latest

Date: March 4, 2020

Total 20 Posts

ପଶୁପତିନାଥ ମନ୍ଦିର ଦର୍ଶନ କରିବେ ଶ୍ରୀମନ୍ଦିର ଶୁଦ୍ଧ ସୁଆର ସେବକ

ପୁରୀ, (ମୋ ଓଡ଼ିଶା): ବରିଷ୍ଠ ଦଇତାପତି ସେବକ ଗଣେଶ ଦାସମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଶୁଦ୍ଧ ସୁଆର ନିଯୋଗର ଏକ ମହତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶୁଦ୍ଧ ସୁଆର ସେବକମାନଙ୍କର ନେପାଳ ଗସ୍ତ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା ।

ବ୍ଲେସ୍‌ଡ ସାକ୍ରାମେଣ୍ଟ ହାଇସ୍କୁଲ ପକ୍ଷରୁ ହେଲ୍‌ମେଟ୍‌ ପିନ୍ଧିବା ନେଇ ସଚେତନତା

ପୁରୀ, (ମୋ ଓଡ଼ିଶା): ମାର୍ଚ୍ଚ ମାସର ପ୍ରଥମ ସପ୍ତାହରୁ ପୁରୀରେ ଆରମ୍ଭ ହୋଇଯାଇଛି ‘ନୋ ହେଲ୍‌ମେଟ୍‌, ନୋ ପେଟ୍ରୋଲ୍‌’ ଅଭିଯାନ । ସହରର ବିଭିନ୍ନ ପେଟ୍ରୋଲ୍‌ ପମ୍ପରେ ଏ ନେଇ ସୂଚନା ଫଳକ ଲଗାଯାଇଛି ଏବଂ ହେଲମେଟ୍‌ ନ ପିନ୍ଧିଲେ ପେଟ୍ରୋଲ୍‌

ପୁରୀରେ ଲଜ୍ଜା : ବିଧବାଙ୍କୁ ଦୁଷ୍କର୍ମ

ପୁରୀ, (ମୋ ଓଡ଼ିଶା): ସଦର ଥାନା ଅଞ୍ଚଳର ଜଣେ ୪୦ ବର୍ଷୀୟ ବିଧବାଙ୍କୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତମପଡ଼ା ବାଣୁଆ ଗ୍ରାମର ସୁରେଶ ନାୟକ(୨୭) । ପୁଲିସ

ଜିଲ୍ଲା ପ୍ରଶାସନ ତରଫରୁ ଭିକାରିମୁକ୍ତ ଅଭିଯାନ ଆରମ୍ଭ

ପୁରୀ, (ମୋ ଓଡ଼ିଶା): ଶ୍ରୀକ୍ଷେତ୍ର ପୁରୀ ଓ ଏହାର ଆଖପାଖ ଅଞ୍ଚଳକୁ ଭିକାରିମୁକ୍ତ କରିବାକୁ ଉଦ୍ୟମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଏହି ଅଭିଯାନ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରାଥମିକ ପର୍ଯ୍ୟାୟରେ ଏହି ଭିକାରିମୁକ୍ତ ଅଭିଯାନ

ସକାଳୁ ଉଠିବା ପରେ ହାଲ୍‌କା ଉଷୁମ ପାଣି ପିଇବାର ଉପକାରିତା

ଅଳ୍ପ ଉଷୁମ ଥିବା ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ଅଟେ । ସକାଳୁ ଉଠିବା ପରେ ଯଦି ଆପଣ ହାଲ୍‌କା ଉଷୁମ ପାଣି ପିଉଛନ୍ତି ତେବେ ଆପଣଙ୍କୁ ବିଭିନ୍ନ ରୋଗ ଦାଉରୁ ରକ୍ଷା ମିଳିଥାଏ । ରାତ୍ର ଶୟନ ସମୟରେ

ହୃଦୟକୁ ସୁସ୍ଥ ରଖିଥାଏ ଏହି ୫ଟି ଖାଦ୍ୟ

ହୃଦୟକୁ ସୁସ୍ଥ ରଖିଥାଏ ଏହି ୫ଟି ଖାଦ୍ୟ କେବଳ ଭାରତବର୍ଷରେ ନୁହେଁ ସମଗ୍ର ବିଶ୍ୱରେ ହୃଦୟ ସମ୍ୱନ୍ଧିତ ରୋଗଗୁଡ଼ିକର ସମସ୍ୟା ବଢ଼ିବାରେ ଲାଗିଛି । ହାର୍ଟ ଆଟାକ୍‌, ଷ୍ଟୋକ୍‌, ହାର୍ଟ ଫେଲିଓର ଭଳି ଗୁରୁତର ବ୍ୟାଧିଗୁଡ଼ିକ ନିମନ୍ତେ ପୃଥିବୀର ଲକ୍ଷ ଲକ୍ଷ

ଶାରୀରିକ ବ୍ୟାୟାମ କରିବା ପୂର୍ବରୁ ଭୁଲ୍‌ରେ ମଧ୍ୟ ଏହି ଖାଦ୍ୟସବୁ ଖାଆନ୍ତୁ ନାହିଁ

ଖାଲି ପେଟରେ ବ୍ୟାୟାମ କରିବାକୁ ଅନେକ ଲୋକ ପସନ୍ଦ କରନ୍ତି ନାହିଁ । ବିଭିନ୍ନ ଗବେଷଣାର ତଥ୍ୟମାନ ବିଶ୍ଳେଷଣ କରି ବହୁ ସ୍ୱାସ୍ଥ୍ୟ ପରାମର୍ଶଦାତାମାନେ ମଧ୍ୟ ଖାଲିପେଟରେ ବ୍ୟାୟାମ କରିବାକୁ ସ୍ୱାସ୍ଥ୍ୟପକ୍ଷେ ଅହିତକର ବୋଲି ଦର୍ଶାଇଛନ୍ତି । ଏହି କାରଣରୁ ଅଧିକାଂଶ

ଫିଲ୍ମଷ୍ଟାର୍ସମାନଙ୍କର ଫୁଡିଙ୍ଗ୍‌, ଯେଉଁଗୁଡ଼ିକ ପାଇଁ ଫିଟ୍‌ ରୁହନ୍ତି

ଲୋକମାନେ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ଉପାୟମାନ ଅବଲମ୍ୱନ କରିଥାନ୍ତି । ଫିଲ୍ମଷ୍ଟାର୍ସମାନଙ୍କ ଭଳି ସୁନ୍ଦର ସ୍ୱାସ୍ଥ୍ୟ ତଥା ଶାରୀରିକ ଗଢ଼ଣ ପାଇବା ନିମନ୍ତେ ଘଣ୍ଟା ଘଣ୍ଟା ଧରି ଜିମ୍‌ରେ ଯୁବକଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ବ୍ୟାୟାମ କରିଥାନ୍ତି

ଶ୍ରୀମନ୍ଦିର ଭିତରକୁ ପାନ ଖାଇ ଗଲେ ୫୦୦ ଜରିମାନା

ଆସନ୍ତା ଏପ୍ରିଲ ପହିଲାରୁ ଶ୍ରୀମନ୍ଦିର ଭିତରେ ପାନ ଖାଇ ପସିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଆଜି ଏଠାରେ ଅନୁଷ୍ଠିତ ଛତିଶା ନିଯୋଗ କମିଟି ବୈଠକରେ ନିଷ୍ପତି ହୋଇଛି । ଆଜି  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାରଙ୍କ

ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ୍ ହେବେନି ପ୍ରଧାନମନ୍ତ୍ରୀ

ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ଦେଖାଦେଇଛି। ଏହି ସଂକ୍ରମିତ ରୋଗରୁ ମୁକୁଳିବା ପାଇଁ ଲୋକମାନଙ୍କୁ ଏକାଠି ନହେବାକୁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ। ତେଣୁ ଏହାକୁ ନଜରରେ ରଖି ଆଗାମୀ ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ୍ ହେବେନି ପ୍ରଧାନମନ୍ତ୍ରୀ ମୋଦୀ।

ଦିଲ୍ଲୀ ହିଂସା, ୪୩୬ଟି ମାମଲା ରୁଜୁ

ରାଜଧାନୀ ଦିଲ୍ଲୀରେ ହୋଇଥିବା ହିଂସା ମାମଲାରେ ଏଯାବତ ୪୩୬ଟି ମାମଲା ରୁଜୁ ହୋଇଛି। ମୋଟ୍ ୧,୪୨୭ ଜଣଙ୍କୁ ହିଂସା ଅଭିଯୋଗରେ ଗିରଫ କରାଯାଇଛି। ମୋଟ୍ ୪୩୬ଟି ମାମଲାରୁ ୫୦ଟି ମାମଲା ଆର୍ମସ୍ ଆକ୍ଟ ଅନୁଯାୟୀ ହୋଇଛି। ମଙ୍ଗଳବାର ଦିଲ୍ଲୀ ପୁଲିସର ଜଣେ