latest

Date: March 5, 2020

Total 9 Posts

ଆବାସ ନେଇ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ

ପ୍ରଧାନମନ୍ତ୍ରୀ ଆବାସ  ଯୋଜନା ନେଇ ବିଜେପି ର ସାମ୍ବାଦିକ ସମ୍ମିଳନୀ। ସରକାର ଙ୍କୁ ଟାର୍ଗେଟ କଲେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ଓଡ଼ିଶା ରେ ଫନି ପର ଠାରୁ  ଆବାସ ଯୋଜନାରେ ଗୋଟିଏ ବି କାର୍ଯ୍ୟାଦେଶ ଦେଲେନି। ହିତାଧିକାରୀଙ୍କ ଚୟନ

ପକ୍କାଘର ଯୋଗ୍ୟତା କାର୍ଡ ଅଧିକାର ପତ୍ର ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପ୍ରତ୍ୟେକ ନାଗରିକର ମୁଣ୍ଡ ଉପରେ ଖଣ୍ଡେ ଭଲ ଛାତ ଥାଉ ଏହା ଥିଲା ଜନନାୟକ ବିଜୁବାବୁଙ୍କ ଅଭିଳାଷ : ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ପକ୍କା ଘର ଥିଲା ବିଜୁ ବାବୁଙ୍କ ସ୍ୱପ୍ନ ଥିଲା ।  ଆଉ ଏହି ଦିଗରେ ଅନେକ ବାଟ

କଟକ ସହ ବିଜୁବାବୁଙ୍କ ନିବିଡ ସମ୍ପର୍କ ଥିଲା – ମୁଖ୍ୟମନ୍ତ୍ରୀ

କଟକ ସହର ସହ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ନିବିଡ ସମ୍ପର୍କ ଥିଲା । କଟକ ମାଟିରେ ବଡ ହୋଇ ଇଂରେଜ ସରକାର ସହ ଲଢିଥିଲେ। କଟକରୁ ସେ ପେଶୱାର ( ପାକିସ୍ତାନରେ ଥିବା ଏକ ସହର)କୁ ସାଇକେଲରେ ଯାତ୍ରା କରିଥିଲେ। କଟକ

20 ମାର୍ଚ୍ଚରେ ନିର୍ଭୟାଦୋଷୀଙ୍କୁ ଫାଶୀ

ପୁଣି ଥରେ ଘୋଷଣା ହେଲା ନିର୍ଭୟା ଦୋଷୀଙ୍କ  ନୂତନ ଫାଶୀ ତାରିଖ । ମାର୍ଚ୍ଚ 20 ସକାଳ 5ଟା 30 ମିନିଟ ସମୟରେ 4 ଅଭିଯୁକ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ନିର୍ଦ୍ଦେଶ ଦେଲେ ପଟିଆଲା ହାଉସ କୋର୍ଟ । ଦୋଷୀମାନଙ୍କ

ସଫଳତାର ଦୁଇ ଦଶନ୍ଧିରେ ନବୀନ ସରକାର

ଓଡିଶାର ଜନସାଧାରଣଙ୍କ ଆକୁଣ୍ଠ ସମର୍ଥନ ଦୀର୍ଘ ଦୁଇ ଦଶନ୍ଧି ଧରି ବିଜେଡିକୁ ଶାସନ ଗାଦିରେ ବସାଇ ରଖିଛି। ବିଜେଡି ସଭାପତି ତଥା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପାଞ୍ଚପାଞ୍ଚଥର ଦଳ ବୀଜୟ ହାସଲ ହୋଇଛି।  ତାଙ୍କ ବିକଳ୍ପର ବିରାଟ ଶୂନ୍ୟସ୍ଥାନ ଏବେ ଅପୂରଣୀୟ

“ସେ ଝଡର ଇଗଲ, ଆଧୁନିକ ଓଡିଶାର ସେନାଧ୍ୟକ୍ଷ”

 ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଓ ତାଙ୍କ ପୁରୁଷାକାରକୁ ଆଧୁନିକ ଓଡିଶା ଇତିହାସରେ ପ୍ରସିଦ୍ଧ ନେତୃବୃନ୍ଦଙ୍କ ମାନଦଣ୍ଡରେ ମାପିବାକୁ ବସିଲେ କୌଣସି ଜଣେ ହେଲେ ବି ତାଙ୍କ ମସକକ୍ଷ ବୀର ଦୃଶ୍ୟମାନ ହୁଅନ୍ତି ନାହିଁ। କାରଣ ସେ ବୀର ପୁରୁଷଙ୍କ  ସ୍ଥାନ  ସାମ୍ପ୍ରତିକ

ହଜିଛି ମଣିଷ ଝୁରୁଛି ଗାଁ

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଜି.ନୂଆଗାଁ ଗ୍ରାମ ସମଗ୍ର ବିଶ୍ବ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କାରଣ ଏହା ହେଉଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଓ ତାଙ୍କ ପୁଅ ତଥା ଓଡ଼ିଶାର ବର୍ତ୍ତମାନ

ପୁରୀ ବେଳାଭୂମିରେ ବିଜୁଙ୍କ କଳାକୃତି

ଆଜି ପଞ୍ଚାୟତିରାଜ ଦିବସ ତଥା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହି ଉପଲକ୍ଷେ ପୁରୀ ବେଳାଭୂମିରେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟ ପକ୍ଷରୁ କରାଯାଇଥିବା ବିଜୁ ବାବୁଙ୍କ ବାଲୁକା କଳାକୃତି ବେଶ୍ ଆକର୍ଷଣୀୟ ହୋଇଛି।ଏଥିସହ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ

ଦ୍ୱନ୍ଦ୍ୱ ଭିତରେ ରହିବେ

ମେଷ:  କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ସହକର୍ମୀଙ୍କ ସହଯୋଗ ମିଳିବ। ବୃଷ:  କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ମିଥୁନ: ମାନ-ସମ୍ମାନ ମିଳିବ। ଅପରାହ୍ଣ ପରେ ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ