Date: February 11, 2020

Total 18 Posts

ନିର୍ଭୟା: ୪ ଦୋଷୀଙ୍କୁ ସୁପ୍ରିମକୋର୍ଟର ନୋଟିସ୍‌

ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌ ପଠାଇଛନ୍ତି। ସେମାନଙ୍କ ଫାଶୀଦଣ୍ଡକୁ ସ୍ଥଗିତ ରଖି ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ଉପରେ କେନ୍ଦ୍ରର ଆବେଦନକୁ ନେଇ ଏହି ନୋଟିସ୍‌ କରାଯାଇଛି।ଏଥିସହିତ କୋର୍ଟ କହିଛନ୍ତି

‘ରାଜ୍ୟର ପଛୁଆ ବର୍ଗଙ୍କ ପ୍ରତି ସରକାର ଅନ୍ୟାୟ କରୁଛନ୍ତି’

ରାଜ୍ୟର ପଛୁଆ ବର୍ଗଙ୍କ ପ୍ରତି ସରକାର ଅନ୍ୟାୟ କରୁଛନ୍ତି। ଓବିସି କମିଶନର ଅଧ୍ୟକ୍ଷ ଭଗବାନଲାଲ ସାହାଣୀ ଆଜି ରାଜ୍ୟର ବିଭିନ୍ନ ପଛୁଆ ବର୍ଗ ସଂଗଠନର ପ୍ରତିନିଧିଙ୍କୁ ଭେଟିବା ପରେ ଏହି ଅଭିଯୋଗ କରିଛନ୍ତି। ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସରକାର ୨୭

ବର୍ଷକରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ବଢ଼ିଛି ୧୫କୋଟି, ଋଣ ଶୁଝି ପାରୁନାହାନ୍ତି ୧୫ ଲକ୍ଷ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମ୍ପତ୍ତିର ପରିମାଣ ବର୍ଷକ ମଧ୍ୟରେ ପ୍ରାୟ ୧୫କୋଟି ଟଙ୍କା ବଢ଼ିଛି। ରାଜ୍ୟ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୂର୍ବଭଳି ସବୁଠୁ ଧନୀ ରହିଥିଲେ ମଧ୍ୟ ୫ବର୍ଷ ଧରି ନିଜ ଭଉଣୀଠୁ ଆଣିଥିବା ୧୫ଲକ୍ଷ ଟଙ୍କାର ଋଣକୁ ପରିଶୋଧ

କେଜ୍ରିଓ୍ବାଲଙ୍କ ଆଜି ପାଇଁ ଡବଲ ଖୁସି: ଦିଲ୍ଲୀରେ APP ସରକାର ଓ ପତ୍ନୀ ସୁନିତାଙ୍କ ଜନ୍ମଦିନ

ଆମ ଆଦମୀ ପାର୍ଟି ପାଇଁ ଆଜି ବହୁତ ବଡ ଦିନ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳର ବିପୁଳ ବିଜୟ ବ୍ୟତୀତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତା କେଜ୍ରିଓ୍ବାଲଙ୍କର ଆଜି ଜନ୍ମଦିନ ମଧ୍ୟ ରହିଛି। ସୋସିଆଲ ମିଡିଆରେ ଲୋକମାନେ ସୁନିତାଙ୍କୁ

ବିମ୍‌ଷ୍ଟେକ୍‌ର ଦ୍ୱିତୀୟ ବିପର୍ଯୟ ପରିଚାଳନା ଅଭ୍ୟାସ

ଓଡ଼ିଶାରେ ବିମ୍‌ଷ୍ଟେକ୍‌ର ଦ୍ୱିତୀୟ ବିପର୍ଯ୍ୟାୟ ପରିଚାଳନା ଅଭ୍ୟାସ ପାଇଁ ପ୍ରସ୍ତୁତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଐତିହ୍ୟ ତଥା ସାଂସ୍କୃତିକ ସ୍ଥଳକୁ ରକ୍ଷା କରାଯାଇ ପାରିବ ସେ ନେଇ ଯୋଜନା ଚାଲିଛି। ଏଥିରେ ବିମ୍‌ଷ୍ଟେକ୍‌ରେ ସାମିଲ ଥିବା ସାତଟି ଦେଶ ମଧ୍ୟରୁ

ଭିଟାମିନ ବି-୧୨ ଅଭାବରୁ ହେଉଥିବା ଚକ୍ଷୁ ସମସ୍ୟା ଓ ଏହାର ନିରାକରଣ

ଶରୀରରେ ଭିଟାମିନ ବି-୧୨ର ମାତ୍ରା କମିଗଲେ ଦୃଷ୍ଟିଶକ୍ତି ଚାଲିଯିବାର ଆଶଙ୍କା ଥାଏ, ଏଣୁ ଏହାର ପ୍ରାରମ୍ଭିକ ଲକ୍ଷଣମାନ ଜାଣି ଏହି ସମସ୍ୟାକୁ ଦୂର କରିବା ହିଁ ଶ୍ରେୟଷ୍କର ଅଟେ । ଯଦି ଶରୀରକୁ ଭିଟାମିନ ବି-୧୨ରେ ଭରପୂର ଥିବା ସ୍ୱାଭାବିକ ଖାଦ୍ୟ

କାର୍ଯ୍ୟାଳୟରେ ବୃକ୍ଷରୋପଣର ଉପକାରିତା

କାର୍ଯ୍ୟାଳୟ କର୍ମଚାରୀମାନେ ବହୁତ ସମୟରେ ଅତ୍ୟଧିକ କାର୍ଯ୍ୟଭାର ହେତୁ ମାନସିକ ଅବସାଦଗ୍ରସ୍ତର ଶିକାର ହୋଇଥାନ୍ତି । ଏଥିନିମନ୍ତେ ଏହାର ପ୍ରତିକାର ପାଇଁ ଗବେଷକମାନେ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କର ମନସ୍ତାତ୍ତ୍ୱିକ ଓ ସାମାଜିକ ଚାପକୁ ମାପିବା ପାଇଁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି

ନାଲିରେଖା ଥିବା ଔଷଧ

ଔଷଧ ଖୋଳରେ ନାଲିରେଖାର ଅର୍ଥ ସ୍ୱାସ୍ଥ୍ୟଗତ ବୈଧାନିକତାର ସଙ୍କେତ । ଏହାର ଅର୍ଥ ହେଲା ଡାକ୍ତରଙ୍କ ବିନା ପରାମର୍ଶରେ ଉକ୍ତ ଔଷଧ ପ୍ୟାକ୍‌ରୁ ଔଷଧ ସେବନ କରିବା ଅନୁଚିତ୍‌ । ଏହାଦ୍ୱାରା ଭୟଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିବାର ସମ୍ଭାବନା ରହିଥାଏ ।

ଭୂମିକମ୍ପ ସମୟରେ ସତର୍କତା

ଭୂମିକମ୍ପ ଯେକୌଣସି ସମୟରେ ଆସିପାରେ । ଏହି ସମୟରେ ନିଜକୁ ରକ୍ଷା କରିବା ନିମନ୍ତେ ଲୋକମାନେ ଚତୁର୍ଦ୍ଦିଗରେ ଦଉଡ଼ିବା ଆରମ୍ଭ କରିଦେଇଥାନ୍ତି । ଯାହାଫଳରେ ଦଳାଚକଟା ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ଲୋକମାନେ ସମ୍ମୁଖରେ ଯାହାବି ପାଆନ୍ତି ତାହାଦ୍ୱାରା ନିଜକୁ

3-0ରେ କ୍ଲିନ୍‌ ସ୍ୱିପ୍‌ କଲା ନ୍ୟୁଜିଲ୍ୟାଣ୍ଡ୍‌

ନ୍ୟୁଜିଲ୍ୟାଣ୍ଡ  ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ୍‌ ଦଳ ଆଜି ପୁଣି ପରାଜୟର ସାମ୍ନା କରିଛି । ଆଜି ତୃତୀୟ ଦିନିକିଆରେ 5 ଓ୍ୱିକେଟ୍‌ରେ ପରାଜୟ ବରଣ କରିଛି ଭାରତ । ପ୍ରଥମେ ବ୍ୟାଟିଂ କରିବାକୁ ଭାରତ ମଇଦାନକୁ ଓହ୍ଲାଇଥିବା ବେଳେ ନିର୍ଦ୍ଧାରିତ

ପିଲାଙ୍କୁ ଗଣିତ ଓ ଇଂରାଜୀ ପଢ଼ାଇଲେ ମନ୍ତ୍ରୀ

ଗତକାଲି ଜନଜାତି ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳକୁ ଗସ୍ତରେ ଆସିଥିଲେ। ସେହି ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟକୁ ଯାଇ ପିଲାମାନଙ୍କୁ ଗଣିତ ଓ ଇଂରାଜୀ ପଢ଼ାଇଥିଲେ। ପାଠ ପଢ଼ାଇବା ସହିତ ସେ