latest

Date: March 10, 2020

Total 2 Posts

ରାତି ୪ଟାରେ ବାଦାମବାଡ଼ି ବସଷ୍ଟାଣ୍ଡରେ ପହଁଚିଲେ ୫ଟି ସଚିବ ଓ ପୂର୍ତ୍ତ ସଚିବ

ଭୁବନେଶ୍ୱର, ୧୦/୦୩: ରାତି ୪ଟାରେ ବାଦାମବାଡ଼ି ବସଷ୍ଟାଣ୍ଡରେ ପହଞ୍ଚି ଥିଲେ ୫ଟି ସଚିବ ଓ ପୂର୍ତ୍ତ ସଚିବ । ସେଠାରେ ଯାତ୍ରୀ ମାନଙ୍କ ଅସୁବିଧା ସମ୍ୱନ୍ଧରେ ପଚାରି ବୁଝିବା ସହ ସେଠାରେ ଥିବା ପିଇବା ପାଣି ସମସ୍ୟା, ଆବର୍ଜନା ସମସ୍ୟାକୁ ହୃଦୟଙ୍ଗମ

ଆଜି ‘ମୋ ବସ୍’ ସେବା କେତେ ସମୟ ବନ୍ଦ ରହିବ ଜାଣିନ୍ତୁ

ଆଜି ରଙ୍ଗର ପର୍ବ ହୋଲି। ଆଉ ଏଥିପାଇଁ ଆଜି ‘ମୋ ବସ୍’ ସେବା ପ୍ରାୟ ୮ ଘଣ୍ଟା ଧରି ବନ୍ଦ ରହିବ। ‘ମୋ ବସ୍’ ସେବା ସକାଳୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଏନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ