latest

Date: March 7, 2020

Total 13 Posts

ରାଜ୍ୟସଭା ନିର୍ବାଚନ- 4 ପ୍ରାର୍ଥୀଙ୍କ ନାମ ଘୋଷମାକଲା ବିଜେଡି

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ରାଜ୍ୟସଭା ନିର୍ବାଚନ ପାଇଁ ଶନିବାର ନବୀନ ନିବାସରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାର୍ଥୀତ୍ୱକୁ ଅନେକ ନେତାଙ୍କ ନାମ ଚର୍ଚ୍ଚାକୁ ଆସିବା ପରେ ଶେଷରେ ଏହାର  ଅନ୍ତ ଘଟିଛି । ସୁଭାସ

ଦଳୀୟ କର୍ମୀ ମୋ ପାଇଁ ଭଗବାନ – ପ୍ରଣବ ପ୍ରକାଶ

ମୁଖ୍ୟମନ୍ତ୍ରୀ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ଦଳର ସଂଗଠନ ସମ୍ପାଦକ ଦାୟିତ୍ୱ ପ୍ରଦାନ କରିବାପରେ ଗତକାଲି ଛାତ୍ର ଓ ଯୁବ ସଂଗଠନ ପକ୍ଷରୁ ବିଜେଡି ପାର୍ଟି ଅଫିସରେ ବବିଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଗତକାଲି ଏହି ସଭାରେ

ରାଜ୍ୟପାଳ ଖେଳିବେନି ହୋଲି

କରୋନା ଭାଇରସ୍ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଚଳିତବର୍ଷ ହୋଲି ନଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜଭବନ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟପାଳ ଚଳିତବର୍ଷ ହୋଲି ଖେଳିବେ ନାହିଁ କିମ୍ବା ହୋଲି ମିଳନ ଓ ଉତ୍ସବ

‘କରୋନାଭାଇରସ୍ ଉପରେ ଗୁଜବକୁ ବିଶ୍ୱାସ କର ନାହିଁ’ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଲୋକଙ୍କୁ ଶାନ୍ତ ରହିବାକୁ ଏବଂ କରୋନାଭାଇରସ୍ ରୋଗ ବିଷୟରେ ଗୁଜବକୁ ବିଶ୍ୱାସ ନକରିବାକୁ ଅନୁରୋଧ କରିଛନ୍ତି । ମୋଦୀ କହିଛନ୍ତି, “ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି ଯେ, କରୋନାଭାଇରସ୍ ଉପରେ କଣ କରିବେ ଏବଂ

ମହିଳା ପରିଚାଳନା କରିବେ କେରଳରେ ପୋଲିସ ଷ୍ଟେସନ

ପୋଲିସ୍ ଷ୍ଟେସନ ପରିଚାଳନା ଠାରୁ ଆରମ୍ଭ କରି ସମଗ୍ର ଟ୍ରେନ୍ ଅପରେସନ୍ ପର୍ଯ୍ୟନ୍ତ, ଆନ୍ତର୍ଜାତୀୟ ମହିଳା ଦିବସରେ କେରଳର ମହିଳାମାନେ ମହିଳା ସଶକ୍ତିକରଣର ଏକ ନୂତନ ଅଧ୍ୟାୟ  ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛନ୍ତି। କେରଳ ଡିଜିପି ଲୋକନାଥ ବେହେରା ଏକ ନିର୍ଦ୍ଦେଶନାମା

ଆଜି ଦିଲ୍ଲୀରେ ପହଞ୍ଚିବ କରୋନା ଭାଇରସ୍‌ ପ୍ରପୀଡ଼ିତ ଇରାନ୍‌ରେ ଥିବା ୩୦୦ ଭାରତୀୟଙ୍କ ସ୍ୱାବ୍‌ ନମୁନା

କରୋନାଭାଇରସ୍‌ ସଂକ୍ରମଣ ପରୀକ୍ଷା କରାଯିବାକୁ ଆଜି ଅପରାହ୍ଣ ସୁଦ୍ଧା ୩୦୦ ଭାରତୀୟଙ୍କ ସ୍ୱାବ୍‌ ନମୁନା ଇରାନ୍‌ର ମହନ ଏୟାର୍‌ ଫ୍ଲାଇଟ୍‌ରେ ନୂଆଦିଲ୍ଲୀ ଆସିବ। ଏହା ପରେ ଇରାନ୍‌ ବିମାନ ବନ୍ଦରରେ ଅଟକି ଥିବା ସେ ୩୦୦ ଜଣ ବ୍ୟକ୍ତିଙ୍କୁ ସ୍ୱଦେଶ ଫେରାଇ

ସ୍କର୍ପିଓ-ଟ୍ରାକ୍ଟର ମୁହାଁମୁହିଁ ଧକ୍କା,୧୧ ମୃତ

ବିହାରର ମୁଜାଫରପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ସ୍କର୍ପିଓ ଓ ଏକ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି।

ଶନିବାର ବିନା ବ୍ୟାଗ୍‌ରେ ସ୍କୁଲ ଆସିବେ ପିଲା : ପ୍ରଶାସନ

ଓଡ଼ିଆ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା ବଢ଼ାଇବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଆରା ପଦକ୍ଷେପ ଗ୍ରହଣ କରିଛି। ଶନିବାର ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାମାନେ ବିନା ବ୍ୟାଗରେ ସ୍କୁଲ ଆସିବେ ବୋଲି ନିୟମ କରାଯାଇଛି। ଏହାସହ ସ୍କୁଲରେ ସେମାନଙ୍କୁ ପାଠପଢ଼ା ଉପକରଣ

ଜୁଆ ଆଡ୍ଡାରେ ଚଢ଼ଉ, ୧୭ ଅଟକ

କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ୍‌ ଚଢ଼ଉ କରିଛି। ଚଢ଼ଉ ବେଳେ ଲକ୍ଷାଧିକ ଟଙ୍କା ସହ ଗୋଟିଏ ଦାମୀ କାର୍ ଓ ୧୦ଟି ବାଇକ୍ ଜବତ ହୋଇଛି। ଏହାସହ ଜୁଆ

କମିଲା ବସ୍‌ ଭଡ଼ା

 ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଉଥିବାରୁ ରାଜ୍ୟରେ ବସ୍‌ ଭଡ଼ା କମିଛି ।ଏ ନେଇ ଗତକାଲି ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଡିନାରୀ (ସାଧାରଣ) ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିଲୋମିଟର ପିଛା ୧

ମହିଳା ଦିବସ : ମାଗଣାରେ ମୋ’ ବସ୍‌ରେ ଯାତ୍ରା କରିବେ ମହିଳା

ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ଆସନ୍ତାକାଲି ‘ମୋ ବସ୍‌’ରେ ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ। ଏନେଇ ମୋ ବସ୍ ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT)ର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ଏହି ସୂଚନା ଦେଇଛନ୍ତି।