latest

Date: March 12, 2020

Total 9 Posts

କରୋନା ଭୟରେ ମାସେ ଘରୁ ବାହାରିବେନି ଡୋନାଲ୍ଡ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସକୁ ଲକ୍ଷକରି ଏକ ମାସ  କୌଣସି ସହରକୁ ଯିବାକୁ ମନା କରିଦେଇଛନ୍ତି।  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ୟୁରୋପରୁ ଆମେରିକାକୁ ଯାତ୍ରା ବନ୍ଦ କରି ଏକ ଭାଇରାଲ ମହାମାରୀର ଅର୍ଥନୈତିକ 

ଅଭିନେତ୍ରୀ ହେଲେ ରାଜନେତାଙ୍କ ଘରର ବୋହୂ

( ମୋ ଓଡିଶା  ବ୍ୟୁରୋ) : ଯାହା ଶୁଣାଯାଉଥିଲା ତାହା ସତ ହେଲା। ଓଲିଉଡ ଅଭିନେତ୍ରୀ  ତଥା  ବଙ୍ଗୀୟ ସୁନ୍ଦରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ରାଜନେତାଙ୍କର ଘରର ବୋହୂ ହୋଇଛନ୍ତି। ଝିଲିକ୍ ଯାଜପୁର ଜିଲ୍ଲା  ସୁକିନ୍ଦା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ

100 ଟଙ୍କା ଲାଞ୍ଚନେଇ ଫସିଗଲେ ଡାକ୍ତର, ଭିଡିଓ ହେଉଛି ଭାଇରାଲ

( ମୋ ଓଡିଶା  ବ୍ୟୁରୋ) : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍ ବିରାଶାଳ  ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ଡକ୍ତର ଜଣେ ରୋଗୀଙ୍କ ଠାରୁ 100ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ  “ଟଙ୍କା ନେବା ମୋ ହକ୍‌।

ମହମ୍ମଦ୍‌ ରଫିକ୍‌ ହୋଇପାରନ୍ତି ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ, ( ମୋ ଓଡିଶା  ବ୍ୟୁରୋ) : ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ୍‌ ରଫିକ୍‌ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ବୋଲି ଜଣାପଡିଛି।   ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦ କିଛି ଦିନ ଧରି ଖାଲି

ମହିଳାଙ୍କୁ ବଳି ଉଦ୍ୟମ, ୩ ଗିରଫ

ମହିଳାଙ୍କୁ ମାଡ଼ ମାରିବା ସହ ବଳି ଦେବାର ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଏ ମାମଲାରେ ମହିଳାଙ୍କ ଦେଡଶୂର ଦିଅର ଓ ନଣନ୍ଦଙ୍କ ସମେତ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୋଗ ଅନୁସାରେ, ଖଇରା ଥାନା ଅର୍ଜୁନପୁର ଗାଁର

ଆଜି ବିଶ୍ୱ କିଡ୍‌ନି ଦିବସ

ଓଡିଶାରେ ଦିନକୁ ଦିନ ବଢୁଛି କିଡ୍‌ନି ରୋଗୀଙ୍କ ସଂଖ୍ୟା। ରୋଗର ସ୍ଥିତି ଉଦ୍‌ବେଗଜନକ ହେବାକୁ ଲାଗିଛି। ଓଡ଼ିଶାରେ ବର୍ଷକୁ ହାରାହାରି ଭାବେ ୩ହଜାରରୁ ଅଧିକ ରୋଗୀ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ ହଜାର ରୋଗୀ

୬୦ରୁ ଊର୍ଦ୍ଧ୍ୱ ହାଟଚାଳି ଜଳିଗଲା

କଟକ ଜିଲ୍ଲା ନିଆଳି ସାପ୍ତାହିକ ହାଟରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୬୦ରୁ ଅଧିକ ଚାଳି ଜଳିଯାଇଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି।

ତୃତୀୟ ବିବାହ କରିବାକୁ ଯାଇଥିବା ଯୁବକ ଗିରଫ

ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ବିବାହ କଲେ ଯୁବକ। ମାତ୍ର ଦ୍ୱିତୀୟ ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେବାରୁ ସେ ଥାନାର ଦ୍ୱାରସ୍ଥ ହେଲେ। ଏହା ମଧ୍ୟରେ ତୃତୀୟ ବିବାହ କରିବାକୁ ମନ ବଳାଇଲେ ଯୁବକ। ଏଥିଲାଗି କନିଆ ଖୋଜା ସରିଥିବା

ନୂତନ ଯାନବାହନ କିଣିପାରନ୍ତି

ମେଷ: ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବୃଷ: ଦିନଟି ଖୁସିରେ କଟିବ। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ମିଥୁନ: ମାନ-ସମ୍ମାନ ମିଳିବ। ଦୂର ସ୍ଥାନକୁ ଯାତ୍ରା