Date: February 13, 2020

Total 18 Posts

ଏହି ୫ଟି ଜିନିଷ ଘରେ ରଖନ୍ତୁ, ସୁଖସମୃଦ୍ଧିର ଅଭାବ ରହିବନି

ପାଠକବନ୍ଧୁ ! ଯଦି ନିମ୍ନବର୍ଣ୍ଣିତ ୫ଟି ପବିତ୍ର ଜିନିଷକୁ ଗୃହରେ ରଖନ୍ତି, ତେବେ ଗୃହରେ କେବେବି ଧନ ଓ ସୁଖ ସମୃଦ୍ଧିର ଅଭାବ ରହିବ ନାହିଁ । ଧନ ଓ ସୁଖସମୃଦ୍ଧିର ବିରାଜମାନ, ଆମ ଘରେ ଥିବା କିଛି ଜିନିଷ ଉପରେ

ରୋଷେଇଘର ଜ୍ଞାନ

ଗୃହ ସଦସ୍ୟମାନଙ୍କର ଭୋଜନ ପ୍ରସ୍ତୁତ କରିବା ରୋଷେଇଘରେ ସର୍ବଦା ଜଣେ ଅଭିଜ୍ଞ ବ୍ୟକ୍ତିବିଶେଷଙ୍କ ଆବଶ୍ୟକତା ଥାଏ । ରନ୍ଧନଖାଦ୍ୟ ପ୍ରସ୍ତୁତ କରିବାରେ ଜଣେ ଯେତେ ପାରଙ୍ଗମ ହେଲେ ମଧ୍ୟ କେତେକ ସମୟରେ ଛୋଟ ଛୋଟ ତ୍ରୁଟି କରିଥାନ୍ତି । କେତେବେଳେ ଖାଇବାରେ

ରାଜନୈତିକ ଦଳଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ- ଅପାରଧୀଙ୍କୁ ପ୍ରର୍ଥୀ କରିବାର କାରଣ କହିବେ

ରାଜନୈତିକ ଦଳମାନଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ। ଆପରାଧିକ ମାମଲା ଥିବା ପ୍ରାର୍ଥୀଙ୍କୁ କାହିଁକି ଟିକେଟ ଦିଆଯାଇଛି ସେ ସମ୍ପର୍କରେ ଓ୍ବେବସାଇଟ ମାଧ୍ୟମରେ ଜଣାଇବାକୁ ରାଜନୈତିକ ଦଳଙ୍କୁ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଗତ ପ୍ରାୟ ୪ଟି ନିର୍ବାଚନରେ ଅପରାଧୀ ପ୍ରାର୍ଥୀଙ୍କ ସଂଖ୍ୟାରେ

ଦୁଇଶହ ମିଟର ଧସିଗଲା ହରିଦାଶପୁର- ପାରାଦୀପ ରେଳରାସ୍ତା

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଗୋସେଇଁବନ୍ଧଠାରେ ହରିଦାସପୁର-ପାରାଦୀପ ନିର୍ମାଣାଧୀନ ରେଳରାସ୍ତା  ଦୁଇପଟକୁ ଦୁଇଶହ ମିଟର ଧସିଯାଇଛି। ଫଳରେ 3 ପରିବାର ପ୍ରଭାବିତ ହୋଇଛନ୍ତି। ସେମାନଙ୍କର ଘର ଉପରକୁ ମାଟି ମାଡି ଆସିଛି। ଏଥିସହ ସେମାନଙ୍କର ପକ୍କା ଘରଗୁଡ଼ିକରେ ଫାଟ ସୃଷ୍ଟି ହୋଇଛି।

କୋର୍ଟ ପରିସରରେ ଫୁଟିଲା ବୋମା

ଉତ୍ତରପ୍ରଦେଶର ଲକ୍ଷ୍ନୌର କୋର୍ଟ ପରିସରରେ ଗୁରୁବାର ବୋମା ବିସ୍ଫୋରଣ ଘଟିଛି । ଦୁଇ ଆଇଜଜୀବୀ ଗୋଷ୍ଠୀ ମଧ୍ୟରେ ଲାଗି  ଗଣ୍ଡଗୋଳ ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ବୋମା ବିସ୍ଫୋରଣ ଯୋଗୁ କେତେକ ଆଇନଜୀବୀ ଆହତ ହୋଇଛନ୍ତି। କୋର୍ଟରେ ଆଇନଜୀବୀ ସଂଘର

ବିଜେଡି ନେତା ଅନୁପ ସାଏଙ୍କୁ ଉଠାଇ ନେଲା ଛତିଶଗଡ ପୁଲିସ

 ବିଜେଡି ନେତା ଅନୁପ କୁମାର ସାଏଙ୍କୁ ଛତିଶଗଡ଼ ପୋଲିସ ଅଟକ ରଖିଛି। ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅନୁପଙ୍କୁ ଛତିଶଗଡ ପୁଲିସ ଉଠାଇନେଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗତକାଲି ରାତିରେ ଛତିଶଗଡ଼ ପୋଲିସ ଅନୁପଙ୍କୁ ଏକ ହତ୍ୟାକାଣ୍ଡରେ

ବିଳମ୍ବରେ ଗଠନ ହୋଇଛି ଓବିସି କମିଶନ

ରାଜ୍ୟ ସରକାର ଓବିସି କମିଶନ ଗଠନ କରିବାରେ ବଳମ୍ବ କରିଥିବା ଟ୍ବିଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓବିସି ସମାଜର ଦୀର୍ଘ ଦିନର ଦାବି କାରଣରୁ ଏହା ସମ୍ଭବ ହୋଇପାରିଛି । ରାଜ୍ୟ ସରକାର ଏହି ବହୁସଂଖ୍ୟକ

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ । ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରାଙ୍କ ଗାଡିରୁ ଲକ୍ଷେ 10 ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ସେ  ମିଲରମାନଙ୍କଠାରୁ ଟଙ୍କା ନେଇ ଯାଉଥିବାବେଳେ  କୌଣସି ସୂତ୍ରରୁ ଖବର ପାଇ 

ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ : ପକ୍କାଘର ଓ ଓବିସି ଗଣନାନେଇ ସରକାରଙ୍କୁ ଘେରିବେ ବିରୋଧୀ !

ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ଏହି ବଜେଟ ଅଧିବେଶନ  ଆରମ୍ଭହେବା ପୂର୍ବରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକି ସମସ୍ତଙ୍କର ସହଯୋଗ ଲୋଡିଛନ୍ତି। ପ୍ରକାଶ ଥାଉକି, ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିବେ ରାଜ୍ୟପାଳ

ଏଲ୍‌ପିଜି ଦାମ୍‌ ୧୪୪ ଟଙ୍କା ବଢ଼ିଲା

ତୈଳ କଂପାନିଗୁଡ଼ିକ ଆଜି ୧୪.୨ କେଜିଆ ଅଣ ରିହାତି ଏଲ୍‌ପିଜି ସିଲିଣ୍ଡର୍‌ ଦାମ୍‌ରେ ୧୪୪ ଟଙ୍କା ୫୦ ପଇସାର ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ଓଡ଼ିଶାରେ ଏହି ସିଲିଣ୍ଡର୍‌ର ଦାମ୍ ୮୯୫ ଟଙ୍କାକୁ ବୃଦ୍ଧି ପାଇଛି। ଦୀର୍ଘ ୬ ବର୍ଷ ପରେ

୧୫ରୁ ରାଜ୍ୟରେ ବଢ଼ିବ ତାତି

ଆସନ୍ତା ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ରାଜ୍ୟର ଅଳ୍ପ କିଛି ଜିଲ୍ଲା‌ରେ ଥଣ୍ଡା ପାଗ ରହିବ। ୧୫ ତାରିଖଠାରୁ ପାଗରେ ବଡ଼ଧରଣର ପରିବର୍ତନ ଆସିବ। ସବୁ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି