Month: March 2020

Total 489 Posts

ଓଡିଶାରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ

ଓଡ଼ିଶାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାର ୨୯ ବର୍ଷର ଯୁବକଙ୍କ ରକ୍ତ ଓ ସ୍ୱାବ୍ ନମୁନା କୋଭିଡ୍-୧୯ ପଜିଟିଭ୍ ଆସିଛି । ଆଜି ରାତିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା

‘ରାମ ନବମୀ’

ଭୁବନେଶ୍ୱର, (ମୋ ଓଡ଼ିଶା): ଚଳିତ ବର୍ଷ ‘ରାମ ନବମୀ’ ଏପ୍ରିଲ ୨ ତାରିଖ ଗୁରୁବାର ଦିନ ସମସ୍ତ ରାମ ଭକ୍ତମାନେ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରିବେ । ପାଠକବନ୍ଧୁ ! ଆସନ୍ତୁ, ଏହି ଉପସ୍ଥାପନାରେ ଜାଣିବା ପବିତ୍ର ‘ରାମ ନବମୀ’

‘ରାମାୟଣ’ ‘ମହାଭାରତ’ ପରେ ଦୂରଦର୍ଶନରେ ପ୍ରସାରିତ ହେବ ‘ଶକ୍ତିମାନ’

ପୁରୀ, (ମୋ ଓଡ଼ିଶା): ଭାରତୀୟ ଟେଲିଭିଜନ ଇତିହାସର ସବୁଠାରୁ ଲୋକପ୍ରିୟ ମେଗା ସିରିଏଲ ‘ଶକ୍ତିମାନ’ ପୁଣି ଥରେ ଟିଭି ପରଦାକୁ ଫେରିଥିବାରୁ ଏହାର ଅଗଣିତ ଦର୍ଶକମାନେ ଅତ୍ୟନ୍ତ ଉତ୍ସୁକୁତାର ସହ ଅପେକ୍ଷା କରି ରହିଛନ୍ତି ଏହାର ପ୍ରଥମ ଏପିସୋଡ୍‌ ଦେଖିବାକୁ ।

ଭାରତୀୟ ସେନାର କ୍ୱାରେଣ୍ଟାଇନ ୟୁନିଟରେ ୯ଜଣ କରୋନା ପଜିଟିଭ

ନୂଆଦିଲ୍ଲୀ, (ମୋ ଓଡ଼ିଶା) : ରାଜସ୍ଥାନର ଜୈସାଲମେରରେ ଭାରତୀୟ ସେନା ଗଠନ କରାଯାଇଥିବା ସ୍ୱତନ୍ତ୍ର କ୍ୱାରେଣ୍ଟାଇନ ୟୁନିଟରେ ଥିବା ୯ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିବାରୁ ହଇଚଇ ସୃଷ୍ଟି ହୋଇଛି । ଫଳରେ ରାଜସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୨୦୨୨ରେ ଆୟୋଜିତ ହେବ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ

ନୂଆଦିଲ୍ଲୀ, (ମୋ ଓଡ଼ିଶା): ବିଶ୍ୱ ମହାମାରୀ କରୋନା ଭାଇରସର ସଂକ୍ରମଣ ପାଇଁ ସାରା ବିଶ୍ୱ କ୍ରୀଡ଼ାଜଗତ ପ୍ରଭାବିତ ହୋଇଛି । ପୂର୍ବରୁ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯିବା ପରେ ଅନୁରୂପ ଭାବରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଆୟୋଜନକୁ ମଧ୍ୟ

କରୋନା ପାଇଁ ରୋହିତ ଶର୍ମା ୮୦ ଲକ୍ଷ ଦେଲେ

ନୂଆଦିଲ୍ଲୀ, (ମୋ ଓଡ଼ିଶା): କରୋନା ମୁକାବିଲା ପାଇଁ ବିଭିନ୍ନ କ୍ଷେତ୍ରର ସେଲିବ୍ରିଟିମାନେ ଅର୍ଥଦାନ କରୁଥିବା ବେଳେ ଏଥିରେ ନିଜକୁ ସାମିଲ୍‌ କରିଛନ୍ତି ଭାରତୀୟ କ୍ରିକେଟ ଦଲର ବିଶ୍ୱବିନ୍ଦିତ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା । ଦେଶ ମାତୃକାର ସେବା ପାଇଁ ୮୦ ଲକ୍ଷ

ଆମ୍ବୁଲାନ୍ସର ଅପବ୍ୟବହାର କଲେ ବନ୍ଧାହେବେ ଡ୍ରାଇଭର

ଆମ୍ବୁଲାନ୍ସର ଅପବ୍ୟବହାରକୁ ରୋକିବା ଲାଗି ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି । ଆମ୍ବୁଲାନ୍ସରେ ଯାତ୍ରୀ ପରିବହନ ଲାଗି ବ୍ୟବହାର କରୁଥିବା ଧରାପଡିଲେ ଡ୍ରାଇଭରକୁ ଗିରଫ କରିବା ସହ ଗାଡି ବାଜ୍ୟାପ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ

ମନ୍ତ୍ରୀ, ବିଧାୟକଙ୍କ ଦରମା ୭୦% କାଟ

ତେଲେଙ୍ଗାନା, ମହାରାଷ୍ଟ୍ର ପରେ ଓଡିଶା ସରକାର ନେଲେ ଚରମ ପଦକ୍ଷେପ । ବଡବଡିଆଙ୍କ ଦରମା ସ୍ଥଗିତ ରଖିବାକୁ ନିଷ୍ପତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ, ବିଧାୟକ, ବିଭିନ୍ନ ନିଗମର ଅଧ୍ୟକ୍ଷ, ସମସ୍ତ ପୌରାଂଚଳର ନିର୍ବାଚିତ ପ୍ରତିନିଧିଙ୍କ ଦରମାର ୭୦

ଦିଲ୍ଲୀର ନିଜାମୁଦ୍ଦିନ୍ ର ଧାର୍ମିକ ସମାବେଶରେ ଓଡ଼ିଶାର ୧୫ଜଣ ଥିଲେ ସାମିଲ

ଦିଲ୍ଲୀର ନିଜାମୁଦ୍ଦିନ୍ ର ଧାର୍ମିକ ସମାବେଶରେ ଯୋଗ ଦେଇଥିବା ହଜାର ହଜାର ଲୋକଙ୍କ ମଧ୍ୟରୁ ଏଯାବତ୍ ୨୪ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବାବେଳେ ୭ଜଣ ମୃତ୍ୟୁର ଶିକାର ହୋଇସାରିଛନ୍ତି । ଅନ୍ୟପଟେ ଏହି ସମାବେଶରେ ଓଡ଼ିଶାର ୧୫ଜଣ ସାମିଲ ଥିବା ଜଣାପଡିଛି ।

ଭାରତରେ କୋରୋନା ବୃଦ୍ଧି ପାଇବାର କାରଣ ପାଲଟିବ କି ନିଜାମୁଦ୍ଦିନ୍ ର ଧାର୍ମିକ ସମାବେଶ?

ମହାମାରୀ କୋରୋନା ଭାରତରେ କାୟା ବିସ୍ତାର କରିବାକୁ ନେଇ ସରକାର ଅଛନ୍ତ ଚିନ୍ତାରେ । ଏହାର ସମାଧାନ ପାଇଁ ସେ ଭାରତରେ କରିଥିଲେ ୨୧ଦିନିଆ ଲକ୍ ଡାଉନ୍ । ଯାହାକୁ କଡାକଡି ପାଳନ କରିବାର ମଧ୍ୟ ଘୋଷଣା କରିଥିଲେ । ମାତ୍ର

ଦିଲ୍ଲୀର ନିଜାମୁଦ୍ଦିନ୍ ର ଧାର୍ମିକ ସମାବେଶ: ୨୪ଜଣ ପଜିଟିଭ୍‌, ୭ମୃତ

ଦିଲ୍ଲୀର ନିଜାମୁଦ୍ଦିନ୍ ଧାର୍ମିକ ସମାବେଶ ଏବେ ଦେଶ ପାଇଁ ସୃଷ୍ଟି କରିଛି ଚିନ୍ତାର କାରଣ । ତେବେ ଏହି ଧାର୍ମିକ ସମାବେଶରୁ ଆସିଥିବା ଲୋକଙ୍କ ମଧ୍ୟରୁ ୨୪ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବାବେଳେ ବର୍ତମାନ ସୁଦ୍ଧା ୭ଜଣଙ୍କ ପ୍ରାଣ ଯାଇଥିବା ସୂଚନା ମିଳିଛି