latest

Date: March 13, 2020

Total 16 Posts

କରୋନା ଯୋଗୁଁ ପୁଣି ଜଣଙ୍କର ମୃତ୍ୟୁ

କୋଟାୟାମରେ କରୋନା ଭାଇରସ୍ ପାଇଁ  ଜଣେ 68 ବର୍ଷ ବୟସ୍କା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।  COVID-19 ସଂକ୍ରମଣ ସନ୍ଦେହରେ ଜଣେ 68 ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।   ଅଧିକାରୀଙ୍କ କହିବା ଅନୁସାରେ କରୋନା ସନ୍ଦେହରେ ବୃଦ୍ଧଙ୍କୁ କୋଟାୟାମ ମେଡିକାଲ କଲେଜକୁ

ସଂଙ୍କଟରେ ମଧ୍ୟପ୍ରଦେଶ ସରକାର, ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ କମଲନାଥ

ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଚାଡିବା ପରେ ମଧ୍ୟପ୍ରଦଶରେ ରାଜନୈତିକ ସଂଙ୍କଟ ଦେଖିବାକୁ ମିଳିଛି। ଆସନ୍ତା ବିଧାନସଭା ଅଧିବେଶନରେ ଫ୍ଲୋର ଟେଷ୍ଟ କରିବାକୁ ମଧ୍ୟପ୍ରଦେଶ ରାଜ୍ୟପାଳଙ୍କୁ କମଲ ନାଥ ଅନୁରୋଧ କରିଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଶୁକ୍ରବାର ଦିନ ରାଜ୍ୟପାଳ ଲାଲଜୀ

କରୋନା ପାଇଁ ଘୁଞ୍ଚିଲା ଆଇପିଏଲ, ପଢନ୍ତୁ କେବେ ହେବ  ଖେଳ

ନୂଆଦିଲ୍ଲୀ, କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିଛି । କରୋନା ପାଇଁ ସ୍କୁଲ କଲେଜ, ସପିଂ ମଲ୍ ଓ ଜିମ୍ ସେଣ୍ଟର, ସଭାସମିତି ବନ୍ଦ ପାଇଁ ସରକାର ଆଦେଶ ଦେଇଥିବାବେଳେ ଏଥିରୁ ବାଦ ପଡିନି ଆଇପିଏଲ୍ । ଚଳିତବର୍ଷ

କରୋନା ପାଇଁ ମାର୍ଚ୍ଚ 22 ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ସରକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର କରୋନା ଭାଇରସକୁ ‘ସଂକ୍ରାମକ ମହାମାରୀ’ ଘୋଷଣା କରିଛି।  ଏଥିପାଇଁ ମାର୍ଚ୍ଚ 22 ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। ଏହି ସାଂଘାତିକ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ମାର୍ଚ୍ଚ 22 ପର୍ଯ୍ୟନ୍ତ ବନ୍ଦ

କୁଲଦୀପ ସେନଗରଙ୍କୁ ୧୦ ବର୍ଷ ଜେଲ୍‌

ମୋ ଓଡିଶା (ବ୍ୟୁରୋ) : ଉନ୍ନାଓ ବଳାତ୍କାର ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା କରିଥିବା  ବିଜେପରି ବହିଷ୍କୃତ ବିଧାୟକ କୁଲଦୀପ ସେନଗରଙ୍କୁ  ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଛନ୍ତି କୋର୍ଟ। ଏହାସହିତ ଏହି ମାମଲାର ସମସ୍ତ ଦୋଷୀଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ

31 ଯାଏ ସ୍କୁଲ, କଲେଜ, ସିନେମା ହଲ, ସଭାସମିତି ବନ୍ଦ୍

ମୋ ଓଡିଶା( ବ୍ୟୁରୋ) : ବିଧାନସଭାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ବିପର୍ଯ୍ୟୟ ପ୍ରଶମନ ଆଇନ 2005 ଅନୁସାରେ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା ହୋଇଛି। କରୋନା ମୁକାବିଲା 200 କୋଟି ଟଙ୍କାର

୧୧ ହଜାରରୁ ଅଧିକ ସ୍କୁଲ ମିଶିଯିବ

ଆବଶ୍ୟକ ସଂଖ୍ୟକ ପିଲା ଓ ଭିତ୍ତିଭୂମି ଅଭାବରୁ ରାଜ୍ୟର ୧୧ ହଜାର ୫୧୭ଟି ସ୍କୁଲର ମିଶ୍ରଣ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେହିପରି ୨୦ କିମ୍ବା ତା’ଠାରୁ କମ୍‌ ଛାତ୍ରଛାତ୍ରୀ ଥିବା ୬ ହଜାର

କସର୍ଦ୍ଦା ଫାଣ୍ଡି ଉପରକୁ ବୋମାମାଡ଼

କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦା ଅଞ୍ଚଲରେ ଦୋପଟି ମେଲଣ ଚାଲିଥିବା ବେଳେ କସର୍ଦ୍ଦା ଫାଣ୍ଡି ଉପରକୁ କିଛି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି। ବୋମାମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଫଳରେ ୨ ଘଣ୍ଟା ଧରି ଦୋପଟି ମେଲଣ

ଭାରତରେ ପ୍ରଥମ ମୁଣ୍ଡ ନେଲା କରୋନା

କର୍ଣ୍ଣାଟକାରେ ମହାମାରୀ କରୋନା ଭାଇରସ ପ୍ରଥମ ମୁଣ୍ଡ ନେଇଛି। ଗତକାଲି କର୍ଣ୍ଣାଟକାର ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଆଜି ସେହି ବୃଦ୍ଧା ଜଣଙ୍କ କରୋନାରେ ଆକ୍ରାନ୍ତ ଥିବା ଓ ଏହି କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା କର୍ଣ୍ଣାଟକା

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଏମ୍ସକୁ କୋଟିଏ ଟଙ୍କାର ଯନ୍ତ୍ରାଂଶ ଦେବ

ଭୁବନେଶ୍ୱର ଏମ୍ସକୁ ୧ କୋଟି ଟଙ୍କାର ଯନ୍ତ୍ରାଂଶ ପ୍ରଦାନ କରିବ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ। ଏନେଇ ଗତକାଲି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ସହ ଏମ୍ସର ଚୁକ୍ତି ସ୍ୱାକ୍ଷର ହୋଇଛି। ସିଏସ୍‌ଆର୍ କାର୍ଯ୍ୟକ୍ରମ ଅଂଶସ୍ୱରୂପ AAI କୋଟିଏ ଟଙ୍କାର ଯନ୍ତ୍ରାଂଶ

ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ସପ୍ତମ ଶାମ୍ଭବୀ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ

ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ସପ୍ତମ ଶାମ୍ଭବୀ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହୋଇଯାଇଛି। ଭୁବନେଶ୍ୱରରେ ଆୟୋଜିତ ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଜଙ୍ଗଲ ସୁରକ୍ଷା ପାଇଁ ଦେବଗଡ଼ର ହୀରାଧର ସାହୁଙ୍କୁ ସପ୍ତମ ଶାମ୍ଭବୀ ପୁରସ୍କାର ମିଳିଛି। ହୀରାଧର ଜିଲ୍ଲା