କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥର ସଦର ଥାନା ଅନ୍ତର୍ଗତ ଗୋପାଳପୁର ଗାଁ ନିକଟରେ ଗତକାଲି ରାତି ପ୍ରାୟ ୨.୩୦ ମିନିଟ ରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା।

ନକ୍ସଲ ବିରୋଧୀଙ୍କ ମଧ୍ୟରେ ପୋଷ୍ଟର ଲଢ଼େଇ

ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ବର୍ତ୍ତମାନ ପୋଷ୍ଟର ଓ ବ୍ୟାନର ଲଢ଼େଇ ଚାଲିଛି। ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବିଭିନ୍ନ ସ୍ଥାନରେ ନକ୍ସଲ ପୋଷ୍ଟର ସହିତ ନକ୍ସଲ ବିରୋଧୀ ପୋଷ୍ଟର ଏବଂ ବ୍ୟାନର ଦେଖିବାକୁ ମିଳିଛି। ପ୍ରଶାସନର ସହାୟତା ଠାରୁ ବିଚ୍ଛିନ୍ନାଞ୍ଚଳବାସୀ ଦୂରେଇ

କବି ରବି ସିଂଙ୍କ ପରଲୋକ

ବିପ୍ଳବୀ କବି ରବି ସିଂଙ୍କର ଆଜି ପରଲୋକ ହୋଇଯାଇଛି। କଟକ ସ୍ଥିତ ଖପୁରିଆ ବାସଭବନରେ ଆଜି ଭୋରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ

ସଞ୍ଜ ବେଳେ କ’ଣ କଲେ ଅଶୁଭ

ପାଠକବନ୍ଧୁ ! ଆସନ୍ତୁ ଜାଣିବା ସଞ୍ଜବେଳେ କ’ଣ କରିବା ଅଶୁଭ ହେଇଥାଏ । ସଞ୍ଜବେଳେ ମୈଥୁନ କଲେ ଦେହରୁ ଶକ୍ତି ହ୍ରାସ ହୁଏ । ସଞ୍ଜବେଳେ ଶୋଇଲେ ଶରୀରରେ ରୋଗ ହୁଏ ଓ ଦୁଃଖ ବଢ଼ିଥାଏ । ସଞ୍ଜବେଳେ ଖାଇଲେ ଖାଦ୍ୟ

କପାଳରେ ଚନ୍ଦନ ଲଗାଇଲେ କି ଫଳ ମିଳେ

ପାଠକବନ୍ଧୁ ! ଆସନ୍ତୁ ଜାଣିବା ଚନ୍ଦନ ଲଗାଇଲେ କ’ଣ ସବୁ ଉପକାର ହୁଏ । ଚନ୍ଦନ ଲଗାଇବାର ଧାର୍ମିକ ମହତ୍ତ୍ୱ ରହିଛି । ପ୍ରତ୍ୟେକ ହିନ୍ଦୁଙ୍କ ପୂଜାଘରେ ଚନ୍ଦନକାଠ ରଖାଯାଏ ଏବଂ ପୂଜାକର୍ମାଦିରେ ଚନ୍ଦନର ବ୍ୟବହାର କରାଯାଏ । ଦୈନିକ ସ୍ନାନ