Date: February 28, 2020

Total 17 Posts

ସିଏଏ ସମର୍ଥନ ଜନସଭାରେ ଶାହଙ୍କ ଉଦବୋଧନ : ସିଏଏ ନାଗରିକତା ନେବାର ନୁହେଁ, ଦେବାର ଆଇନ୍‌

ସିଏଏ ସମର୍ଥନ ସଭାରୁ କଂଗ୍ରେସକୁ ଟାର୍ଗେଟ ସିଏଏ ନାମରେ ଭ୍ରମ ସୃଷ୍ଟି କରୁଛନ୍ତି ବିରୋଧୀ ୨୦୨୪ ସୁଦ୍ଧା ସମସ୍ତଙ୍କ ଘରେ ଘରେ ପହଁଚିବ ପିଇବ ପାଣି ଜନ ମଙ୍ଗଳ ପାଇଁ ମୋଦି କରିଛନ୍ତି ବହୁ ଯୋଜନା ପ୍ରତାଡ଼ିତଙ୍କୁ ନାଗରିକତା ଦେବାର ନିୟମ

ଭାରତୀୟ ଭାଷା ଅଭିଯାନ ଦ୍ୱାରା ଆନ୍ତର୍ଜାତୀୟ ମାତୃଭାଷା ପକ୍ଷ ପାଳିତ

ପୁରୀ, (ମୋ ଓଡ଼ିଶା): ସ୍ଥାନୀୟ ପୁରୀ ଜିଲ୍ଲା ନ୍ୟାୟାଳୟ ଅଧିବକ୍ତା ପ୍ରକୋଷ୍ଠରେ ଭାରତୀୟ ଭାଷା ଅଭିଯାନ (ଓଡ଼ିଶା) ଦ୍ୱାରା ତଟବର୍ତ୍ତୀ ଜିଲ୍ଲା ସମୂହ ତରଫରୁ ଆନ୍ତର୍ଜାତୀୟ ମାତୃଭାଷା ପକ୍ଷ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ

ଚୋରା ବାଇକ୍‌ କ୍ରୟ କରି ବିହାରୀ ବେପାରୀ ଗିରଫ

ପୁରୀ, (ମୋ ଓଡ଼ିଶା): ଏକ ଚୋରା ବାଇକ୍‌ କିଣି ଥିବାରୁ ଜଣେ ବିହାରୀ ବମ୍ୱେ ଲଡୁ ବେପାରୀଙ୍କୁ ପୁଲିସ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ, ବିହାର ଦରଭଙ୍ଗା ଜିଲ୍ଲା ଅନ୍ତର୍ଗତ ଆୟାଘାଟ ଥାନା ରାଜୋଲି ସାହି ବାସିନ୍ଦା ସତ୍ୟନାରାୟଣ

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଐତିହ୍ୟ କରିଡର୍‌ ଆଲୋଚନାଚକ୍ର

ପୁରୀ, (ମୋ ଓଡ଼ିଶା): ବିଶ୍ୱପ୍ରସିଦ୍ଧ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ଉନ୍ନତିକରଣ ତଥା ସୌନ୍ଦର୍ଯ୍ୟକରଣ ନିମନ୍ତେ ହେବାକୁ ଥିବା ଐତିହ୍ୟ କରିଡର୍‌ର ଚୂଡ଼ାନ୍ତ ନକ୍ସାକୁ ମୁଖ୍ୟମନ୍ତ୍ରୀ ଇତିମଧ୍ୟରେ ଅନୁମୋଦନ ପ୍ରଦାନ କରିଛନ୍ତି । ଏହି କରିଡର୍‌ର ନିର୍ମାଣ ପାଇଁ ରୂପରେଖ ପ୍ରସ୍ତୁତି ଆରମ୍ଭ

ସମାଜସେବା ପାଇଁ ମନ ବଳାଇଲେ ଅବସରପ୍ରାପ୍ତ ନୌସେନା ଅଧିକାରୀ

ପୁରୀ, (ମୋ ଓଡ଼ିଶା): ସ୍ଥାନୀୟ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ନୌସେନାର ୨୦୦୧ ବ୍ୟାଚ୍‌ ଅଧିକାରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଏହି ନୌସେନା ଅଧିକାରୀମାନେ ସମାଜସେବାରେ ନିଜକୁ ସାମିଲ କରି ବିଭିନ୍ନ ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମର ଚୂଡ଼ାନ୍ତ ରୂପରେଖ

ମିଠା ଖାଦ୍ୟର ବିକଳ୍ପ ଏହିସବୁ ଫଳ

ମିଠାଜାତୀୟ ଖାଦ୍ୟଗୁଡ଼ିକୁ ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତିବିଶେଷମାନେ ଅଧିକ ମିଠା ଖାଇବାଦ୍ୱାରା ହେଉଥିବା ସ୍ୱାସ୍ଥ୍ୟଗତ ସମସ୍ୟା ବିଷୟରେ ଜାଣି ମଧ୍ୟ ନିଜକୁ ମିଠା ସେବନରୁ ଦୂରେଇ ରଖିପାରନ୍ତି ନାହିଁ । କିନ୍ତୁ, ଏମିତି ବହୁତ ଫଳ ଅଛି ଯାହା ସ୍ୱାଦରେ ମିଠା

ଘରର ଡାକ୍ତର ହେଉଛି ରସୁଣ

ଔଷଧୀୟ ଗୁଣରେ ଭରପୁର ରସୁଣ ଖାଲି ବ୍ୟଞ୍ଜନରେ ସ୍ୱାଦ ବୃଦ୍ଧି କରାଇନଥାଏ, ଏହା ସ୍ୱାସ୍ଥ୍ୟପକ୍ଷେ ମଧ୍ୟ ହିତକାରୀ । ପ୍ରାୟ ସବୁ ଭାରତୀୟ ରନ୍ଧନ ଖାଦ୍ୟ ପ୍ରସ୍ତୁତିରେ ରସୁଣ ବ୍ୟବହାର କରିଥାନ୍ତି, ଏଣୁ ଏହି ରସୁଣ ଭାରତୀୟ ରନ୍ଧନଶାଳାମାନଙ୍କରେ ସହଜରେ ଉପଲବ୍ଧ

ବାଲେଶ୍ୱରର ବିଭିନ୍ନ ପାଥୋଲାବରେ ଚଢ଼ଉ

ବାଲେଶ୍ୱର ସହରରେ ଥିବା ବିଭିନ୍ନ ପାଥୋଲାବ୍ ଉପରେ ଚଢ଼ଉ ହୋଇଛି। ଜଣେ ମାଜିଷ୍ଟ୍ରେଟ୍, ଜଣେ ଡିଏସ୍‌ପିଙ୍କ ସମେତ ଏକ ଛଅ ଜଣିଆ ଟିମ୍ ଅଚାନକ ଏହି ଚଢଉ କରିଛି। ଏହି ଟିମ୍‌ ଲାବ୍‌ର ଉପକରଣ ଦେଖିବା ସହ ବିଭିନ୍ନ ନିୟମାବଳୀକୁ ଲାବ୍

ଏକାଠି ଖାଇବେ ନବୀନ- ଶାହା

ଭୁବନେଶ୍ୱର, ନବୀନ ନିବାସରେ ନବୀନଙ୍କ ସହ ଆଜି ମଧ୍ୟାହ୍ଣ ଭୋଜନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏଥିପାଇଁ ନବୀନ ନିବାସରେ ବହୁ ଆଡ଼ମ୍ବରରେ ସମସ୍ତ ବ୍ୟବସ୍ଥା ସରିଛି। ଆଜି ଶାହଙ୍କ ସହ ମଧ୍ୟାହ୍ଣ ଭୋଜନରେ ୧୧ ଜଣ ଖାସ୍ ଅତିଥି

ସାମ୍ନାକୁ ଆସିଲା ଦିଲ୍ଲୀ ହିଂସାକାଣ୍ଡରେ ସାଂଘାତିକ ତଥ୍ୟ, ୨୧ଙ୍କୁ ଗୁଳି, ୪ ଜଣଙ୍କୁ ଛୁରି ଭୁଷି ହତ୍ୟା

ଉତ୍ତର-ପୂର୍ବ ଦିଲ୍ଲୀରେ  ବିଦ୍ରୋହୀଙ୍କ ତାଣ୍ଡବଲୀଳାରେ ମୃତକଙ୍କ ସଂଖ୍ୟା ୩୮ ଟପିଲାଣି।  ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ହିଂସାକାଣ୍ଡରେ ଏଯାଏଁ ୩୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।  ୨୦୦ରୁ ଅଧିକ ଆହତ ହେଲେଣି। ମୃତକଙ୍କ ମଧ୍ୟରେ ଜଣେ ପୁଲିସ ଅଧିକାରୀ ଥିବା ବେଳେ ୩୭ ଜଣ

ଦିଲ୍ଲୀ ହିଂସାରେ ସଂପୃକ୍ତ ଥିବା ଆପ୍ ନେତା ତାହିର ହୁସେନ ନିଲମ୍ବିତ

ନୂଆଦିଲ୍ଲୀ, ଦିଲ୍ଲୀରରେ ଗତ ୪ ଦିନହେବ ହିଂସାପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ହିଂସାରେ ହାତ ଥିବା ଅଭିଯୋଗ ଆଣି ଦିଲ୍ଲୀ ପୁଲିସ୍ ଆପ୍ ନେତା ତାହିର୍ ହୁସେନଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି। ଏଥିସହିତ ହିଂସାରେ ସମ୍ପୃକ୍ତି ନେଇ ଅଭିଯୋଗ