Date: February 23, 2020

Total 5 Posts

ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ

ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ସକାଳ ପ୍ରାୟ ୧୦ଟା ବେଳେ ଦଳୀୟ କାର୍ଯ୍ୟାଳୟକୁ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ । ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ତାଙ୍କ ନାମାଙ୍କନପତ୍ର ଗ୍ରହଣ କରିଥିଲେ

କରୋନା ସଂକ୍ରାନ୍ତରେ ବିଭ୍ରାନ୍ତିକର ତଥ୍ୟ ଦେଉଛି ରୁଷ୍‌: ଯୁକ୍ତରାଷ୍ଟ୍ର ଆମେରିକା

କରୋନାଭାଇରସ୍‌ ସଂକ୍ରାନ୍ତରେ ବିଭ୍ରାନ୍ତିକର ତଥ୍ୟ ପ୍ରସାର କରି ଲୋକମାନଙ୍କୁ ଭୟଭୀତ କରିବାକୁ ଅନେକ ରୁଷୀୟ ନାଗରିକ ସାମାଜିକ ଗଣମାଧ୍ୟରେ ମିଳିତ ଉଦ୍ୟମ ଚଳାଇଛନ୍ତି ବୋଲି ଆମେରିକା କହିଛି। ଫଳରେ ଏହି ମହାମାରୀ ଭୂତାଣୁର ମୁକାବିଲା କରିବାକୁ ଚାଲିଥିବା ବିଶ୍ୱସ୍ତରୀୟ ପ୍ରଚେଷ୍ଟାରେ ବାଧା

ହାତୀ ଆକ୍ରମଣ, ୩ ମୃତ

ରବିବାର ସକାଳେ ପୁରୀ ଜିଲ୍ଲାର ପିପିଲି ବ୍ଲକ୍‌ରେ ଗୋଟାଏ ବଣୁଆ ଦନ୍ତାହାତୀ ହାବୁଡ଼ରେ ପଡ଼ି ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିମାନେ ହେଉଛନ୍ତି ଚନ୍ଦ୍ରଦେଈପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଟିଘର ଗାଁର

ଭାରତ ବନ୍ଦ , ସମ୍ୱଲପୁର ଓ ବଲାଙ୍ଗିରରେ ପ୍ରଭାବ

ଜାତିଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଭୀମ ଆର୍ମି  ପଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ସମ୍ବଲପୁର ସହରରେ ଦେଖିବାକୁ ମିଳିଛି। ବିଭିନ୍ନ ଦାବି ସହ CAA, NRCକୁ ପ୍ରତ୍ୟାହାର ଦାବିରେ ସମ୍ବଲପୁରରେ ୧୨

ଗୁରୁଜନଙ୍କ ଆଶୀର୍ବାଦ ମିଳିବ

ମେଷ:  ଆଧ୍ୟାତ୍ମିକ ସ୍ଥାନକୁ ଯାଇପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ବୃଷ:  ଧନପ୍ରାପ୍ତି ଯୋଗ ରହିଛି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ମିଥୁନ: ପରିବାରରେ ହସଖୁସିର ପରିବେଶ ରହିବ। ବ୍ୟବସାୟରେ ଆଶା