latest

Date: March 6, 2020

Total 13 Posts

ମହିଳା ଟିମ୍ କୁ ଅଭିନନ୍ଦନ ଜଣାଇଲେ କୋହଲି

ଭାରତୀୟ ମହିଳା କ୍ରିକେଟ ଟିମ୍ କୁ ଅଭିନନ୍ଦନ ଜଣାଇଛନ୍ତି ବିରାଟ କୋହଲି। ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି -20 ବିଶ୍ୱକପ୍‌ର ପ୍ରଥମ ଫାଇନାଲରେ ପ୍ରବେଶ କରିଥିବାରୁ ହରମାନପ୍ରୀତଙ୍କ ନେତୃତ୍ୱାଧୀନ ମହିଳା ଦଳକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଏହି ପୋଷାକର ପ୍ରଦର୍ଶନ

ଅର୍ଥନୈତିକ କ୍ଷେତ୍ରରେ ନିରାଶାରେ ଭାରତ ଏକ ପ୍ରମୁଖ ରାଷ୍ଟ୍ର ହେବାକୁ ଯାଉଛି -ମନମୋହନ ସିଂ

ସାମାଜିକ ଅସହଯୋଗ, ଅର୍ଥନୈତିକ ମନ୍ଥରତା ଏବଂ ମହାମାରୀରୁ ଭାରତ ବିପଦର ସମ୍ମୁଖୀନ ହୋଇଛି। ସାମାଜିକ ଅସ୍ଥିରତା ଏବଂ ଅର୍ଥନୈତିକ ବିନାଶ ଆତ୍ମଘାତୀ ହୋଇଥିବାବେଳେ କରୋନାଭାଇରସ ଦ୍ୱାରା ସୃଷ୍ଟି ହୋଇଥିବା COVID-19 ରୋଗର ସ୍ୱାସ୍ଥ୍ୟ ସଂକ୍ରମଣ ଏକ ବାହ୍ୟ ଚିନ୍ତା। ମୁଁ ଗଭୀର

ଇନଷ୍ଟାଗ୍ରାମରେ ଡେବ୍ୟୁକଲେ କରିନା, ଫ୍ୟାନ୍ ଙ୍କୁ କହିଲେ ଏମିତି କଥା

କରିନାକପୁର ଖାନଙ୍କ ପ୍ୟାନମାନଙ୍କ ପାଇଁ ଖୁସି ଖବର। କରିନା ଇନଷ୍ଟାରେ ଡେବ୍ୟୁ କରିଛନ୍ତି। ଏହାସହ ସେ ଏଥିରେ ତାଙ୍କ ପ୍ରଥମ ଫଟୋ  ସେୟାର କରିଛନ୍ତି।  କରିନାଙ୍କ ପାଖାପାଖି 6 ଲକ୍ଷ ଫଲୋୟର୍ସ ଅଛନ୍ତି।  କିନ୍ତୁ ଆଶ୍ଚର୍ଯ୍ୟକଥା କରିନା  କାହାକୁ ଫଲୋ କରିନାହାଁନ୍ତି।

ସଂକଟରେ ୟେସ ବ୍ୟାଙ୍କ୍, ଜଗନ୍ନାଥଙ୍କ ୫୪୫ କୋଟି ସୁରକ୍ଷିତ ରହିବ ତ

ୟେସ୍‌ ବ୍ୟାଙ୍କକୁ ଗତକାଲି ଆରବିଆରୁ ଝଟକା ଲାଗିଛି।  ବ୍ୟାଙ୍କର ଏନପିଏ ପରିମାଣ ଲଗାତାର ବୃଦ୍ଧି ପାଉଥିବାରୁ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଅଗ୍ରସର ହେଉଛି। ବ୍ୟାଙ୍କର ପରିଚାଳନା କଷ୍ଟକର ହୋଇପଡ଼ିଛି। ଏଥିରେ ସୁଧାର ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଜମାକାରୀଙ୍କ ଟଙ୍କା

ମଧ୍ୟପ୍ରଦେଶରେ କଂଗ୍ରେସ-ବିଜେପି ଲଢ଼େଇ

୨୬ ତାରିଖରେ ମଧ୍ୟପ୍ରଦେଶରେ ରାଜ୍ୟସଭା ନିର୍ବାଚନ ରହିଛି । ଏହା ପୂର୍ବରୁ ଶାସକ କଂଗ୍ରେସ ଏବଂ ବିରୋଧୀ ବିଜେପିର ବିଧାୟକ ଦଳ ବଦଳ କରିପାରନ୍ତି। ଯାହାକୁ ନେଇ ଗୁରୁବାର ରାତିରେ ମଧ୍ୟପ୍ରଦେଶରେ ରାଜନୀତି ସରଗରମ ରହିଛି। ସାରା ରାତି ଦୁଇ ଦଳର

ଦୁଇକାର ମୁହାଁମୁହିଁ ଧକ୍କା, ୧୩ଙ୍କ ମୃତ୍ୟୁ

2ଟି ଏସୟୁଭି କାର ଧକ୍କା ହେବାରୁ ଘଟଣା ସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ  ତିନି  ଆହତ ହୋଇଛନ୍ତି। କର୍ଣ୍ଣାଟକର ମାଙ୍ଗାଲୁରୁ-ବେଙ୍ଗାଲୁରୁ ଜାତୀୟ ରାଜପଥ (ଏନଏଚ-୭୫)ରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଏ ନେଇ କର୍ଣ୍ଣାଟକ ପୁଲିସ ସ୍ପଷ୍ଟ କରିଛି। ମୃତକଙ୍କ ମଧ୍ୟରେ

ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଅଧିକାରୀ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଚିଣ୍ଡା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ୬ଟି ଭିଜିଲାନ୍ସ ଟିମ୍‌ ଏକା ସଙ୍ଗରେ ଚଢ଼ଉ କରିଛନ୍ତି। ଝାରସୁଗୁଡ଼ା ସହର ଗୁଜରାଟିପଡ଼ାରେ ଜିତେନ୍ଦ୍ର ରହୁଥିବା ଭଡ଼ା ଘର ସହ

ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି; ଆଜିଠୁ ନାମାଙ୍କନ ଦାଖଲ

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଭାଗରେ ଥିବା ଆସନରୁ ୪ଟି ଖାଲି ପଡୁଛି। ଏହି ସବୁ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ପରେ ଆଜିଠାରୁ ହିଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ।

୩ ଦିନ ଯାଏ ବର୍ଷିବ

ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ୩ ଦିନ ଯାଏ ବର୍ଷା ଲାଗି ରହିବ। ୬ ଓ ୭ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଉ ୮ ତାରିଖରେ କେବଳ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା

କରୋନା ପାଇଁ ସେନସେକ୍ସ ୧,୪୫୦ ହ୍ରାସ

ଭାରତରେ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ଧିରେ ଧିରେ ବଢ଼ୁଛି। ଏହାରି ଭିତରେ ଷ୍ଟକ ମାର୍କେଟରେ ବ୍ୟବସାୟ ମାନ୍ଦା ପଡ଼ିଛି। ଆଜି ସେନସେକ୍ସ ୧,୪୫୦ ପଏଣ୍ଟ ହ୍ରାସ ପାଇ ୩୭,୦୮୪.୫୭ ପଏଣ୍ଟରେ ଖୋଲିଛି। ସେହିପରି ନିଫ୍ଟି ୪୨୯.୬୫ ପଏଣ୍ଟ ହ୍ରାସ ପାଇ

ଏସ୍‌ସିବିରୁ ଚମ୍ପଟ୍‌ କରୋନା ସନ୍ଦିଗ୍ଧ

କଟକ ଏସ୍‌ସିବି ମେଡିକାଲ୍‌ରୁ ଜଣେ କରୋନା ସନ୍ଦିଗ୍ଧ ଚମ୍ପଟ୍‌ ମାରିଥିବା ସୂଚନା ମିଳିଛି। ଚମ୍ପଟ୍ ମାରିଥିବା ବ୍ୟକ୍ତି ଜଣଙ୍କ ଆୟର୍ଲାଣ୍ଡର ନାଗରିକ। ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କରୋନା ସନ୍ଦେହରେ ଏସ୍‌ସିବି  ଅଣାଯାଇଥିଲା। ବ୍ୟକ୍ତି ଜଣଙ୍କ ଶରୀରରେ