Date: February 9, 2020

Total 14 Posts

‘ଦେଶଦ୍ରୋହ ସନ୍ଦେହ’ ଅଭିଯୋଗରେ ଆଇପିଏସ ଅଫିସର ନିଲମ୍ୱିତ

ଆନ୍ଧ୍ରପ୍ରଦେଶ ସରକାର ଡିଜିପି ରାଙ୍କର ଆଇପିଏସ ଅଧିକାରୀ ଏବି ଭେଙ୍କେଟେଶ୍ୱର ରାଓଙ୍କୁ ‘ଦେଶଦ୍ରୋହ ସନ୍ଦେହ’ରେ ନିଲମ୍ୱନ କରିଛନ୍ତି। ଏବି ଭେଙ୍କେଟେଶ୍ୱର ରାଓ ରାଜ୍ୟର ଗୁଇନ୍ଦା ବିଭାଗର ପ୍ରମୁଖ ଥିଲେ। ଏହି ଆଇପିଏସ ଅଫିସର ଗୋପନୀୟ ତଥ୍ୟ ଲିକ୍ କରିଥିବା ସନ୍ଦେହ ପ୍ରକାଶ

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲା ବସ୍‌; ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ

ବସ୍‌ରେ ଲାଗିଲା ୧୧ କେଭି ବିଦ୍ୟୁତ୍‌ ତାର। ତେବେ ଅଳ୍ପକେ ବର୍ତ୍ତିଲେ ୭୦ରୁ ଅଧିକ ଯାତ୍ରୀ। ଏହି ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଗୋମଟି ଛକ ନିକଟରେ। ସୂଚନା ଅନୁଯାୟୀ, ଆଜି ସକାଳେ ଏକ ବସ୍‌ରେ ବାରିପଦାରୁ ଡଗରା ବେଳାଭୂମିକୁ

ବସ୍‌ରେ ଲାଗିଲା ବିଦ୍ୟୁତ୍‌ ତାର; ୪୦ ଯାତ୍ରୀ ଗୁରୁତର

ବ୍ରହ୍ମପୁର ସହର ସ୍ଥିତ ଗୋଳନ୍ଥରା ଥାନା ଅନ୍ତର୍ଗତ  ମେଲପତୁରୁ ନିକଟରେ ଏକ ଯାତ୍ରୀବାହୀ ବସ୍‌ରେ ୧୧ କେଭିର  ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ୪୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। କିଛି ଯାତ୍ରୀ ପୋଡ଼ି ଯାଇଛନ୍ତି ବୋଲି ସୂଚନା ଆସିଛି।

ବସ୍‌ରେ ନିଆଁ ଲାଗି ୮ ମୃତ

ନିର୍ବନ୍ଧ ପାଇଁ ଯାଉଥିବା ବେଳେ ଏକ ବସ୍‌ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲା। ଫଳରେ ଘଟଣା ସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ମର୍ମନ୍ତୁଦ ଘଟଣା ଗଞ୍ଜାମ ଜିଲ୍ଲା ଗୋଳନ୍ଥରା

ମାଘ ପୂର୍ଣ୍ଣିମା ଉପଲକ୍ଷେ ପ୍ରୟାଗରାଜରେ ବୁଡ଼ ପକାଇବେ ପ୍ରାୟ ୨୫ ଲକ୍ଷ ଭକ୍ତ

ମାଘ ପୂର୍ଣ୍ଣିମା ଉପଲକ୍ଷେ ରବିବାର ଦିନ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇବାକୁ ବାରାଣସୀସ୍ଥିତ ତ୍ରିବେଣୀ ସଙ୍ଗମରେ ଲକ୍ଷ ଲକ୍ଷ ଭକ୍ତ ଧାଡ଼ି ବାନ୍ଧିଛନ୍ତି। ଆଜିର ଦିନକୁ ‘ମାଘ ନକ୍ଷତ୍ର’ ମଧ୍ୟ କୁହାଯାଏ। ପ୍ରଶାସନ କହିବା ଅନୁସାରେ ପ୍ରାୟ ୨୫ ଲକ୍ଷ ଭକ୍ତ

ବିବାହ ବନ୍ଧନରେ ଆବଦ୍ଧ ହେଲେ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର୧୧ ଶହ ଯୋଡ଼ି

ଗୁଜୁରାଟର ଅହମଦାବାଦରେ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଏକ ଗଣବିବାହ ଆୟୋଜିତ ହୋଇଥିଲା ଏହି ଗଣବିବାହରେ ୧୧ ଶହ ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହୋଇ ନୂତନ ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିବା ଜଣାଯାଇଛି। ଏକ ଘରୋଇ ଟ୍ରଷ୍ଟ୍ ପକ୍ଷରୁ ଏହି

ବର୍ଷୀୟାନ୍‌ ଆର୍‌ଏସ୍‌ଏସ୍‌ ପ୍ରଚାରକ ପି ପରମେଶ୍ୱରନ୍‌ଙ୍କ ଦେହାନ୍ତ

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅନ୍ୟତମ ବରିଷ୍ଠ ପ୍ରଚାରକ ଏବଂ ତତ୍‌କାଳୀନ ଭାରତୀୟ ଜନସଂଘର ନେତା ପି ପରମେଶ୍ୱରନ୍‌ ରବିବାର ପ୍ରତ୍ୟୁଷରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିବା କଥା ସଂଘ ପରିବାର କହିଛି।କେରଳର ପଲକ୍କଡ଼

୫ ଜିଲ୍ଲାକୁ କୋଲ୍ଡ ୱେଭ୍ ୱାର୍ଣ୍ଣିଂ

ଗତ ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ମଧ୍ୟ କିଛି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ଆସନ୍ତାକାଲି ଠାରୁ ପାଗରେ ପରିବର୍ତ୍ତନ ହେବ। କିଛି ସ୍ଥାନରେ ତାପମାତ୍ରା କମିବା

ରାଉରକେଲା ଝିଅ ଦିଲ୍ଲୀରୁ ଉଦ୍ଧାର; ଦଲାଲ ଗିରଫ

ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଜଣେ ନାବାଳିକାଙ୍କୁ ପ୍ଳାଣ୍ଟ୍‌ ସାଇଟ୍‌ ପୁଲିସ୍‌ ଦିଲ୍ଲୀର ଗୁରଗାଁଓରୁ ଉଦ୍ଧାର କରିଛି। ତାଙ୍କୁ ରାଉରକେଲା ଅଣାଯାଇଥିବା ବେଳେ ପୁଲିସ୍ ସୁନିତା ସିଂ ନାମକ ଜଣେ ମହିଳା ଦଲାଲଙ୍କୁ ଗିରଫ କରି ପଚରାଉଚରା କରୁଛି।ସୂଚନା ଅନୁସାରେ, ଉଦ୍ଧାର ହୋଇଥିବା

କରୋନା : ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଦିନକୁ ଦିନ ଘାତକ ହେଉଥିବା ମାରାତ୍ମକ ‘କରୋନା’ ଭୂତାଣୁର ମୁକାବିଲା ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ‘କରୋନା’ ଭୂତାଣୁ ଆକ୍ରାନ୍ତ ସନ୍ଦେହରେ ବର୍ତ୍ତମାନ ସୁଦ୍ଧା ୪୨ଜଣଙ୍କୁ ନିରୀକ୍ଷଣ କରାଯାଉଛି। ଏମାନେ ସମସ୍ତେ ‘କରୋନା’ ଭୂତାଣୁ ଦ୍ୱାରା ଆକ୍ରାନ୍ତ ଦେଶରୁ

ମଝି ଚିଲିକାରେ ଫସିଲା ଭସାପୋଲ; ଉଦ୍ଧାର ହେଲେ ସମସ୍ତ ଯାତ୍ରୀ

ପ୍ରବଳ ପବନ ଯୋଗୁଁ ମଝି ଚିଲିକାରେ ଫସିଲା ଭସାପୋଲ । ଅଳ୍ପକେ ବର୍ତିଲେ ୭୦ରୁ ଅଧିକ ଯାତ୍ରୀ । ଜନୀକୁଦା ଘାଟରୁ ସାତପଡା ଅଭିମୁଖେ ଭସାପୋଲ ଫେରୁଥିବା ବେଳେ ମଝି ଚିଲିକାରେ ଅଟକି ରହିଥିଲା ।ଖବର ପାଇ ପ୍ରଶାସନ ପହଂଚି ଫସି