Date: February 4, 2020

Total 15 Posts

ପ୍ରତି 6 ବର୍ଷରେ କିରାଣି ହେବେ ବଦଳି- ସମୀର ଦାସ

 ଏଣିକି ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ 6 ବର୍ଷରୁ ଅଧିକ ସମୟ କାର୍ଯ୍ୟରତ କିରାଣିଙ୍କୁ ଅନ୍ୟତ୍ର ବଦଳି କରାଯିବ ।  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା କହିଛନ୍ତି । ଏନେଇ

ରେସ୍ତୋରାଂ କର୍ମଚାରୀଙ୍କୁ ଛୁରୀ ଦେଖାଇ ଧମକାଇଲେ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା

 ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର  ଜଣାଶୁଣା ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ଏକ ଭିଡିଓ ଭାଇରାଲ ହୋଇଛି।  ଏକ ରେସ୍ତୋରାଂକୁ ଯାଇ ଖାଇବା ମାଗିଥିଲେ। ଖାଦ୍ୟ ସରିଯାଇଥିବା ରେସ୍ତୋରାଂ କର୍ମଚାରୀ କହିବାରୁ ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ। ପୁଣି ଛୁରିଦେଖାଇ ଭଯଭିତ କରିଥିଲେ।  ତାଙ୍କର

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ପ୍ରସ୍ତୁତ ହେଉଥିବା ତରକାରୀରେ ଖସିପଡ଼ି ପ୍ରାଣ ହରାଇଲା ତିନି ବର୍ଷର ଛାତ୍ରୀ

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ପ୍ରସ୍ତୁତ ହେଉଥିବା ତରକାରୀରେ ଜଣେ ତିନି ବର୍ଷର ଛାତ୍ରୀ ପଡ଼ିବା ଫଳରେ ତା’ର ମୃତ୍ୟୁ ହେବା ଘଟଣା ସାରା ଦେଶରେ ଆଲୋଡ଼ନ ଖେଳାଇ ଦେଇଛି। ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାର ଲାଲଗଞ୍ଜ ଥାନା ଅନ୍ତର୍ଗତ ରାମପୁର

ଦିନରେ ସିଲ୍‌ ହେଲା କଲ୍ୟାଣ ମଣ୍ଡପ, ରାତିରେ ଜମିଲା ଭୋଜି

ରାଜଧାନୀରେ ଗତକାଲିଠୁ ବେଆଇନ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ ଆରମ୍ଭ ହୋଇଛି।  ଗତକାଲି ବିଏମ୍‌ସି ଓ ବିଡିଏ ପକ୍ଷରୁ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱରର ପ୍ରାୟ ୧୦ଟି କଲ୍ୟାଣ ମଣ୍ଡପ, ହୋଟେଲ୍ ଓ କମ୍ୟୁନିଟି ସେଣ୍ଟର୍ ସିଲ୍ କରାଯାଇଥିଲା। ବିଏମ୍‌ସି ଜନତା

ପତଳା ହେବାକୁ ଚାହୁଁଥିଲେ ୮ଟି କ୍ଷତି ଉପରେ ନଜର ପକାନ୍ତୁ

ମୋଟାପଣକୁ କମ୍‌ କରିବା ନିମନ୍ତେ ଯଦି ଆପଣ ପତଳା ହେବାକୁ ବା ସ୍ଲିମ୍‌ ହେବାକୁ ଇଚ୍ଛା କରୁଥାନ୍ତି ତାହାଲେ ଆପଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ଆଜ୍ଞା ହଁ । ମୋଟାପଣ ଭଳି ପତଳା ଶରୀର ବା ସ୍ଲିମ ଶରୀର ପାଇଁ

ବ୍ରେକଫାଷ୍ଟ ବା ସକାଳ ଜଳଖିଆ ନକଲେ ଏହି ୫ଟି କ୍ଷତି ହୋଇପାରେ

ଦୈନିକ ବ୍ରେକଫାଷ୍ଟ ବା ସକାଳ ଜଳଖିଆ ସଠିକ୍‌ ସମୟରେ କରିବା ଏକ ଭଲ ଅଭ୍ୟାସ । ଏହା ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଅତି ମହତ୍ତ୍ୱପୂର୍ଣ୍ଣ । ଅପରପକ୍ଷେ ସକାଳ ଜଳଖିଆକୁ ଗୁରୁତ୍ୱ ଦେଉନଥିବା ବ୍ୟକ୍ତିବିଶେଷମାନେ ବିଭିନ୍ନ ଶାରୀରିକ କଷ୍ଟମାନ ପାଇଥାନ୍ତି । ତନ୍ମଧ୍ୟରୁ

ଦୁଗ୍ଧ ସହିତ ମହୁର ବ୍ୟବହାର କରି ୫ଟି ରୋଗରୁ ମୁକ୍ତି ପାଆନ୍ତୁ

ପାଠକବନ୍ଧୁ ! ଆପଣମାନେ ଜାଣନ୍ତି ଦୁଗ୍ଧ ପିଇବା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ । କିନ୍ତୁ, ଦୁଗ୍ଧ ସହିତ ମହୁର ମିଶ୍ରଣରେ ଦୁଗ୍ଧର ଶକ୍ତି ଯେ ବହୁ ଗୁଣା ଅଧିକ ହୋଇଥାଏ ଏହା ବହୁତ କମ୍‌ ଲୋକ ଜାଣିଥିବେ । ହଁ ଆଜ୍ଞା;

ସିଟି ହସ୍ପିଟାଲ ଦାବି ନେଇ ଆଜି ପୁଣି ବରଗଡ଼ ବନ୍ଦ

ବରଗଡ଼ରେ ସିଟି ହସ୍ପିଟାଲ ଦାବି ନେଇ ସହରବାସୀ ଆନ୍ଦୋଳନ ଆଜି  ଦ୍ୱିତୀୟ ଦିନରେ ପହଞ୍ଚିଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଥିବା ବେଳେ ସହରର ସମସ୍ତ ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ରାସ୍ତା

ଏସସିବି ଚାରିକଡୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

କଟକ ଏସିବି ମେଡିକାଲର ସମ୍ପ୍ରସାରଣ ପାଇଁ ଆଜିଠୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବଡ଼ ମେଡିକାଲ ପାଖ ଯୋବ୍ରା ମାଛ ମାର୍କେଟ ଅଞ୍ଚଳରେ ଉଚ୍ଛେଦ କରାଯାଉଛି। ଯୋବ୍ରା ବ୍ୟାରେଜଠାରୁ ମାଲଗୋଦାମ ଥାନା ଓ ଫରେଷ୍ଟ ଅଫିସ ଲେନର ଉଭୟ

ସୁସ୍ଥ ରହିବା ନିମନ୍ତେ ୧୦ଟି ଭଲ ଅଭ୍ୟାସ

ସ୍ୱାସ୍ଥ୍ୟ ହିଁ ସମ୍ପଦ । ମନୁଷ୍ୟ ନିଜର ଶରୀରକୁ ସୁସ୍ଥ ନରଖିଲେ କୌଣସି କାର୍ଯ୍ୟ ସଠିକ୍‌ ଭାବରେ ସମ୍ପାଦନ କରିପାରିବ ନାହିଁ । ଏଣୁ, ସୁନ୍ଦର ସ୍ୱାସ୍ଥ୍ୟସମ୍ପନ୍ନ ମନୁଷ୍ୟର ସାମଜିକ, ପାରିବାରିକ ତଥା ବ୍ୟକ୍ତିଗତ ଜୀବନଚର୍ଯ୍ୟାମାନ ଅତି ସୁରୁଖୁରୁରେ ସମ୍ପାଦିତ ହୁଏ

ଆଜି ପୁରୀ-କୋଣାର୍କକୁ ଗଡିବନି ଗାଡି

ଆଜି  ପୁରୀ-କୋଣାର୍କ, ପୁରୀ- ଭୁବନେଶ୍ୱର, ପୁରୀ-ସାତପଡା ଓ ଅନ୍ୟ ରୁଟକୁ ପୁରୀରୁ ସମସ୍ତ ବସ ଚଳାଚଳ ବନ୍ଦ କରାଯାଇଛି । ପୁରୀକୁ ପ୍ରତିଦିନ ଚଳାଚଳ କରୁଥିବା ପ୍ରାୟ ୨ଶହ ବସ ଓ ଏଥିରେ କାମ କରୁଥିବା ୮ଶହ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିବାରୁ