Date: February 3, 2020

Total 24 Posts

କ୍ୟାନସର୍‌ ରୋଗଠାରୁ ନିଜକୁ କିପରି ଦୂରେଇ ରଖିବେ

କ୍ୟାନସର୍‌ ବା କର୍କଟ ରୋଗ ଏପରି ଏକ ଜୀବନନାଶକ ରୋଗ ଯାହା ପରିବର୍ତ୍ତିତ ଜୀବନଶୈଳୀ, ଉଦ୍ୟୋଗୀକରଣ, ପ୍ରଦୂଷଣର କାରଣ ପାଇଁ ଖୁବ୍‌ ଦ୍ରୁତଗତିରେ ବଂଶ ବିସ୍ତାର କରିଥାଏ । କର୍କଟ ରୋଗଠାରୁ ଦୂରେଇ ରହିବା ପାଇଁ ଅନେକ ଉପାୟ ରହିଛି ।

ଡେରିରେ ଶୋଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟର କି କ୍ଷତି ହେଇଥାଏ

ପାଠକବନ୍ଧୁ ! ଆଜିକାର ବ୍ୟସ୍ତବହୁଳ ଜୀବନରେ ବିଳମ୍ୱିତ ରାତିରେ ଶୋଇବା ଅନେକଙ୍କର ଅଭ୍ୟାସ ହୋଇଗଲାଣି । କିନ୍ତୁ ରିସର୍ଚ୍ଚ କହେ ରାତିରେ ୭ରୁ ୮ଘଣ୍ଟା ଶୋଇବା ସ୍ୱାସ୍ଥ୍ୟପାଇଁ ଭଲ ହୋଇଥାଏ । କିନ୍ତୁ, ଅନେକ ଲୋକଙ୍କୁ ରାତିରେ ଠିକ୍‌ ଭାବେ ନିଦ

ମଦ୍ୟପାନର କୁପରିଣତି

ପାଠକବନ୍ଧୁ ! ମଦ୍ୟପାନର ସାମାଜିକ ମର୍ଯ୍ୟାଦା କିଛି ନଥାଏ । ଏହା ଏକ କଳୁଷିତ ଉତ୍ସାହ । କ୍ରମେ ଏହି ମଦ ଅଭ୍ୟାସ ନିତିଦିନିଆ ଅଭ୍ୟାସରେ ପରିଣତ ହେଇଥାଏ । ଏହି ମଦ ଅଭ୍ୟାସ କାଳକ୍ରମେ ପିତାମାତାଙ୍କ ଗୁଣସୂତ୍ର ବା ଜିନ୍‌ରେ

ଆଜ୍‌ମା ରୋଗରୁ ରକ୍ଷା କରିବ ସଜନା ଛୁଇଁ

ପାଠକବନ୍ଧୁ ! ଆପଣମାନେ ଆଜ୍‌ମା ରୋଗରେ ପୀଡ଼ିତ କି ? ଯଦି ହଁ, ତେବେ ଯଥାଶୀଘ୍ର ଆପଣ ସଜନା ଛୁଇଁ ଖାଇବା ଆରମ୍ଭ କରିଦିଅନ୍ତୁ । ଠିକ୍‌ ଜାଣିଲେ ପାଠକବନ୍ଧୁ; ସଜନା ଛୁଇଁ ଖାଇବା ଦ୍ୱାରା କିପରି ଭାବେ ଆପଣ ଆଜ୍‌ମାରୁ

ବିଜୁ ବାବୁଙ୍କ ଜୟନ୍ତୀ ପାଇଁ ହେବ ବଡ ଆୟୋଜନ

ଆସନ୍ତା ମାର୍ଚ୍ଚ 5ରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯିବ। 7ଦିନ ବ୍ୟାପୀ ଏହା ସମସ୍ତ ବ୍ଲକ ଓ ନିର୍ବାଚନ ମଣ୍ଡଳୀରେ ପାଳନ କରାଯିବ । ପ୍ରଥମ ଦିନ ବିଜୁ ବାବୁଙ୍କ ଜନ୍ମସ୍ଥାନ କଟକ ବାଲିଯାତ୍ରା ପଡିଆରେ

ଶାକାହାରୀ ଭୋଜନ କରନ୍ତୁ, ଠାରୁ ଦୂରେଇ ରୁହନ୍ତୁ

ପରିସ୍ରା ସଂକ୍ରମଣ ବା ୟୁରିନାରୀ ଟ୍ରାକ ଇନଫେକ୍ସନ ପ୍ରକୃତରେ ଏକ ବ୍ୟାକ୍ଟେରିଆ ସଂକ୍ରମଣ ଜନିତ ରୋଗ । ମହିଳା ମାନଙ୍କ ଠାରେ ଏହି ସମସ୍ୟା ପୁରୁଷ ମାନଙ୍କ ତୁଳନାରେ ଅଧିକ ହୋଇଥାଏ । ଏହି ସମସ୍ୟାକୁ ଜମା ବି ହେୟ ଜ୍ଞାନ

କୋବି ଷ୍ଟିକ

ଆବଶ୍ୟକୀୟ ସାମଗ୍ରୀ ଏକ ବଡ଼ କୋବି ଲେମ୍ବୁ ପିଆଜ ୨ଟି ଟମାଟୋ ୧ଟି କ୍ଷୀର ୧ କପ ସିଝା ମକା ୪ ଚାମଚ କଞ୍ଚାଲଙ୍କା ତେଲ ଓ ଆବଶ୍ୟକ ଅନୁସାରେ ଲୁଣ ପ୍ରସ୍ତୁତି ପ୍ରଣାଳୀ ଫ୍ରାଏଡ କୋବି ଷ୍ଟିକ ପ୍ରସ୍ତୁତ କରିବା

ଖଣି ନିଲାମ: JSWକୁ ଦୁଇଟି, ଆର୍ସେଲରକୁ ମିଳିଲା ଗୋଟିଏ ଖଣି

 ତିନୋଟି ବଡ ଖଣିର ନିଲାମ ଶେଷ ହୋଇଛି। ନୂଆଗାଁ, ନାରାୟଣ ପୋଷୀ ଓ ଠାକୁରାଣୀ ମାଇନ୍ସ ନିଲାମ ଶେଷ ହୋଇଛି। ସଜ୍ଜନ ଜିନ୍ଦଲ ଗ୍ରୁପର ଜେଏସଡବ୍ଲୁ ନୂଆଗାଁ ଓ ନାରାୟଣପୋଷୀ ଲୁହାପଥର ଖଣି ହାତେଇଛି । ପ୍ରମୁଖ କମ୍ପାନୀଙ୍କୁ ପଛରେ ପକାଇ

ଆଜି କଡ଼କଡ଼ଡୁମାରୁ ପ୍ରଥମ ରାଲି ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନ ଅବସରରେ ସୋମାବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ଦିଲ୍ଲୀର କଡ଼କଡ଼ଡୁମାରୁ ପ୍ରଥମ ରାଲିରେ ଉଦ୍‌ବୋଧନ ଦେବେ। ଅପରାହ୍ନଣ ପ୍ରାୟ ୨ଟା ବେଳେ କଡ଼କଡ଼ଡୁମାର ସିବିଡି ମୈଦାନରେ ଏହି ରାଲି ଆୟୋଜନ କରାଯିବ। ଏଥିଲାଗି

ଫେବୃୟାରୀ 6 ରୁ ଉପଲବ୍ଧ ହେବ ମାଟ୍ରିକ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ

ଫେବୃୟାରୀ 6 ରୁ ଉପଲବ୍ଧ ହେବ ମାଟ୍ରିକ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ। ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ଏହି ଆଡମିଟ୍ କାର୍ଡ www.bseodisha.ac.in ରେ ଉପଲବ୍ଧ ହେବ । ଏହି ୱେବସାଇଟରୁ ନିଜ ନିଜ ଲଗଇନ ଓ ପାସୱାର୍ଡ ବ୍ୟବହାର

ମା’ଙ୍କୁ ମନେପକାଇଲେ ଅର୍ଜୁନ

ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ମା’ ମୋନା କପୁରଙ୍କ ନିଧନ ହୋଇସାରିଛି। ଆଜି ହେଉଛି ମୋନାଙ୍କର ଜନ୍ମଦିନ। ତେଣୁ ମା’ଙ୍କୁ ମନେ ପକାଇ ଅର୍ଜୁନ ସୋଶାଲ ମିଡିଆରେ ଏକ ଭାବବିହ୍ୱଳ ଭରା ପୋଷ୍ଟ କରିଛନ୍ତି। ପୋଷ୍ଟରେ ଅର୍ଜୁନ ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା