Date: February 25, 2020

Total 24 Posts

ଭାରତୀୟ ଶିଳ୍ପପତିଙ୍କୁ ଭେଟିଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଦିଲ୍ଲୀରେ ଭାରତୀୟ କଂପାନୀର ସିଇଓମାନଙ୍କୁ ଭେଟିଛନ୍ତି। ଏହି ଅବସରରେ ପୁଣି ଥରେ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେଲେ ସେୟାର ବଜାର ହଜାର ହଜାର ଗୁଣା ବଢ଼ିବ ବୋଲି ସେ ଦମ୍ଭୋକ୍ତି ବି କରିଛନ୍ତି। ଆମେରିକା

୩ ଦିନିଆ ଓଡ଼ିଶା ଗସ୍ତରେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତାକାଲିଠୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସେ ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ  ପହଞ୍ଚିବା ପରେ ସିଧାସଳଖ ପୁରୀ ଯିବେ। ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ସୂଚନା ମିଳିଛି। ରାଜ୍ୟ ଗୃହ ବିଭାଗ ସୂତ୍ରରୁ

ବେଆଇନ ପାର୍କିଂ କଲେ ମୋଟାଅଙ୍କର ଜରିମାନା

ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ ୨୦୦୩ ଧାରା ୨୮ ଓ ୨୯ ତଥା ଭୁବନେଶ୍ୱର-କଟକ ପୁଲିସ କମିସନ୍‌ରେଟ ଟ୍ରାଫିକ୍‌ ରୁଲ ୨୦୦୮ ଧାରା ୨୯ରୁ ୨୧ ଅନୁସାରେ ସହରରେ ବେଆଇନ ପାର୍କିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧୀରେଧୀରେ ଅଧିକ କଡ଼ା କରାଯିବା ପାଇଁ

ସାହିତ୍ୟ ଅକାଦେମି ପୁରସ୍କାର ଗ୍ରହଣ କଲେ ଡକ୍ଟର ତରୁଣକାନ୍ତି ମିଶ୍ର ଓ କାଳୀଚରଣ ହେମ୍ବ୍ରମ

ଗଳ୍ପ ସଙ୍କଳନ ‘ଭାସ୍ବତୀ’ ପାଇଁ  ଓଡ଼ିଆ ଭାଷା ଲାଗି ୨୦୧୯ର କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ବିଶିଷ୍ଟ ଗାଳ୍ପିକ ଡକ୍ଟର ତରୁଣକାନ୍ତି ମିଶ୍ରଙ୍କୁ ପ୍ରଦାନ କରାଯାଇଛି। ଏଥିସହ ସାନ୍ତାଳୀ ଭାଷା ଲାଗି ସାହିତ୍ୟ ଅକାଦେମି ପୁରସ୍କାର ପାଇଛନ୍ତି ଓଡ଼ିଶାର ବିଶିଷ୍ଟ ସାନ୍ତାଳୀ

ନିର୍ବାଚନ ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ଚିଠି ଲେଖିଲା ମୁକ୍ତିମଣ୍ଡପ ପଣ୍ଡିତସଭା

ପୁରୀ, (ମୋ ଓଡ଼ିଶା): ମୁକ୍ତିମଣ୍ଡପ ପଣ୍ଡିତସଭାର ନୂଆ କାର୍ଯ୍ୟ ନିର୍ବାହିକା ପରିଷଦ ଗଠନ ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ମୁକ୍ତିମଣ୍ଡପ ପଣ୍ଡିତସଭାର ଉପସଭାପତି ଉମାବଲ୍ଲଭ ମହାପାତ୍ର ଚିଠି ଲେଖିଛନ୍ତି । ଶ୍ରୀ ମହାପାତ୍ର ଏହି ଚିଠିରେ ଉଲ୍ଲେଖ କରି ଲେଖିଛନ୍ତି, ମୁକ୍ତିମଣ୍ଡପ ପଣ୍ଡିତ

ଭଙ୍ଗାରୁଜା କରି ୨ ଗିରଫ

ପୁରୀ, (ମୋ ଓଡ଼ିଶା): ସ୍ଥାନୀୟ ରାଏ ବାହାଦୁର ଲେନ୍‌ସ୍ଥିତ ଗୋପବନ୍ଧୁ କଲୋନିରେ ରହୁଥିବା ରଣଜିତ ନାୟକଙ୍କ ଘରେ କେତେକ ଦୁର୍ବୃତ୍ତ ବଳପୂର୍ବକ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏ ସଂକ୍ରାନ୍ତରେ ରଣଜିତ କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ

ଭୋଗମଣ୍ଡପ ବିଳମ୍ୱରେ ଉଠୁଛି, ମହାପ୍ରସାଦ ପାଇବାରୁ ବଞ୍ଚିତ ହେଉଛନ୍ତି ଭକ୍ତ

ପୁରୀ, (ମୋ ଓଡ଼ିଶା): ଶ୍ରୀମନ୍ଦିରରେ ଭୋଗମଣ୍ଡପ ବିଳମ୍ୱରେ ଉଠୁଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାର ସ୍ଥାୟୀ ପ୍ରତିକାର ପାଇଁ ସର୍ବସାଧାରଣରେ ଦୃଢ଼ ଦାବି କରାଯାଉଛି । ପ୍ରକାଶଯୋଗ୍ୟ ଶ୍ରୀମନ୍ଦିର ବ୍ୟବସ୍ଥାବଳୀ ଲାଗୁହେବା ପରେ ଭୋଗମଣ୍ଡପ

ଉଚ୍ଛେଦ ହେଲା ପ୍ରତିହାରୀ ଭବନ

ପୁରୀ, (ମୋ ଓଡ଼ିଶା): ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ ଚାଲୁ ରହିଥିବା ଉଚ୍ଛେଦ ପ୍ରକ୍ରିୟାରେ ଗତକାଲି ପଶ୍ଚିମଦ୍ୱାର ନିକଟରେ ଥିବା ପ୍ରତିହାରୀ ଭବନକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି । ଏହି କୋଠା ସହ ସଂଲଗ୍ନ ଥିବା ଅନ୍ୟ ଛୋଟ ଛୋଟ

ମାରୁତି ସେନା ପକ୍ଷରୁ ରକ୍ତଦାନ ଶିବିର

ପୁରୀ, (ମୋ ଓଡ଼ିଶା): ଆଜି ସ୍ଥାନୀୟ ବାବା ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ସାମାଜିକ ସଂଗଠନ ମାରୁତି ସେନା ପକ୍ଷରୁ ବାର୍ଷିକୋତ୍ସବର ଆୟୋଜନ କରାଯାଉଛି । ଏହି ଅବସରରେ ମନ୍ଦିର ନିକଟରେ ସଂଗଠନ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ

ଆଖି ଝଲସାଇବା ଭଳି ରେଶମୀ କେଶ ଯଦି ଦରକାର ତେବେ ଏହି ଉପସ୍ଥାପନା ପଢ଼ନ୍ତୁ

ସୌନ୍ଦର୍ଯ୍ୟ ନିମନ୍ତେ କେଶର ଭୂମିକା ମହତ୍ତ୍ୱପୂର୍ଣ୍ଣ । ପ୍ରଦୂଷଣ କାରଣରୁ କେଶ ପ୍ରାୟ ନିରସ, ଶୁଷ୍କ ତଥା ରୁକ୍ଷ୍ଣ ହେଇଯିବା ଏକ ସାଧାରଣ ଘଟଣା । ଏହା ବ୍ୟତୀତ ଜୀବନଶୈଳୀରେ ପରିବର୍ତ୍ତନ ଓ ଖାଦ୍ୟପେୟର ଅନିୟମିତତା କେଶ ଉପରେ କୁପ୍ରଭାବ ପକାଇଥାଏ

ଧନୀ ହେବାକୁ ଚାହୁଁଛନ୍ତି ଯଦି ଆପଣାନ୍ତୁ ଏହି ୮ଟି ଭଲ ଅଭ୍ୟାସ

ସମସ୍ତେ ଧନୀ ହୋଇ ନିଜର ଆଶା ଆକାଂକ୍ଷାକୁ ପୂରଣ କରିବାକୁ ଇଚ୍ଛା କରିଥାନ୍ତି । ଆମେ ସମସ୍ତେ ଧନୀ ବ୍ୟକ୍ତିବିଶେଷଙ୍କ ଜୀବନଶୈଳୀ ପ୍ରତି ଆକର୍ଷିତ ହେଇଥାଉ । ଆମେ ମଧ୍ୟ ସେମାନଙ୍କ ଭଳି ଜୀବନ ଅତିବାହିତ କରିବାକୁ ଓ ଦେଖେଇହେବାକୁ ପସନ୍ଦ