latest

Date: February 22, 2020

Total 4 Posts

ଗାନ୍ଧୀ ଶାନ୍ତି କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ : ଯୁବପିଢିକୁ ଗାନ୍ଧୀଙ୍କ ଅହିଂସା ଓ ଆଦର୍ଶରେ ଅନୁପ୍ରାଣିତ କରିବ

ଭୁବନେଶ୍ୱରସ୍ଥିତ  ଖଣ୍ଡଗିରି-ଚନ୍ଦକା ରାସ୍ତାରେ ନବନିର୍ମିତ ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଦିତ୍ୟ ବିର୍ଲା ଗ୍ରୁପ୍ ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ୫ ଏକର ଜାଗାରେ ନିର୍ମତ ହୋଇଛି ଏହି ସଂଗ୍ରହାଳୟ । ମହାତ୍ମା

ମାଓ ସମୀକ୍ଷା ବୈଠକ

ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ କୁମାର ଆଜି କଳାହାଣ୍ଡି ଦିନିକିଆ ଗସ୍ତ କରି ଭବାନୀପାଟଣାରେ ମାଓ ସମୀକ୍ଷା କରିଛନ୍ତି। ଭବାନୀପାଟଣା ରିଜର୍ଭ ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ାରେ

ଆଜି ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି ହୋଇଛି : ପ୍ରଧାନମନ୍ତ୍ରୀ ମୋଦୀ

ଆଜି ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି ହୋଇଛି। ଭାରତର ଇତିହାସରେ ପ୍ରଥମ ଥର ଲାଗି ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ଅନୁଷ୍ଠିତ ହୋଇଛି। ଏହା ଭାରତର ଖେଳ ଇତିହାସରେ ନୂଆ ପୃଷ୍ଠା ଯୋଡ଼ିଛି। ଦେଶରେ ଖେଳର ଭବିଷ୍ୟତକୁ ଉଜ୍ଜ୍ବଳ କରିବାରେ ଏହା

ମାଟ୍ରିକ୍‌ ପରୀକ୍ଷା: କପି କରି ଧରାପଡ଼ିଲେ ୧୦୯ ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାରେ ପୁଣି ଆସିଲା କପି ଅଭିଯୋଗ । ମାଟ୍ରିକ ପରୀକ୍ଷାର ୨ୟ ଦିନରେ ବି କପି ହୋଇଥିବା ସୂଚନା । ଇଂରାଜୀ ପରୀକ୍ଷାରେ କପି କରି ଧରାପଡିଲେ ୧୦୯ ପରୀକ୍ଷାର୍ଥୀ । ପରୀକ୍ଷାର ୨ୟ ଦିନରେ ଇଂରାଜୀ ବିଷୟ ଥିବାରୁ