latest

Date: February 6, 2020

Total 17 Posts

ଯୁବପିଢି ପିଟିବା ଆଗରୁ ସୂର୍ଯ୍ୟନମସ୍କାର କରି ପିଠି ଟାଣ କରିନେବି- ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ପଢ଼ିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ‘ଯୁବପିଢ଼ି ମୋଦୀଙ୍କୁ ଠେଙ୍ଗାରେ ପିଟିବେ’ ବୋଲି ରାହୁଲଙ୍କ ଏକ ମନ୍ତବ୍ୟର ଉତ୍ତର ଦେବାକୁ ଯାଇ ମୋଦୀ କହିଛନ୍ତି,

କାଉ ଖାଇଲା ପଣସ, ବଗ ମୁଣ୍ଡରେ ଅଠା- ବିଜେପି

ଓଡିଶାର ଘରୋଇ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଟାରିଫ୍ ବଢିବା ନେଇ ଓଇଆରସିରେ ଚାଲୁଥିବା ଶୁଣାଣି ତଥା ବିଭିନ୍ନ ବିଜୁଳି ବିତରକ କମ୍ପାନୀ ମାନେ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ କାଟିବା ଘଟଣାରେ ଦୃଢ ପ୍ରତିବାଦ କରିଛି ବିଜେପି । ରାଜ୍ୟ ସରକାର ବିଜୁଳି

ଭୋଟ ପାଇଁ ଆପ୍ କାର୍ଯ୍ୟାଳୟରେ ପହଞ୍ଚିଲେ ବିଜେପି ନେତା

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଚାର ଶେଷ ହେଉଛି। ଭୋଟରଙ୍କ ମନ ଜିଣିବା ପାଇଁ ଘର ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ। ଏସବୁ ଭିତରେ ଦିଲ୍ଲୀର ତିଳକନଗରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏଠାରେ ନିର୍ବାଚନ ଲଢୁଥିବା

ଛଅ ମାସର ଶିଶୁପୁତ୍ର ପେଟରେ ତିନି ମାସର ଭୃଣ

ଦୁନିଆରେ ଏବେ ଅଜିବ ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି। ତେବେ ବିହାରରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ତାହା ସାମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଣେ ଛଅ ମାସର ଶିଶୁ ପେଟରୁ  ତିନି ମାସର ଭ୍ରୂଣ ବାହାରିଛି। ବିହାର ପାଟନା ମେଡିକାଲ

ଟିଟିଲାଗଡ଼ରେ ନୂତନ ବ୍ୟାଙ୍କ କୋଠାର ଭିତ୍ତିପ୍ରସ୍ତର

ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଏବଂ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଦ୍ବାରା ଗୁରୁବାର ଟିଟିଲାଗଡ଼ ସହରରେ ନୂତନ ବ୍ୟାଙ୍କ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।

ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଓଡିଶାର ରେଳ ଭିତିଭୂମିର ବିକାଶ ପାଇଁ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୪ ହଜାର ୩୭୩ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ

ବାର୍ଷିକ ବଜେଟରେ ଓଡିଶା ରେଳ ପ୍ରକଳ୍ପ କୁ ମିିଳିଲା ୪୩୭୩ କୋଟି, କମିଲା ୧୬୨୦ କୋଟି

୨୦୨୦-୨୧ ଆର୍ଥିକ ବର୍ଷ ବଜେଟ୍ ରେ ଓଡ଼ିଶାର ରେଳ ପ୍ରକଳ୍ପ ପାଇଁ ବ୍ୟୟ ଅଟକଳର ହିସାବ ଆସିଛି । ଓଡ଼ିଶା ଭାଗରେ ପଡ଼ିଛି ୪,୩୭୩ କୋଟି ଟଙ୍କା । ଗତ ବଜେଟ୍ ରେ ପୂର୍ବତଟ ରେଳପଥର ପ୍ରକଳ୍ପ ପାଇଁ ରେକର୍ଡ ୫,୯୯୩ କୋଟି ଟଙ୍କା ମିଳିଥିଲା ।

ଦୁଗ୍ଧ ବ୍ୟତିତ ଏମିତି କିଛି ଖାଦ୍ୟ ଯାହା କ୍ୟାଲସିୟମର ଅଭାବ ଦୂର କରେ

ଦୁର୍ବଳ ହାଡ଼ ବା ହାଡ଼ ସମ୍ୱନ୍ଧୀୟ ରୋଗ ବର୍ତ୍ତମାନ ଏକ ପ୍ରମୁଖ ସ୍ୱାସ୍ଥ୍ୟଗତ ସମସ୍ୟା ପାଲଟିଛି । ଏଥିରୁ ବର୍ତ୍ତିବା ନିମନ୍ତେ ମୁଖ୍ୟ କାରଣଟିକୁ ଜାଣି ଏ ଦିଗରେ ପଦକ୍ଷେପ ନେବାକୁ ପଡ଼ିବ । ଶରୀରରେ ହାଡ଼ ଦୁର୍ବଳ ହେବାର ଏକ

ଜଲ୍‌ଦି ଜଲ୍‌ଦି ଖାଦ୍ୟ ଖାଇବା ଦ୍ୱାରା ଓଜନ ବଢ଼େ

ଯଦି ଆପଣ ଅନ୍ୟମାନଙ୍କ ଭଳି ଖାଦ୍ୟକୁ ନଚୋବେଇ ଜଲ୍‌ଦି ଖାଇଦେଉଛନ୍ତି, ତେବେ ଏହି ଅଭ୍ୟାସକୁ ଆଜି ହିଁ ପରିବର୍ତ୍ତନ କରନ୍ତୁ । ଜଲ୍‌ଦି ଜଲ୍‌ଦି ଖାଇବା ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ ହାନିକାରକ ଏବଂ ଏହାଦ୍ୱାରା ବିଭିନ୍ନ ରୋଗର ଆଶଙ୍କା ଥାଏ । ଜଲ୍‌ଦି

ଶୀତଋତୁରେ ନଡ଼ିଆ ତେଳର ବ୍ୟବହାର ଦ୍ୱାରା ହେଉଥିବା ୫ଟି ବଢ଼ିଆ ଶାରୀରିକ ଉପକାର

ନଡ଼ିଆତେଲକୁ କେଶରେ ଲଗାଇଲେ ଏହାର ଉପକାର ବିଷୟରେ ଆପଣ ଅଳ୍ପବହୁତ ଜାଣିଥିବେ, କିନ୍ତୁ ଜାଣିଛନ୍ତି କି ଏହି ନଡ଼ିଆତେଲକୁ ଆପଣ ମଇଶ୍ଚରାଇଜର, ବଡି କ୍ରିମ୍‌ ଏବଂ ବଡି ଲୋସନଗୁଡ଼ିକର ବିକଳ୍ପ ଭାବେ ମଧ୍ୟ ବ୍ୟବହାର କରିପାରିବେ । ଯଦି ଆପଣ ଚର୍ମର

ଉତ୍ତମ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ନିମନ୍ତେ ଶୀତରେ ତୁଳସୀ ଓ କେସର ବ୍ୟବହାର କରନ୍ତୁ

ଶୀତଋତୁରେ ଆମକୁ ଶରୀରର ସ୍ୱାସ୍ଥ୍ୟ ସହିତ ଚର୍ମ ପ୍ରତି ମଧ୍ୟ ବିଶେଷ ଯତ୍ନ ନେବାକୁ ପଡ଼ିଥାଏ । ଏଥିନିମନ୍ତେ ଏମିତି ଦ୍ରବ୍ୟଗୁଡ଼ିକୁ ଚୟନ କରିବା ଦରକାର ଯାହା ସବୁବେଳେ ସ୍ୱାସ୍ଥ୍ୟପାଇଁ ଲାଭକାରୀ ହେବା ସହିତ ପ୍ରାକୃତିକ ହୋଇଥିବ । ତୁଳସୀ ଏବଂ