latest

Date: February 10, 2020

Total 14 Posts

ବାଲେଶ୍ୱରର ବେଳାଭୂମି ଗୁଡିକର ଅନୁଧ୍ୟାନ କଲେ ୫ଟି ସଚିବ

ବାଲେଶ୍ୱରର ବେଳାଭୂମି ଗୁଡିକର ହେବ ଉନ୍ନତିକରଣ । ବାଲେଶ୍ୱରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତାଳସରୀ ଓ ଉଦୟପୁର ବେଳାଭୂମି ବୁଲି ଦେଖିଛନ୍ତି ୫-ଟି ସଚିବ ଭି. କେ. ପାଣ୍ଡିଆନ୍‌, ପୂର୍ତ୍ତ ସଚିବ କ୍ରିଷ୍ଣ କୁମାର ଓ ମୁଖ୍ୟ ଶାସନ ସଚିବ ଅସୀତ

ନୋଇଡ଼ାରେ ମୃତ ଓଡ଼ିଆ ଶ୍ରମିକଙ୍କୁ ଜନ୍ମମାଟି ଆଣିଲା ‘ମୋ ପରିବାର

‘ଓଡ଼ିଶା-ମୋ ପରିବାର’ ଅଭିଯାନରେ ପୁଣି ଏକ ସଫଳତା ଯୋଡ଼ି ହୋଇଛି । ଜାପାନର ଟୋକିଓ ସହରରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ଯୁବକଙ୍କ ମରଶରୀରକୁ ଗତକାଲି ଫେରାଇ ଅଣାଯାଇଥିବା ବେଳେ ଆଜି ନୋଇଡାରୁ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ତାଙ୍କର

ସଞ୍ଜୀବ ପାଣିଗ୍ରାହୀ ହେଲେ ଓଡ଼ିଆ ହାଇକୋର୍ଟର ନୂତନ ବିଚାରପତି

ସଞ୍ଜୀବ ପାଣିଗ୍ରାହୀ ହେଲେ ଓଡ଼ିଆ ହାଇକୋର୍ଟର ନୂତନ ବିଚାରପତି। ବିଦ୍ଧିବଦ୍ଧ ଭାବରେ ସପଥପାଠ କରାଇଲେ ମୁଖ୍ୟ ବିଚାରପତି ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡା । ମହାମହିମ ରାଷ୍ଟ୍ରପତି ସଞ୍ଜୀବ ପାଣିଗ୍ରାହୀଙ୍କୁ ଓଡିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ।

ରାଜଧାନୀରେ ଫୁଟିଲା ଗୁଳି; ଆହତ ହେଲେ ଫ୍ୟାଶନ ଡିଜାଇନିଂ ଛାତ୍ରୀ

ରାଜଧାନୀରେ ଫୁଟିଲା ଗୁଳି। ଏଥର ଦୁର୍ବୃତଙ୍କ ଟାର୍ଗେଟରେ ଫ୍ୟାଶନ ଡିଜାଇନର ଛାତ୍ରୀ । ଗୁଳିମାଡର ଶିକାର ହୋଇଥିବା ଯୁବତୀ ଜଣକ ନିଫ୍ଟର ଫ୍ୟାଶନ ଡିଜାଇନିଂ ଛାତ୍ରୀ ଅଟନ୍ତି।ସୂଚନା ଅନୁସାରେ, ଇନଫୋସିଟି ଥାନା କୋୟଲ କ୍ୟାମ୍ପସ ନିକଟରେ ଏହି ଗୁଳିମାଡ ହୋଇଛି। ଯୁବତୀଙ୍କ

ଓଡ଼ିଶା ଜୁନିୟର ଟପ୍ ମଡେଲ୍ସ ଓ କଳିଙ୍ଗ ମହାରାଣୀ ପ୍ରତିଯୋଗୀତା

ସ୍ଥାନୀୟ ରୋଟାରୀ ଭବନଠାରେ ଓଡ଼ିଶା ଫେସନଭିଲ୍ଲା ତରଫରୁ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ଜୁନିୟର ଟପ୍ ମଡେଲ୍ସ ଓ କଳିଙ୍ଗ ମହାରାଣୀ ପ୍ରତିଯୋଗିତା । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୮୦ ରୁ ଅଧିକ ବାଳକ, ବାଳିକା ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ଆଜି ଉତରପ୍ରଦେଶ ଆସୁଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

ଆଜି ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଉତରପ୍ରଦେଶ ଗସ୍ତରେ ଆସୁଛନ୍ତି । ଉତରପ୍ରଦେଶରେ ପହଂଚି କାଶୀ ବିଶ୍ୱନାଥ ମନ୍ଦିର ଏବଂ ସାରନାଥ ବୌଦ୍ଧ ମନ୍ଦିର ଦର୍ଶନ କରିବେ । ତାଙ୍କ ଗସ୍ତ ନିମନ୍ତେ ଉତର ପ୍ରଦେଶ ସରକାର ନିରାପତା ବ୍ୟବସ୍ଥା ସୁଦୃଢ଼

ନକ୍ସଲ-ଯବାନ ଗୁଳିବିନିମୟ: ୨ ଯବାନ ଶହୀଦ,ଜଣେ ନକ୍ସଲ ନିହତ

ସ୍ଥାନୀୟ ଇରାପଲ୍ଲୀ ଅଂଚଳରେ ନକ୍ସଲ ଓ ଯବାନ ଗୁଳିବିନିମୟ ଘଟିଥିବା ସୂଚନା ମିଳିଛି । ଏଥିରେ ଜଣେ ନକ୍ସଲ ନିହତ ହୋଇଥିବାବେଳେ ୨୦୪ ବାଟାଲିୟନର ୨ କୋବ୍ରା ଯବାନ ଶହୀଦ ହୋଇଛନ୍ତି । ଏହାସହ ୨ ଯବାନ ଗୁରୁତର ଆହତ ହୋଇଛନ୍ତି

ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ୬ କିମି ଚାଲିଲେ ବିଧାୟକ

ପୁଣି ମହାନତା ଦେଖାଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ଜଣେ ଗର୍ଭବତୀ ମହିଳାଙ୍କୁ ପାହାଡ଼ ଓ ଜଙ୍ଗଲ ରାସ୍ତା ଦେଇ କାନ୍ଧରେ ବୋହି ବୋହି ୬ କିମି ଚାଲିଲେ ବିଧାୟକ । ପରେ ସେ ଉକ୍ତ

ପଦ୍ମଶ୍ରୀ ଗିରିରାଜ କିଶୋରଙ୍କ ପରଲୋକ

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସାହିତ୍ୟକାର ଗିରିରାଜ କିଶୋରଙ୍କ ବିୟୋଗ । ରବିବାର ମୁଜାଫରନଗର ସ୍ଥିତ ବାସଗୃହରେ ତାଙ୍କର ନିଧନ ହୋଇଛି । ସୋମବାର ସକାଳ ୧୦ଟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ

ମନ୍ଦିର ଘଣ୍ଟିରେ ଝୁଲିଛି ମୃତଦେହ

ମନ୍ଦିର ଘଣ୍ଟିରେ ଝୁଲିଛି ମୃତଦେହ। ଏଭଳି  ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ତାଳଚେର ଥାନା  ଗୋଡ଼ିବନ୍ଧ ନିକଟସ୍ଥ ଶିବରାମପୁର ଶିବମନ୍ଦିର ବୃଷଭ ନିକଟରେ। ବନ୍ଧା ହୋଇଥିବା ଘଣ୍ଟିରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କର ମୃତଦେହ ଦେଖିବାକୁ ମିଳିଛି। ସୋମବାର ସକାଳୁ

ସଂରକ୍ଷଣ ଦାବି ମୌଳିକ ଅଧିକାର ନୁହେଁ- ସୁପ୍ରିମକୋର୍ଟ

ସରକାରୀ ଚାକିରିରେ ସଂରକ୍ଷଣ ଦାବି ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ  ସ୍ପଷ୍ଟ କରିଛନ୍ତି। ତେଣୁ ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଉପଜାତି (ଏସ୍‌ଟି) ବର୍ଗର ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କୁ କୌଣସି ଅଦାଲତ ନିର୍ଦ୍ଦେଶ ଦେଇପାରିବେ