Date: February 24, 2020

Total 21 Posts

“ଇସ୍ପାତ କ୍ଷେତ୍ରରେ ଭାରତ ଓ ଜାପାନର ମିଳିତ ଉଦ୍ୟମ ଦେଶର ଅର୍ଥନୀତିକୁ ସୁଦୃଢ କରିବ”

ଇସ୍ପାତ କ୍ଷେତ୍ରରେ ଭାରତ ଓ ଜାପାନ ମିଳିତ ଭାବେ ଉଦ୍ୟମ କଲେ ଦେଶର ଅର୍ଥନୀତି ସୁଦୃଢ଼ ହେବ। ନୂଆଦିଲ୍ଲୀଠାରେ ଇସ୍ପାତ ମନ୍ତ୍ରଣାଳୟ, ଜାପାନ ସରକାର ଓ ଅନ୍ୟାନ୍ୟ ସହଭାଗୀତାରେ ଆୟୋଜିତ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ

ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ DWO କିରାଣୀ ଗିରଫ

ଝାରସୁଗୁଡ଼ା ଜିଲ୍ଳା DWO ଅଫିସରେ କାର୍ଯ୍ୟରତ କିରାଣୀ ସନ୍ତୋଷ କୁମାର ନାଏକ ସୂର୍ଯ୍ୟ ନାରାୟଣ ଶତପଥୀ ଠାରୁ ଏରିଅର ବିଲ କରେଇଦେବା ନାମରେ ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସୂଚନାଯୋଗ୍ୟ, ଏରିଅର ବିଲ

ଆଇଏଏସ୍ତରରେ ଅଦଳବଦଳ

ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ ଏକ ଅଦଳବଦଳ କରିଛନ୍ତି। ତେବେ ୪ଦିନ ତଳେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାରଙ୍କୁ ପଞ୍ଚାୟତିରାଜ ବିଭାଗକୁ ବଦଳି କରିଥିବା ରାଜ୍ୟ ସରକାର ଆଜି ପୁଣି ତାଙ୍କର ବଦଳି ଅନୁସୂଚିତ ଜାତି

ଲାଂଚୁଆ ଅଫିସରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ

ଦୁର୍ନୀତି ବିକାଶର ସବୁଠାରୁ ବଡ ପ୍ରତିବନ୍ଧକ । ତେଣୁ ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ତେଣୁ

କଂଗ୍ରେସ ଭବନ ଗଣ୍ଡଗୋଳର ତଦନ୍ତ କଲା ଶୃଙ୍ଖଳା କମିଟି

ପୁରୀ, (ମୋ ଓଡ଼ିଶା) : ଗତ ୧୮ ତାରିଖରେ କଂଗ୍ରେସ ଭବନରେ ଘଟିଥିବା ଗଣ୍ଡଗୋଳର ପୁଙ୍ଖାନୁପୁଙ୍ଖ ତଦନ୍ତ ନିମିତ୍ତ କଂଗ୍ରେସ ପକ୍ଷରୁ ଏକ ଶୃଙ୍ଖଳା କମିଟି ଗଠନ କରାଯାଇଛି । ଉକ୍ତ କମିଟି ପୁରୀ ଆସି ଏହି ନିନ୍ଦନୀୟ ଘଟଣାର ସବିଶେଷ

୨୮ରେ ଷଣ୍ଢ ବିବାହୋତ୍ସବ

ପୁରୀ, (ମୋ ଓଡ଼ିଶା): ଆଳପୁରଠାରେ ଥିବା ସୂର୍ଯ୍ୟାୟନ ଗୋ’ ଆଶ୍ରମ ପକ୍ଷରୁ ଆସନ୍ତା ୨୮ ତାରିଖ ଦିନ ଷଣ୍ଢ ‘ନନ୍ଦୀ’ଙ୍କର ବ୍ରତୋପନୟନ ଓ ବିବାହ ମହୋତ୍ସବ ଅନୁଷ୍ଠିତ ହେବ । ଏ ସଂକ୍ରାନ୍ତରେ ଆଶ୍ରମର ପ୍ରତିଷ୍ଠାତା ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଶର୍ମା

ରୋଟାରି କ୍ଲବ୍‌ ପକ୍ଷରୁ ଅଙ୍ଗଦାନ ନିମନ୍ତେ ସଚେତନତା

ପୁରୀ, (ମୋ ଓଡ଼ିଶା): ସ୍ଥାନୀୟ ରାଣୀସତୀ ମନ୍ଦିରରେ ରୋଟାରି କ୍ଲବ୍‌ ପୁରୀ ଶାଖା ପକ୍ଷରୁ ଶରୀର ଓ ଅଙ୍ଗଦାନ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରି ଇଣ୍ଟର୍‌ନ୍ୟାସନାଲ୍‌ର ୧୧୫ତମ ପ୍ରତିଷ୍ଠା ଦିବସ ଅବସରରେ ପୁରୀରେ ଶରୀର ଓ

ଯୁବତୀଙ୍କୁ ଅସଦାଚରଣ: ଜଣେ ଗିରଫ

ପୁରୀ, (ମୋ ଓଡ଼ିଶା): ଓଡ଼ିଶା ସରକାର ନାରୀ ସୁରକ୍ଷାର ଡିଣ୍ଡିମ ପିଟୁଥିବା ବେଳେ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ନାରୀମାନେ ନିଜକୁ ସମ୍ପୂର୍ଣ୍ଣ ଅସୁରକ୍ଷିତ ମଣୁଛନ୍ତି । ସମୁଦ୍ରକୂଳରେ ସର୍ବସମ୍ମୁଖରେ ଜଣେ ଯୁବତୀ ଅସଦାଚରଣର ଶିକାର ହୋଇଛନ୍ତି, ଏହି ଘଟଣାରେ

ଆଇସକ୍ରିମ୍‌ ମସ୍ତିଷ୍କକୁ କ୍ରିୟାଶୀଳ କରିଥାଏ

ଋତୁ ଯାହାବି ହେଇଥାଉ ଆଇସକ୍ରିମ୍‌ ଖାଇବାର ମଜ୍ଜା ସବୁବେଳେ ନିଆରା । ଆଇସକ୍ରିମ୍‌ ବିଭିନ୍ନ ଫ୍ଲେଭର ହିସାବରେ ବଜାରରେ ଉପଲବ୍ଧ ହୁଏ ଯାହା ଅତ୍ୟନ୍ତ ସୁସ୍ୱାଦୁ ଅଟେ । ଏହାର ନାମ ଶୁଣିବା ମାତ୍ରକେ ଛୋଟ ଶିଶୁଠାରୁ ଆରମ୍ଭ କରି ବୟସ୍କଙ୍କ

ଏହିସବୁ କାର୍ଯ୍ୟ ନିମନ୍ତେ ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ଶକ୍ତି ଥାଏ

ମହିଳାମାନେ ସର୍ବଦା ପରିଶ୍ରମୀ, ସେମାନଙ୍କ ପାଇଁ ପରିବାର ହିଁ ସର୍ବପ୍ରଥମ ଅଟେ । ପାଠକବନ୍ଧୁ ! ଆପଣଙ୍କ ଆଖପାଖରେ ମହିଳାମାନେ ଥିବେ ଯେଉଁମାନଙ୍କ ସହିତ ଅଲଗା ଅଲଗା ପ୍ରକାର ସଂପର୍କ ଆପଣଙ୍କର ନିଶ୍ଚୟ ଥିବ ଏବଂ ଆପଣ ସେମାନଙ୍କୁ ସେହି ନଜରରେ

ଅନିୟମିତ ଭୋଜନରୁ ହେଉଥିବା ସ୍ୱାସ୍ଥ୍ୟଗତ ସମସ୍ୟା

ଯେଉଁ ଲୋକମାନେ ସକାଳ ଜଳଖିଆ କରନ୍ତି ନାହିଁ ଏବଂ ରାତ୍ରିଭୋଜନ ବହୁତ ବିଳମ୍ୱରେ କରନ୍ତି, ସେହିମାନଙ୍କୁ ହୃଦ୍‌ଘାତ ପରି ଅତି ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ, ହୃଦ୍‌ଘାତ ପରେ ମଧ୍ୟ ଯଦି ନିୟମିତ ତଥା ନିୟନ୍ତ୍ରିତ ଭୋଜନକୁ ଗୁରୁତ୍ୱ