Date: February 12, 2020

Total 28 Posts

କାନ ଧରି ପ୍ରତିବାଦ କଲେ ସିଟି ଓ ବିଏଡ୍ ଡିଗ୍ରୀଧାରୀ

ଭାଙ୍ଗିଛି ବେକାର ସିଟି ଓ ବିଏଡ୍ ଡିଗ୍ରୀଧାରୀଙ୍କ ଧୈର୍ଯ୍ୟର ବନ୍ଧ। ଆଉ ହତାଶ ହୋଇ ଶେଷରେ ରାଜଧାନୀର ଗାନ୍ଧି ମାର୍ଗରେ ରାଜରାସ୍ତାରେ କାନ ଧରି ସରକାରଙ୍କ ଉଦାସୀନତାର ପ୍ରତିବାଦ କରିଛନ୍ତି।ସରକାର ଗତ ୪ ବର୍ଷ ହେଲା ଜଣେ ହେଲେ ବି ଶିକ୍ଷକଙ୍କୁ

ହିନ୍ଦୁ ମନ୍ଦିର ପରେ ଏବେ ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ୍

  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପଞ୍ଚମ ପାଳି ସରକାରରେ ହିନ୍ଦୁ ମନ୍ଦିରଗୁଡ଼ିକର ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବାବେଳେ ଆଜି ସଂଖ୍ୟାଲଘୁ ଧର୍ମାନୁଷ୍ଠାନଗୁଡ଼ିକ ନିମନ୍ତେ ମଧ୍ୟ ଅନୁରୂପ ପ୍ୟାକେଜ୍ ଘୋଷଣା କରିଛନ୍ତି। ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିର,

ବିଧାୟକ ଦଳ ବୈଠକ: ବିଜେପିର ଗୁରୁବାର, ବିଜେଡିର ଶୁକ୍ରବାର

ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ୧୪ତାରିଖରେ ଆରମ୍ଭ ହେଉଛି। ଏଥିପାଇଁ ୩ ପ୍ରମୁଖ ଦଳ ନିଜ ନିଜର ରଣନୀତିକୁ ଚୂଡ଼ାନ୍ତ ପାଇଁ ବିଧାୟକ ଦଳ ବୈଠକ ଡାକିଛନ୍ତି। ବିରୋଧୀ ବିଜେପିର ବିଧାୟକ ଦଳ ବୈଠକ ଆସନ୍ତାକାଲି ଅପରାହ୍ନ ୧ଟାରେ ହେବାକୁ ଥିବାବେଳେ

ଦିଲ୍ଲୀରେ ପୁଣି ଗଣଆତ୍ମହତ୍ୟା, ଗୋଟିଏ ପରିବାରରେ 5 ମୃତ

ଉତ୍ତର-ପୂର୍ବ ଦିଲ୍ଲୀର ଭଜନପୁରାଠାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି।  ଗୋଟାଏ ପରିବାରର 5 ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ 3 ଜଣ ଶିଶୁ ଥିବା ଜଣାପଡ଼ିଛି। ଭଜନପୁରାର ଏକଘର ଭିତରୁ ଏହି 5 ଜଣଙ୍କ ମୃତଶରୀର ମିଳିଛି।

ଚର୍ଚ୍ଚାରେ କୁନି କେଜ୍ରିଓ୍ୱାଲ…

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  କୁନି କେଜ୍ରିଓ୍ୱାଲ। ଅର୍ଥାତ ଜଣେ କୁନି ପିଲାଟି ଅରବିନ୍ଦ କେଜ୍ରିଓ୍ୱାଲଙ୍କ ରେ ନିଜକୁ ସଜେଇ ହୋଇଛନ୍ତି। ମୁଣ୍ଡରେ ଆମ ଆଦମୀ ପାର୍ଟିର ଟୋପି, ବେକରେ ମଫଲର ଏବଂ ଦେହରେ ପୂରା କେଜ୍ରିୱାଲଙ୍କ ଭଙ୍ଗୀର ସ୍ୱେଟର

ପରାଜୟ ପରେ ମନୋଜ ତିଓ୍ୱାରୀ ଦେଲେ ଇସ୍ତଫାପତ୍ର, ହାଇକମାଣ୍ଡ ତରଫରୁ ଆସିଲା ଏପରି ଜବାବ

ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ଖରାପ ପ୍ରଦର୍ଶନ ଯୋଗୁଁ  ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ୱାରୀ ନିଜର ଇସ୍ତଫାପତ୍ର  ବିଜେପି ହାଇକମାଣ୍ଡଙ୍କୁ ପଠାଇଛନ୍ତି।  ମନୋଜ ତିଓ୍ୱାରୀ  କହିଥିଲେ ଯେ, ବିଜେପି ଦିଲ୍ଲୀରେ ଏଥର 48 ସିଟ ଆଣିବ।  ହେଲେ ବିଜେପିକୁ  କେବଳ

ଜାଣନ୍ତୁ ଫେବୃଆରୀ ୧୨ରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ

ଛୋଟ ପିଲା ହୁଅନ୍ତୁ କିମ୍ବା ବଡ ଲୋକ ସମସ୍ତଙ୍କୁ ଜନ୍ମ ଦିନରେ ଶୁଭେଛା ଜଣାଇବା ପାଇଁ ବିଶେଷ ପ୍ରସ୍ତୁତି କରାଯାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଆଜିର ଦିନରେ ଅର୍ଥାତ ୧୨ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ କିଭଳି ହୋିଥାଏ

ପିଏମ-କିଷାନ ହିତାଧିକାରୀଙ୍କୁ କିଷାନ କ୍ରେଡିଟ କାର୍ଡ ବଣ୍ଟନ ଅଭିଯାନ ଆରମ୍ଭ, ୨୫ରେ ସରିବ

ସମସ୍ତ ପିଏମ-କିଷାନ ହିତାଧିକାରୀ ଚାଷୀଙ୍କୁ ରିହାତି ଦରରେ ସଂସ୍ଥାଗତ ଋଣ ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ କିଷାନ କ୍ରେଡିଟ କାର୍ଡ (କେସିସି) ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରାଯାଇଛି । ଫଳରେ ଏ ସମସ୍ତ ଚାଷୀଙ୍କୁ ଧାର୍ଯ୍ୟ ସମୟରେ ପୁନଃପରିଶୋଧ

ଟ୍ରମ୍ପ୍‌ଙ୍କୁ ସ୍ମରଣୀୟ ସ୍ୱାଗତ ଜଣାଇବ ଭାରତ: ମୋଦୀ

ଫେବ୍ରୁଆରି ୨୪ ତାରିଖରେ ଭାରତ ଗସ୍ତରେ ଆସୁଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଫାଷ୍ଟ୍‍ ଲେଡି ମେଲାନିଆ ଟ୍ରମ୍ପ୍‌ଙ୍କୁ ଭାରତ ଏକ ସ୍ମରଣୀୟ ସ୍ୱାଗତ ଜଣାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।ଟୁଇଟ୍‌ କରି ମୋଦୀ କହିଛନ୍ତି ଯେ

ଆହୁରି 2 ଦିନ ଶୀତ

ବର୍ଷା ପରେ ରାଜ୍ୟରେ ଶୀତର ଲହରି ଜାରି ରହିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଏହି ଶୀତର ଲହରି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଧାକର

ସଡକ ଦୁର୍ଘଟଣାରେ ଜିନ୍ଦଲ କର୍ମଚାରୀଙ୍କ ମୃତ୍ୟୁ

ଯାଜପୁର ଜିଲ୍ଲାର ମନୋହରପୁର ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜିନ୍ଦଲ କମ୍ପାନୀର ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଆଜି ସକାଳେ ଯାଜପୁର ଜିଲ୍ଲାର ହାତିବାରି ପଞ୍ଚାୟତ ଅନ୍ତର୍ଗତ କରଡ଼ାପାଳ ଗ୍ରାମର ତନ୍ମୟ କୁମାର ବଳ ନାମକ ଜଣେ ଯୁବକ ଜିନ୍ଦଲ