latest

Date: March 3, 2020

Total 14 Posts

ରକ୍ତଦାନରେ ରେକର୍ଡ଼ କଲା ନୂଆ ପ୍ରୟାସ। ସଂଗ୍ରହ ହେଲା ୧୦୧ ୟୁନିଟ

ସୋର, (ରଞ୍ଜିତ ମହାକୁଡ଼ ) : ଆଉ ପାଦେ ଆଗେଇଲା ନୂଆ ପ୍ରୟାସ। ଗତ ଦୁଇ ବର୍ଷ ତଳେ ଯେଉଁ ଉଦେଶ୍ୟ ଯେଉଁ ନାରା ନେଇ ଏ ଅଭିଯାନ ଆରମ୍ଭ ହୋଇଥିଲା ଆଜି ଦୁଇ ପାଦ ଆଗକୁ ଯାଇଛି ଗାଁ ମାଟିରେ

ଶାନ୍ତି ବଜାୟ ରଖିବାକୁ ବିଜେପି ସାଂସଦଙ୍କୁ ଆହ୍ୱାନ ଦେଲେ ମୋଦି

ମଙ୍ଗଳବାର ସଂସଦୀୟ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସାଂସଦମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି। ମଙ୍ଗଳବାର ସେ କହିଛନ୍ତି ସମାଜରେ ଶାନ୍ତି ଓ ଭାଇଚାରା ସୃଷ୍ଟି ପାଇଁ ସାଂସଦମାନେ ନେତୃତ୍ୱ ନିଅନ୍ତୁ।ସେ ଏଭଳି କହିବାର କିଛି ଦିନ

ପୁଅକୁ କାନ୍ଧରେ ଧରି ଡ୍ୟୁଟି କଲେ ମହିଳା କନଷ୍ଟେବଳ

ନାରୀର ପ୍ରକୃତ ପରିଚୟ ହେଉଛି ଜନନୀ, ଜାୟା, ଭଗିନୀ। ଏସବୁ ଦାୟିତ୍ୱ ତୁଲାଇ ସାରିବା ପରେ ହିଁ ସେ ତାର ଅନ୍ୟ ସମସ୍ତ କର୍ତ୍ତବ୍ୟ ନିର୍ବାହ କରିଥାଏ। ସେ କାର୍ଯ୍ୟକ୍ଷେତ୍ର ହେଉ ନା କାହିଁକି। ଆଜିର ନାରୀ କୌଣସି ଗୁଣରେ କମ୍‌

‘ଗାଡ଼ଙ୍ଗକୁଟି ମହୋତ୍ସବ-୨୦୨୦’ ଉଦ୍‌ଘାଟିତ

କନ୍ଧମାଳ ଜିଲ୍ଲାର ଜୈବ ବିବିଧତା ଭରା ମଣ୍ଡାସରୁ ଇକୋ ଟୁରିଜିମଠାରେ ପ୍ରଥମ ଥର ପାଇଁ ‘ଗାଡ଼ଙ୍ଗକୁଟି ମହୋତ୍ସବ-୨୦୨୦’ ଅନୁଷ୍ଠିତ ହୋଇଯାଇଛି। ୩ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବକୁ ବିରୋଧୀ ଦଳ ନେତା ପ୍ରଦୀପ ନାୟକ ମୁଖ୍ୟ ଅତିଥିଭାବେ

ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜିଠାରୁ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କର ଚଳିତବର୍ଷର ପରୀକ୍ଷା ଆରମ୍ଭ ହୋଇଛି । ଯେଉଁଥିରେ ରାଜ୍ୟରେ ମୋଟ ୩ଲକ୍ଷ ୫୦ହଜାର ୮ଶହ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଥିବାବେଳେ ମୋଟ ୧୧୪୩ଟି ସେଂଟରରେ ଏହି ପରୀକ୍ଷା ଚାଲିଛି। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା

ସୋସିଆଲ ମିଡିଆ ବ୍ୟବହାର କରିବେନି ମୋଦୀ

ସବୁବେଳେ ସୋସିଆଲ ମିଡିଆରେ ଅପଡେଟ୍ ରହୁଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଉ ଏଥର ଏହି ପ୍ଲାଟଫର୍ମର ବ୍ୟବହାର କରିବେ ନାହିଁ । ଏନେଇ ସେ ଚିନ୍ତା କରୁଥିବା ଦେଶବାସୀଙ୍କୁ ଟ୍ୱିଟ ଜରିଆରେ ଜଣାଇଛନ୍ତି । ଫେସବୁକ୍‌, ଟ୍ବିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍‌କୁ ପରିତ୍ୟାଗ

ଖେଳୁଥିଲେ ବ୍ୟାଟେରୀ; ଫାଟିଯିବାରୁ ୩ ନାବାଳକ ଗୁରୁତର

ଏକ ପରିତ୍ୟକ୍ତ ସ୍ଥାନରୁ ବ୍ୟାଟେରୀ ପାଇ ୩ ନାବାଳକ ତାହାକୁ ଖେଳୁଥିଲେ । ଏହି ସମୟରେ ଉକ୍ତ ବ୍ୟାଟେରୀ ଫାଟିଯିବାରୁ ସେମାନେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡିଛି । ତେବେ ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ

ଭିଜିଲାନ୍ସ ପଞ୍ଝାରେ ବ୍ରହ୍ମପୁରର ରୋଡ ଆଣ୍ଡ ବିଲ୍ଡିଂ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ; ୧୨ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ହାତରେ ବ୍ରହ୍ମପୁରର ରୋଡ ଆଣ୍ଡ ବିଲ୍ଡିଂ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ କୁମାର ପାଢ଼ୀ । ତେବେ ତାଙ୍କର ଘର ସହ ୧୨ଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି ।ସୂଚନା ଅନୁଯାୟୀ, ବ୍ରହ୍ମପୁରର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ

ପୁଅକୁ ପିଟିଲା ପୁଲିସ୍‌, ଧାରଣାରେ ବିଧାୟକ

 “ମୋ ପୁଅ ସାଙ୍ଗମାନଙ୍କ ସହ ଏକ ବିବାହ ମଣ୍ଡପ ସମ୍ମୁଖରେ ଛିଡ଼ା ହୋଇଥିଲା। ପିସିଆର ଭ୍ୟାନ୍‌ ପହଞ୍ଚି ସେଠାରେ ସେମାନଙ୍କୁ ନିସ୍ତୁକ ପିଟିଲା।  ବିନା କାରଣରେ ମାରପିଟ କରିବା ପରେ ଏବେ ମାରପିଟ ହୋଇ ନାହିଁ ବୋଲି ସଫେଇ ଦେଉଛନ୍ତି ପୁଲିସ୍‌

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା

ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ବିଜ୍ଞାନ ଛାତ୍ରଛାତ୍ରୀ।  ଆଜି ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଗୋଟାଏ ଯାଏ ଚାଲିବ। ସମୁଦାୟ ୧,୧୪୩ କେନ୍ଦ୍ରରେ ସାଢ଼େ ୩ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା

ଋଣ ଦିଅନ୍ତୁ ନାହିଁ

ମେଷ: ଦର୍ଶନୀୟ ସ୍ଥାନ ବୁଲିବାକୁ ଯାଇପାରନ୍ତି। ମାନ-ସମ୍ମାନ ମିଳିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ବୃଷ: ଅଳସୁଆ ଅନୁଭବ କରିବେ।  ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ମିଥୁନ: ବିବାହ ସ୍ଥିର ହୋଇପାରେ। ଧନପ୍ରାପ୍ତି ଯୋଗ ରହିଛି। ପରିବାରରେ ହସଖୁସିର ପରିବେଶ ରହିବ। କର୍କଟ: କୌଣସି କଥାକୁ ନେଇ