Date: February 5, 2020

Total 10 Posts

ସପ୍ତାହକ ଭିତରେ ନିର୍ଭୟା ଦୋଷୀଙ୍କ ଆଇନଗତ ପ୍ରକ୍ରିୟା ଶେଷ କରିବାକୁ କହିଲେ ଦିଲ୍ଲୀ ହାଇକୋର୍ଟ

ଆଇନର ଗଳା ବାଟଦେଇ ଫାଶୀ ଘୁଞ୍ଚାଇ ଚାଲିଥିବା ନିର୍ଭୟା ଦୋଷୀଙ୍କୁ   ଅଲଗା ଅଲଗା ଫାଶୀ ଦେବା ପାଇଁ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ

ଚୀନରୁ ଫେରିଥିବା ଓଡିଆ ଝିଅ କରୋନା ବିଷୟରେ ଏପରି କହିଲେ

ଚୀନରେ ଭୟଙ୍କର କରୋନା ଭୂତାଣୁ ଯୋଗୁଁ ଚୀନ ଛଡୁଛନ୍ତି ବିଭିନ୍ନ ଦେଶର ଲୋକେ। ଏହି ପରିପ୍ରେକ୍ଷୀରରେ ଚୀନରୁ ଫେରିଥିବା ଓଡିଆ ଝିଅ  କରୋନା ଭୂତାଣୁର ଭୟାବହତା ବିଷରେ କହିଛନ୍ତି। ୟୁନାନର ଡାଲି ବିଶ୍ୱବିଦ୍ୟାଳୟରେ ଏମବିବିଏସ ପଢୁଥିବା ଓଡିଆ ଛାତ୍ରୀ ଲିପ୍ସା ବିକ୍ସିଙ୍କୁ

ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ସୋର କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ କନିଷ୍ଠ ଯନ୍ତ୍ରୀ । ବିଲ କରାଇବାକୁ ୨ଲକ୍ଷ ଟଙ୍କା ଲାଞ୍ଚ ନେଇ ଜଣେ କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ରାସ୍ତା ଓ ଗୃହ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ

ବସଷ୍ଟାଣ୍ଡରେ ହେବ ସପିଂ ମଲ୍- ପ୍ରତାପ ଜେନା

ରାଜ୍ୟର ସବୁ ବସଷ୍ଟାଣ୍ଡଗୁଡ଼ିକର ହେବ ଉନ୍ନତୀକରଣ। ପ୍ରମୁଖ ବସଷ୍ଟାଣ୍ଡଗୁଡ଼ିକୁ ବିମାନ ବନ୍ଦର ଭଳି ଉନ୍ନତମାନର କରାଯିବ। ପ୍ରମୁଖ ବସଷ୍ଟାଣ୍ଡରେ ସପିଂ ମଲ୍ ଓ ମଲଟି ଫ୍ଲେକ୍ସ ମଧ୍ୟ ରହିବ ବୋଲି ଆଜି ଉନ୍ନତୀକରଣ ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା

ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲା କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

ଅଯୋଧ୍ୟାରେ ରାମ ମନ୍ଦିର ଟ୍ରଷ୍ଟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏନେଇ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜମି ଓ ଟ୍ରଷ୍ଟ ଉପରେ ଲୋକସଭାରେ ଆଜି

ମୃତ୍ୟୁ ସହ ସଂଗ୍ରାମ କରୁଛି ପ୍ରିୟଙ୍କାଙ୍କ ଝିଅ, ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର

ଏକ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲାର ପ୍ରିୟଙ୍କାରାଣୀ ପାତ୍ରଙ୍କ ସିନା ମୃତ୍ୟୁ ଘଟିଲା ହେଲେ ସେ ଦୁଇଟି ନୂଆ ଜୀବନ ଦେଇଗଲେ । ତାଙ୍କ ଅଙ୍ଗଦାନ ଯୋଗୁଁ ଦୁଇ ଜଣଙ୍କ ଜୀବନ ବଞ୍ଚି ଯାଇଛି। ପ୍ରଥମଥର ଲାଗି ରାଜ୍ୟରେ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ ସଫଳ

ବିଳମ୍ବିତ ରାତିରେ କଲେଜ ଛାତ୍ରଙ୍କୁ ଗୁଳିମାଡ

ଗତଲାକି ବିଳମ୍ବିତ ରାତିରେ ପୁରୀ ଦତ୍ତତୋଟାରେ ମଙ୍ଗଳବାର ଜଣେ କଲେଜ ଛାତ୍ରଙ୍କୁ ଗୁଳିମାଡ ହୋଇଛି। ଏହି ଘଟଣାକୁ ନେଇ ପୁରୀ ସହରରେ ଛାତ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଅପରାଧୀଙ୍କୁ ଗିରଫ ଦାବିରେ ଶତାଧିକ ଛାତ୍ର କଲେଜ ସମ୍ମୁଖ ମେଡ଼ିକାଲ ରୋଡ୍‌ରେ ଟାୟାର

ଭାରତ- ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ, 348 ରନର ଟାର୍ଗେଟ ଦେଲା ଭାରତ

ହାମିଲଟନରେ  ଭାରତ ନ୍ୟୁଜିଲାଣ୍ଡ  ମଧ୍ୟରେ ଚାଲିଥିବା ପ୍ରଥମ ଦିନିକିଆରେ ଭାରତ 50 ଓଭରରେ 347ରନ କରି 348ର ଟାର୍ଗେଟ ଦେଇଛି। ଭାରତ ପକ୍ଷରୁ ସ୍ରେୟସ ସର୍ବାଧିକ 103ରନ କରିଥିବା ବେଳେ କେଏଲ ରାହୁଲ 88 ରନ କରିଛନ୍ତି। ବିରାଟ କୋହଲି 51

ଆଜି ପଶ୍ଚିମ ଓଡିଶାରେ ଚକ ଅଖ ବନ୍ଦ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ପଶ୍ଚିମ ଓଡ଼ିଶାରେ 12 ଘଣ୍ଟିଆ ବନ୍ଦ ପାଳନ ଆରମ୍ଭ ହୋଇଯାଇଛି । ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏଶନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ତେଣୁ ସମ୍ବଲପୁର,

ଆହୁରି 24 ଘଣ୍ଟା ବର୍ଷିବ

ଆଭ୍ୟନ୍ତରିଣ ଓଡିଶାରେ ବର୍ଶା ଜାରି ରହିଛି।  ଆହୁରି 24 ଘଣ୍ଟା ବର୍ଷା ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତ 24 ଘଣ୍ଟାରେ ତାଳଚେରରେ ସର୍ବାଧିକ 13 କିମି ବର୍ଷା ରେକର୍ଡ଼ କରାଯାଇଛି । ଗତକାଲି