Date: February 27, 2020

Total 19 Posts

ଜୁଆଣୀର ଉପଯୋଗିତା

ଜୁଆଣୀରେ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ରହସ୍ୟମାନ ଲୁଚିରହିଛି । ଆମ ଶରୀରରେ ଦେଖାଯାଉଥିବା ଛୋଟ ଛୋଟ ଶାରୀରିକ ସମସ୍ୟାଗୁଡ଼ିକୁ ସମୟୋଚିତ୍ତ ଧ୍ୟାନ ଦେଲେ ତାହା ଗୁରୁତର ସମସ୍ୟା ସୃଷ୍ଟି କରିନଥାଏ । ମନୁଷ୍ୟ ଶରୀରକୁ ସୁସ୍ଥ ରଖିବାରେ ଜୁଆଣୀ ଏକ ପ୍ରମୁଖ ଦ୍ରବ୍ୟ

ନାବାଳିକାକୁ ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ କୋର୍ଟ ଚାଲାଣ

ପୁରୀ, (ମୋ ଓଡ଼ିଶା): ବାସେଳୀ ସାହି ଥାନା ପୁଲିସ ତିନି ବର୍ଷ ତଳେ ଘଟିଥିବା ଏକ ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସୁନୀଲ ବାରିକ (୨୧)କୁ କୋର୍ଟ

ଶ୍ରୀଜଗନ୍ନାଥ ସେନାର ବିକ୍ଷୋଭ

ପୁରୀ, (ମୋ ଓଡ଼ିଶା): ରେଳ ଡାକ ସେବା (ଆର୍‌ଏମ୍‌ଏସ୍‌)କୁ ପୁରୀରୁ ଉଠାଇ ଖୋର୍ଦ୍ଧା ରୋଡ଼୍‌ରେ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କ ତରଫରୁ ରୂପରେଖ ପ୍ରସ୍ତୁତ ହୋଇସାରିଥିବାରୁ ଏହାର ବିରୋଧରେ ଆର୍‌ଏମ୍‌ଏସ୍‌ ନିକଟରେ ବିକ୍ଷୋଭ କରିଛି ଶ୍ରୀଜଗନ୍ନାଥ ସେନା । ସରକାରଙ୍କ ଏହି

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ପୁରୀ, (ମୋ ଓଡ଼ିଶା): ଆଜି ଅପରାହ୍ନରେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭାରତବାସୀଙ୍କ ସୁଖସମୃଦ୍ଧି ଓ ବିଶ୍ୱକଲ୍ୟାଣ ପାଇଁ ସେ ପ୍ରାର୍ଥନା କରିଥିବା ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ସମୟରେ ଗଣମାଧ୍ୟମକୁ ଜଣାଇଛନ୍ତି

ଗୁରୁଜୀଙ୍କୁ ଗୁରୁମନ୍ତ୍ର ଦେଲେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ

କେନ୍ଦ୍ରାପଡା,  ଗୁରୁମାନେ ପ୍ରକୃତ ମାର୍ଗଦର୍ଶକ।  ସେମାନେ ଚିରପୂଜ୍ୟ। ସେମାନେହିଁ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ମାର୍ଗଦର୍ଶକ । ଶିକ୍ଷାକତାକୁ ବୃତ୍ତି ଭାବେ ଗ୍ରହଣ କରିଥିବା ଗୁରୁମାନେ ନିଜ ବୃତ୍ତିର ମହାନତାକୁ ହ୍ରୁଦବୋଧ କରିବା ଉଚିତ ।ଆଜି କେନ୍ଦ୍ରାପଡା କଲେଜର ବାର୍ଷିକ ଉତ୍ସବରେ ମୁଖ୍ୟ

ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେଲା କଂଗ୍ରେସ

ଦିଲ୍ଲୀ ହିଂସା ମାମଲାରେ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳୀ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତିଙ୍କୁ କଂଗ୍ରେସ ପକ୍ଷରୁ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏହି ପ୍ରତିନିଧି ମଣ୍ଡଳୀରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା

କଣ୍ଟ ପୂରିଲା ମାର୍ଚ୍ଚ 1ରୁ କଡାକଡି ହେବ ଟ୍ରାଫିକ୍ ନିୟମ

ଛଅ ମାସର କଣ୍ଟ ପୁରିଲା । ମାର୍ଚ୍ଚ 1 ତାରିଖରୁ ଜୋରଦାର୍ ହେବ ଚଢାଉ। ନୂଆ ମୋଟର ଯାନ ଆଇନ ଅନୁଯାୟୀ ଜୋରିମାନା ଆଦାୟକୁ କଡାକଡି କରାଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ତେବେ ଯେହେତୁ ଲୋକଙ୍କୁ କାଗଜପତ୍ର

ଦିଲ୍ଲୀ ହିଂସା: ଆମ ଆଦମୀ ପାର୍ଟି ନେତାଙ୍କ ଛାତ ଉପରୁ ମିଳିଲା ପଥର, ପେଟ୍ରୋଲ ବୋମା

ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ବେଳେ ଆମ୍ ଆଦମୀ ପାର୍ଟି ନେତା ତଥା କାଉନସିଲର ତାହିର ହୁସେନଙ୍କ ଘର ଛାତ ଉପରୁ ପେଟ୍ରୋଲ ବୋମା ଏବଂ ପଥର ମିଳିଥିବା ଦେଖିବାକୁ ମିଳିଛି। କିଛି ଦିନ ତଳେ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ

ଦିଲ୍ଲୀ ହିଂସା ଭିତରେ ମାନବିକତାର ଝଲକ

ଗତ ରବିବାର ଠାରୁ ଦିଲ୍ଲୀରେ ଦେଖିବାକୁ ମିଳିଥିଲା ହିଂସା ଓ ଜଳାପୋଡା। ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ହିଂସା। ଏହି ହିଂସାରେ ଏପର୍ଯ୍ୟନ୍ତ 35 ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

ଦୁଇ ବାଇକ ଧକ୍କା, 3 ମୃତ

ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା  ତୁଜୁଙ୍ଗ ରାସ୍ତାର ଫପ୍‌ସି ଛକଠାରେ ଦୁଇଟି ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ତିନି ଜଣଙ୍କ ମତ୍ୟୁ ଘଟିଛି।  ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ସନ୍ତୋଷ ଡାକୁଆ, ପ୍ରସନ୍ନ ମାଝୀ ଓ

ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରଧାନ ଶିକ୍ଷୟିତ୍ରୀ

ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ପ୍ରଧାନ ଶିକ୍ଷୟିତ୍ରୀ। ଅଭିଭାବକଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ଏହି ପ୍ରଧାନ ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ରଶ୍ମିପ୍ରଭା ଶତପଥୀ। ସେ ରଙ୍ଗିଣସାହି ଉପ୍ରା ସ୍କୁଲ ସ୍କୁଲରେ କାର୍ଯ୍ୟ କରନ୍ତି। ସୂଚନାଯୋଗ୍ୟ, ଏକ