Date: February 8, 2020

Total 27 Posts

ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଆସନ୍ତା ମାର୍ଚ୍ଚ ୫ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନୟନ୍ତୀରୁ ସପ୍ତାହ ବ୍ୟପୀ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବିଜୁ ଜନତା ଦଳ ନେଇଥିବା ନିଷ୍ପତ୍ତି ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଜି ବିଜୁ ଯୁବ ଜନତା ଦଳ ପକ୍ଷରୁ

ଦିଲ୍ଲୀରେ କେଜ୍ରିଙ୍କ କ୍ରେଜ, ପୁଣି ଗଢ଼ିବେ ସରକାର !

ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ୧୧ରେ ବାହାରିବା ପୂର୍ବରୁ ଆଜି ଏକଜିଟ ପୋଲ୍ ପ୍ରକାଶ ପାଇଛି। ତୃତୀୟ ଥର ପାଇଁ ଦିଲ୍ଲୀରେ କ୍ଷମତା ଆସନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ବସିବେ ବୋଲି ବିଭିନ୍ନ ସଂସ୍ଥା ଦ୍ୱାରା ହୋଇଥିବା ଏକଜିଟ ପୋଲରୁ ପୂର୍ବାନୁମାନ

ଭୋଟ ଦେଲେ ଦେଶର ପ୍ରଥମ ନାଗରିକ

ଦିଲ୍ଲୀ ବିଧାନସଭା ଜାରି ରହିଛି ମତଦାନ । ଏହି କ୍ରମରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ଦେଶର ପ୍ରଥମ ନାଗରିକ । ପତ୍ନୀ ସବିତା କୋବିନ୍ଦଙ୍କ ସହ ଆସି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଡ.ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ଭୋଟ ଦେଇଛନ୍ତି

ସ୍ତ୍ରୀ ତଣ୍ଟିକାଟି ନିଜ ଗୁପ୍ତାଙ୍ଗ କାଟିଲା ସ୍ୱାମୀ

 ଘରୋଇ କଳହକୁ କେନ୍ଦ୍ର କରି ସ୍ବାମୀ ସ୍ତ୍ରୀର ତଣ୍ଟି କାଟିବା ସହ ନିଜର ଗୁପ୍ତାଙ୍ଗ କାଟି ଦେଇଛି। ଦମ୍ପତି ଗୁରୁତର ହୋଇ ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଆହତ ମହିଳା ହେଲେ ଚନ୍ଦ୍ରମା ବେହେରା ଓ ତାଙ୍କ ସ୍ବାମୀ

କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଏସଆଇ ନିଲମ୍ବିତ

ଏକ ହତ୍ୟା ମାମଲାର ତଦନ୍ତରେ ଅବହେଳା ଯୋଗୁଁ ଶନିବାର ଅଇଁଠାପାଲି ଥାନାର ଏସଆଇ ଯୁଗଳ କିଶୋର ସାଙ୍କୁ ସମ୍ବଲପୁର ଏସପି ନିଲମ୍ବିତ କରିଛନ୍ତି। ସମ୍ବଲପୁର ବୁଢ଼ାରଜରେ ଜଣେ ବୟସ୍କା ମହିଳାଙ୍କୁ ତାଙ୍କ ଘରେ ଜଣେ ଭଡା ରହୁଥିବା ସୌରଭ ନାମକ ଜଣେ

ଆଗାମୀ 3 ବର୍ଷରେ ସମସ୍ତଙ୍କୁ ମିଳିବ ପକ୍କାଘର

ରାଜ୍ୟରେ ଗରିବଙ୍କ ପାଇଁ  ରାଜ୍ୟ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କରୁଛନ୍ତି। ଏବେ ସମସ୍ତଙ୍କୁ ପକ୍କାଘର ଯୋଗାଇଦେବେ ସରକାର। ରାଜ୍ୟରେ ଆଉ କଚ୍ଚାଘର ରହିବ ନାହିଁ। ସମସ୍ତଙ୍କୁ ପକ୍କାଘର ମିଳିବ। ଆଗାମୀ 3 ବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ମିଳିବ। ସେମାନଙ୍କୁ

ପାକିସ୍ତାନୀ କ୍ରିକେଟରଙ୍କୁ 17ମାସ ଜେଲ୍

ସ୍ପଟ୍‌ ଫିକ୍ସିଂ ଅଭିଯୋଗରେ ପୂର୍ବତନ ପାକିସ୍ତାନ ଖେଳାଳି ନାସିର ଜାମଶେଦଙ୍କୁ ଶୁକ୍ରବାର 17 ମାସ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। 30 ବର୍ଷୀୟ ଜାମଶେଦଙ୍କ ସହ ଅନ୍ୟ ଦୁଇ କ୍ରିକେଟର ୟୁସେଫ ଅନଓ୍ବାର  ଓ ମହମ୍ମଦ ଇଜାଜଙ୍କୁ ଗତ ଫେବୃୟାରୀରେ ନ୍ୟାଶନାଲ

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ 4ଦିନିଆ ଭାରତ ଗସ୍ତ

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ 4 ଦିବସୀୟ ଗସ୍ତରେ ଭାରତ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ଦ୍ଵିପାକ୍ଷିକ ବାର୍ତ୍ତା ଜାରି ରହିଛି। ଏହା ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ସେ ସାକ୍ଷାତ କରିଥିଲେ। ସୂଚନାନୁଯାୟୀ, ଶ୍ରୀଲଙ୍କାର

ଦୁଇ ଦିନିଆ କନ୍ଧମାଳ ଗସ୍ତରେ ରାଜ୍ୟପାଳ ଗଣେଶୀ ଲାଲ

ଦୁଇଦିନିଆ କନ୍ଧମାଳ ଗ୍ରସ୍ତରେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଫୁଲବାଣୀ ବିଭିନ୍ନ ଅନୁଷ୍ଠାନ ଗ୍ରସ୍ତ କରିବା କାର୍ଯ୍ୟକ୍ରମ ରହିଛି । ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କନ୍ଧମାଳ ଗ୍ରସ୍ତରେ ଯାଇ ଦିନ 3 ଟା ସମୟରେ ବ୍ରହ୍ମଲୀନ

ଯୁବ ମହୋତ୍ସବ ଉଦ୍‌ଘାଟିତ

ପୁରୀ, (ମୋ ଓଡ଼ିଶ): ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ପକ୍ଷରୁ ଅଖିଳ ଭାରତୀୟ ଯୁବ ମହୋତ୍ସବର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଅବସରରେ କ୍ରୀଡ଼ା ପ୍ରତିଯୋଗୀମାନଙ୍କ ପଦଯାତ୍ରା ଓ ମଶାଲ ଶୋଭାଯାତ୍ରା କରାଯାଇ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ୍‌ଘାଟନ କରାଯାଇଥିଲା

ବସ୍‌ଷ୍ଟାଣ୍ଡରୁ ଜବତ ହେଲା ଗଞ୍ଜେଇ

ପୁରୀ, (ମୋ ଓଡ଼ିଶା): ଆଧ୍ୟାତ୍ମିକ ସହର ଶ୍ରୀକ୍ଷେତ୍ରରେ ନିଶା କାରବାର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ସହରର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ବୁଦ୍ଧିଜୀବୀମାନେ ପୁଲିସକୁ ଦୋଷାରୋପ କରି ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାରମ୍ବାର ଦାବି କରି ଆସୁଥିଲେ