Date: February 7, 2020

Total 25 Posts

କରୋନା ଭାଇରସ୍‌: ସ୍କୁଲ ପିଲାଙ୍କୁ ପରାମର୍ଶ କାଶ-ଛିଙ୍କ ବେଳେ ରୁମାଲ ବ୍ୟବହାର କର

କରୋନାର ମୁକାବିଲା ପାଇଁ ସ୍କୁଲ ଗୁଡ଼ିକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟର ସବୁ ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଅବଗତ କରାଯାଇଛି । ସ୍କୁଲରେ ପିଲାମାନେ ସାନିଟାଇଜରରେ

ସଞ୍ଜୀବ ପାଣିଗ୍ରାହୀ ଓଡ଼ିଶା ହାଇକୋର୍ଟ ବିଚାରପତି

ସୁପ୍ରମିକୋର୍ଟର ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶୁକ୍ରବାର ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଜଜ୍‌ ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁପ୍ରମିକୋର୍ଟରେ ଓଡ଼ିଶା

୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା : ମନ୍ତ୍ରୀ

ଆସନ୍ତା ୨୦୨୩ ସେପ୍ଟେମ୍ୱର ମାସ ସୁଦ୍ଧା ତାଳଚେର ସାର କାରଖାନା (ତାଳଚେର ଫର୍ଟିଲାଇଜର୍ସ ଲିଃଟିଏଫଏଲ) କାର୍ଯ୍ୟକ୍ଷମ ହେବ। ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା। ଏ ସଂକ୍ରାନ୍ତରେ ପଚରାଯାଇଥିବା

ସମୁଦ୍ରରୁ ଉଦ୍ଧାର ହେଲେ ୨ ଦମ୍ପତି

ପୁରୀ, (ମୋ ଓଡ଼ିଶା): ସମୁଦ୍ର ସ୍ନାନର ମଜା ନେଉଥିବା ସମୟରେ ଏକ ଉଚ୍ଚ ଜୁଆର ପଶ୍ଚିମବଙ୍ଗର ଦୁଇ ଦମ୍ପତିଙ୍କୁ ସମୁଦ୍ର ଭିତରକୁ ଟାଣି ନେଇଥିଲା । ବୁଡ଼ିଯାଉଥିବା ସମୟରେ ଦମ୍ପତିମାନଙ୍କର ଚିତ୍କାର ଶୁଣି ଏହି ସମୟରେ ଏଠାରେ ପୂର୍ବରୁ ମୁତୟନ ଥିବା

ବଜେଟ ବୁକଲେଟର କଭର ପେଜରେ ଗାନ୍ଧୀଙ୍କ ହତ୍ୟାର ଫଟୋ ଛାପିଲା କେରଳ

ଆଜି କେରଳ ସରକାର ବଜେଟ ଉପସ୍ଥାପନ କରିଛି। ବଜେଟ ବୁକଲେଟର କଭର ପେଜରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟା ବେଳର ଏକ ସ୍କେଚ ଛାପିଛନ୍ତି କେରଳ ସରକାର। କେରଳ ଅର୍ଥମନ୍ତ୍ରୀ ଥମାସ ଆଇଜାକ କହିଛନ୍ତି, ‘ମୋର ବଜେଟ ଉପସ୍ଥାପନ କାଗଜର

କୋକଝରାରରେ ମୋଦୀଙ୍କ ସମ୍ବୋଧନ, ମୋ ଉପରେ ଅଛି ମାଆ ଓ ଭଉଣୀଙ୍କ ରକ୍ଷା କବଚ, କେହି ଲାଠିମାଡ଼ କରିପାରିବେ ନାହିଁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଏକ ଜନସଭାରେ ସମ୍ବୋଧିତ କରିଛନ୍ତି। ସେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ମୋଦୀ କହିଛନ୍ତି ଯେ, କିଛି ନେତା ତାଙ୍କୁ ଲାଠି ମାଡ଼

ଭୂମିକାଙ୍କ ହାତ ଧରିଲେ ଅମ୍ଳାନ

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନାୟକ ଅମ୍ଳାନ ଦାସ ଆଜି ଜୀବନ ଦ୍ୱିତୀୟ ଇଂନିସ ଖେଳିଛନ୍ତି। ଆଜି ସେ କଟକର ସିଡିଏ ସେକ୍ଟର ୮ରେ ଥିବା ତାଙ୍କର ବାସଭବନରେ ଭୂମିକାଙ୍କୁ ବିହାହ କରିଛନ୍ତି। ଏହି ବିବାହ ଉତ୍ସବରେ ଅମ୍ଳାନଙ୍କ ପିତା ମିହିର

ମାଲକାନଗିରିରେ ପୁଲିସକୁ ବଡ ସଫଳତା, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରିରେ ମାଓବାଦୀଙ୍କ ବିରୋଧରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ଅପରେସନରେ ମାଓବାଦୀଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତହୋଇଥିବା ନେଇ ସୂଚନା ଦେଇଛନ୍ତି ପୁଲିସ୍ ଡିଜି ଅଭୟ ।  ମାଓବାଦୀମାନେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଲୁଚାଇଥବା ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଓଡ଼ିଶା

ଭାବାତ୍ମକ ଭାବରେ କାଶ୍ମୀର ଆମର ନୁହେଁ- ଅଧୀର ରଞ୍ଜନ

ସର୍ବଦା ବିବାଦୀୟ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପୁଣି ଥରେ ଏକ ପ୍ରତିକ୍ରିୟା ଦେଇ ବିବାଦ ଘେରକୁ ଆସିଛନ୍ତି। କାଶ୍ମୀର ଭୌଗୋଳିକ ଭାବରେ ଅଛି ଭାରତ ସହ ଅଛି କିନ୍ତୁ ଭାବନାତ୍ମକ ରୂପରେ ନୁହେଁ

ହୋଟେଲ୍‌ ପ୍ରୋରା : ଦୁନିଆର ସବୁଠାରୁ ବଡ଼ ହୋଟେଲ୍‌, ଯାହା ଥିଲା ହିଟ୍‌ଲରଙ୍କର ଡ୍ରିମ୍‌ ପ୍ରୋଜେକ୍ଟ

ବାଲ୍ଟିକ ସାଗରର ରୁଗେନ୍‌ ଦ୍ୱୀପରେ ବିଶ୍ୱର ସବୁଠାରୁ ବଡ଼ ହୋଟେଲ୍‌ ଅଛି, ଯାହାର ନାମ ହୋଟେଲ୍‌ ପ୍ରୋରା ଅଟେ । ଏହି ହୋଟେଲ୍‌ରେ ୧୦ହଜାର ବେଡରୁମ୍‌ ଅଛି ଏବଂ ସମସ୍ତ କକ୍ଷ ସମୁଦ୍ରମୁହାଁ ଅଟନ୍ତି । ପ୍ରାୟ ୮୦ ବର୍ଷ ପୂର୍ବରୁ

ଆଶ୍ଚର୍ଯ୍ୟ : ଗୋଟିଏ ଗଛରେ ୮ପ୍ରକାରର ଫଳ, ଜାଣନ୍ତୁ ରୋଚକ ତଥ୍ୟ

ଫ୍ରୁଟ୍‌ ସାଲାଡ୍‌ ଟ୍ରି । ନାମରୁ ହିଁ ସ୍ପଷ୍ଟଭାବେ ଏହାର ବୈଷମ୍ୟମାନ ବାରି ହେଉଛି । ଯେମିତିକି ବିନା ରନ୍ଧନରେ ପ୍ରସ୍ତୁତ ବ୍ୟଞ୍ଜନ ସଲାଦ ଭଳି ଖାଦ୍ୟରେ ଭିନ୍ନ ଭିନ୍ନ ପରିବା ଥାଏ, ଠିକ୍‌ ସେମିତି ଫ୍ରୁଟ୍‌ ସାଲାଡ୍‌ ଟ୍ରି ତଥା