latest

Date: March 2, 2020

Total 23 Posts

ସିଂହଦ୍ୱାରରେ ଲକ୍ଷ୍ମୀନାରାୟଣ ସତ୍‌ସଂଘ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ

ପୁରୀ, (ମୋ ଓଡ଼ିଶା): ଆଧ୍ୟତ୍ମିକ ଚେତନାର ବିକାଶ ଓ ସମଗ୍ର ମାନବ ଜାତିର କଲ୍ୟାଣ ନିମନ୍ତେ ଲକ୍ଷ୍ମୀନାରାୟଣ ସତ୍‌ସଂଘ ପକ୍ଷରୁ ସ୍ଥାନୀୟ ସିଂହଦ୍ୱାର ନିକଟରେ ଏକ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପ୍ରବଚନ କାର୍ଯ୍ୟକ୍ରମ ଆସନ୍ତା ୬

ଶ୍ରୀନୀଳାଚଳ ତତ୍ତ୍ୱ ସନ୍ଧାନ ପରିଷଦର ମାସିକ ଆଲୋଚନାଚକ୍ର

ପୁରୀ, (ମୋ ଓଡ଼ିଶା): ସ୍ଥାନୀୟ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ପ୍ରଫେସର ଗୋପାଳକୃଷ୍ଣ ଦାଶଙ୍କ ସଭାପତିତ୍ୱରେ ଶ୍ରୀନୀଳାଚଳ ତତ୍ତ୍ୱ ସନ୍ଧାନ ପରିଷଦର ମାସିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପରିଷଦର ସମ୍ପାଦକ ଡ. ଶ୍ରୀନିବାସ ଆଚାର୍ଯ୍ୟ ‘କେନୋପନିଷଦରେ ବ୍ରହ୍ମତତ୍ତ୍ୱ’ ଶୀର୍ଷକ ଏହି

ପୁରୀ ସହରକୁ ଭିକାରି ମୁକ୍ତ କରାଯିବ

ପୁରୀ, (ମୋ ଓଡ଼ିଶା): ପୁରୀ ସହରରେ ଭିକାରୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ବିଭିନ୍ନ ସମୟରେ ଏହି ଭିକାରୀମାନେ ପର୍ଯ୍ୟଟକମାନଙ୍କୁ ହଇରାଣ କରୁଥିବାର ଦୃଷ୍ଟାନ୍ତ ମଧ୍ୟ ରହିଛି । ଖାସ୍‌ ଏହି କାରଣରୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ

ପୁରୀରେ ଆୟୋଜିତ ହେଲା ଜାତୀୟସ୍ତରୀୟ ଟ୍ରାଇଥ୍‌ଲନ୍‌ ପ୍ରତିଯୋଗିତା

ପୁରୀ, (ମୋ ଓଡ଼ିଶା): ପୁରୀରେ ପ୍ରତିବର୍ଷ ଭଳି ଚଳିତବର୍ଷ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ଜାତୀୟସ୍ତରୀୟ ଟ୍ରାଇଥ୍‌ଲନ୍‌ ପ୍ରତିଯୋଗିତା ରୋଟାରି କ୍ଲବ୍‌ ପୁରୀ ସାଗର ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାର ନାମ ‘ଦି ହରକୁଲେନ୍‌ ଟ୍ରାଇଥ୍‌ଲନ୍‌’ ରଖାଯାଇଥିଲା ।

ପତ୍ରକୋବି

ପତ୍ରକୋବି ବର୍ଷାସାରା ମାର୍କେଟରେ ଉପଲବ୍ଧ ହୁଏ । ଏଥିରେ ଭିଟାମିନ୍‌ ଏ, ବି୧, ବି୨, ବି୬, ଭିଟାମିନ୍‌ ଇ, ଭିଟାମିନ୍‌ ସି, କେ ଏବଂ କ୍ୟାଲସିୟମ୍‌, ଲୌହ, ଆୟୋଡିନ୍‌, ପୋଟାସିୟମ୍‌, ସଲ୍‌ଫର ଓ ଫୋଲେଟ୍‌ ଭଳି ମିନେରାଲ୍ସ ଭରପୁର ମାତ୍ରାରେ ରହିଛି

ପାଚନକ୍ରିୟାକୁ ସୁଦୃଢ଼ କରିଥାଏ ଏହିସବୁ ଖାଦ୍ୟ

ପାଚନକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାକୁ ହେଲେ ଆମର ଖାଦ୍ୟନଳୀର ନିମ୍ନଭାଗରେ ଥିବା ଅନ୍ତନଳୀ ବା ଅନ୍ତୁବୁଜୁଳାକୁ ସୁସ୍ଥ ରଖିବାକୁ ପଡ଼ିବ । କାରଣ ଏହି ଅନ୍ତବୁଜୁଳା ବା ଅନ୍ତନଳୀର ପ୍ରାଥମିକ କାର୍ଯ୍ୟ ହେଲା ପୋଷକ ତତ୍ତ୍ୱଗୁଡ଼ିକୁ ଅବଶୋଷଣ କରିବା ଏବଂ ଅଦରକାରୀ

ରିଲିଜ୍‌ ହେଲା ‘ସୂର୍ଯ୍ୟବଂଶୀ’ର ଟ୍ରେଲର୍

ମୁମ୍ବାଇ , ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର୍‌ ରିଲିଜ୍ ହୋଇଯାଇଛି। ରୋହିତ୍‌ ଶେଟ୍ଟୀଙ୍କ କୋପ୍‌ (ପୁଲିସ୍) ସିରିଜ୍‌ର ଏହି ଫିଲ୍ମରେ ଅକ୍ଷୟ ପୁଲିସ୍‌ ଅଫିସର୍‌ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମର ଟ୍ରେଲର୍‌କୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳୁଛି।

କାଲି ମିଳିବ କି ନିର୍ଭୟାଦୋଷୀଙ୍କୁ ଫାଶୀ ?

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ଆସନ୍ତାକାଲି ଏହି ଘଟଣାର ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଧାର୍ଯ୍ୟ ହୋଇଥିବା ସମୟ କିମ୍ବା ତାରିଖରେ କୌଣସି ପରିବର୍ତ୍ତନ କରିବାକୁ ପଟିଆଲା ହାଉସ କୋର୍ଟ ମନା କରିଦେଇଛନ୍ତି।

ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରୀକ୍ଷାକେନ୍ଦ୍ର ବୁଲିଲେ ଶିକ୍ଷାମନ୍ତ୍ରୀ

ପୁରୀ ଜିଲ୍ଲା ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁରସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରକୁ ସୋମବାର ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରିଦର୍ଶନ କରିଛନ୍ତି। ମାଟ୍ରିକ ପରୀକ୍ଷା ଶେଷ ହୋଇଥିବାରୁ ସେ ଛାତ୍ରଛାତ୍ରୀଙ୍କ ଉତ୍ତମ ପରୀକ୍ଷା ଫଳପାଇଁ କାମନା କରିଛନ୍ତି। ପରୀକ୍ଷା ଫଳ

ନିର୍ମାଣ ଶ୍ରମିକ  କଲ୍ୟାଣମଣ୍ଡପ ସସ୍ତାହ ଉଦଘାଟିତ,  ଶ୍ରମିକଙ୍କ ହକ୍ ପାଇଁ କାମ କରୁଛି ଏବଂ କରିଚାଲିବି- ମୁଖ୍ୟମନ୍ତ୍ରୀ

ଶ୍ରମିକମାନଙ୍କ ହକ୍ ପାଇଁ ମୁଁ କାମ କରୁଛି ଏବଂ କରିଚାଲିବି  ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ପଡିଆରେ ଶ୍ରମିକ  ଏବଂ ଇଏସଆଇ ବିଭାଗ ପକ୍ଷରୁ ଆୟୋଜିତ ଶ୍ରମିକ ସପ୍ତାହ ପାଳନ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି

‘ମାଷ୍ଟର ସେଫ୍ ଇଣ୍ଡିଆ ସିଜନ୍-୬’ ଟାଇଟସ ଜିତିଲେ ଓଡିଆ ପୁଅ

 ଷ୍ଟାର ପ୍ଲସ୍‌ରେ ପ୍ରସାରିତ ହେଉଥିବା ଖାଦ୍ୟଭିତ୍ତିକ ରିୟାଲିଟି ଶୋ’ ‘ମାଷ୍ଟର ସେଫ୍ ଇଣ୍ଡିଆ ସିଜନ୍-୬’ର ବିଜେତା ହୋଇଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ। ରବିବାର ଶୋ’ର ଗ୍ରାଣ୍ଡ ଫିନାଲେ ପ୍ରସାରିତ ହୋଇଥିଲା ଓ ଏଥିରେ ଅବିନାଶଙ୍କୁ ଆନୁଷ୍ଠାନିକ ଭାବେ ବିଜେତା ଘୋଷଣା