latest

Date: March 14, 2020

Total 17 Posts

ଇଟାଲୀରେ ଫର୍ମପୂରଣ କରି ଘରୁ ବାହାରୁଛନ୍ତି ଲୋକେ, ନହେଲେ 25 ହଜାର ଜୋରିମାନା

ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନାରେ ଆକ୍ରାନ୍ତ ହୋଇ ଇଟାଲୀରେ 250ରୁ ଅଧିକ ଲୋକ ମୃତ୍ୟୁ ମୁଖରେ ପଡିଲେଣି।  କରୋନା ସଂକ୍ରମଣକୁ ରୋକିବା ପାଇଁ ଇଟାଲୀ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଇଟାଲୀରେ ବିନା କାରଣରେ ଘରୁ ବାହାରିଲେ

ଉତ୍ତରପ୍ରଦେଶରେ ବର୍ଷା ଓ କୁଆପଥର ମାଡରେ 33 ମୃତ

ଉତ୍ତରପ୍ରଦେଶରେ   ପ୍ରବଳ ବର୍ଷା ଓ କୁଆ ପଥର ମାଡରେ  33 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଫସଲ କ୍ଷତି ହୋଇଛି।   ଶୁକ୍ରବାର ପ୍ରବଳ କୁଆପଥର ବର୍ଷା ସହ ଓ ବଜ୍ରପାତରେ ଗଛ ଓ ପାଚେରୀ ପଡ଼ିଯିବାରୁ 33 ଜଣଙ୍କ ମୃତ୍ୟୁ

ନବୀନ ଓ ତାଙ୍କ ଦଳକୁ କରୋନା ଆକ୍ରାନ୍ତ କରିଛି – ବିଜେପି

‘ନବୀନ ଓ ତାଙ୍କ ଦଳକୁ କରୋନା ଆକ୍ରାନ୍ତ କରିଛି। ପ୍ରଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ଓ ନେତାମାନଙ୍କୁ ହାତ ଧୁଆଇ ସ୍ୱଚ୍ଛତା ଶିଖାଉଛନ୍ତି।’ ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏପରି

ଆସନ୍ତାକାଲିଠୁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

କରୋନା ଭାଇରସକୁ ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିବାବେଳେ  ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ମାର୍ଚ୍ଚ ୩୧ ଯାଏ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବନ୍ଦ ରଖାଯାଇଛି। ଏହାସହ ଷ୍ଟେଟ୍ ବଟାନିକାଲ ଗାର୍ଡେନ୍ ମଧ୍ୟ ବନ୍ଦ ରହିଛି। ନନ୍ଦନକାନନର ଉପ-ନିର୍ଦ୍ଦେଶକ ଏନେଇ 

ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କୁ 12 ଥର ଛୁରୀ ଓ 51 ଥର ପ୍ରହାର କରାଯାଇଛି – ରିପୋର୍ଟ

ନୂଆଦିଲ୍ଲୀ, ଗତମାସରେ ଉତ୍ତର-ପୂର୍ବ ଦିଲ୍ଲୀର ସାମ୍ପ୍ରଦାୟିକ ଦଙ୍ଗା ସମୟରେ ହତ୍ୟା କରାଯାଇଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ କର୍ମଚାରୀ ଅଙ୍କିତ ଶର୍ମାଙ୍କୁ ଅତି କମରେ 12 ଥର ଛୁରୀ ଭୁସା ଯାଇଥିଲା।  ଏବଂ ମୋଟ 51 ଆହତ ହୋଇଥିଲେ ବୋଲି ତାଙ୍କ ଶବ ବ୍ୟବଚ୍ଛେଦ

ମାଇକ୍ରୋସଫ୍ଟରୁ ଇସ୍ତଫା ଦେଲେ ବିଲ ଗେଟ୍ସ, ଆରମ୍ଭ କରିବେ ପୁଣି ନୂଆକାମ

ମାଇକ୍ରୋସଫ୍ଟ କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସରୁ  ବିଲ ଗେଟ୍ସ ଇସ୍ତଫା ଦେଇଛନ୍ତି ।  ସେ ନିଜର ଅଧିକାଂଶ ସମୟକୁ ସାଧାରଣ ଲୋକଙ୍କ ମଙ୍ଗଳ କାମରେ ନିୟୋଜିତ କରିବେ ବୋଲି  କମ୍ପାନୀ ତରଫରୁ କୁହାଯାଇଛି।  ସେ  ଗେଟ୍ସ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପାଇଁ

ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନ ସରକାର ଅଡୁଆରେ

ମଧ୍ୟପ୍ରଦେଶରେ କମଲନାଥ ସରକାର ସଂକଟରେ ପଡ଼ିବ ପରେ ଏବେ ବିଜେପି  ରାଜସ୍ଥାନ ଉପରେ ନଜର ପକାଇଛି। ରାଜସ୍ଥାନରେ ବହୁ ସଂଖ୍ୟାରେ ବିଧାୟକମାନେ ଅଶୋକ ଗହଲୋତଙ୍କ ଦ୍ୱାରା ଖୁସି ନଥିବା ଜଣାପ଼ଡିଛି। ବିଜେପି ରାଜସ୍ଥାନରୁ ରାଜ୍ୟସଭା ନିର୍ବାଚନ ପାଇଁ ନିଜର ପ୍ରାର୍ଥୀକୁ ଛିଡା

କନଷ୍ଟେବଳଙ୍କୁ ଗୁଳିକରି ହତ୍ୟାକଲେ ଗ୍ରାମ ସଭାପତି

ମୋ ଓଡିଶା (ବ୍ୟୁରୋ) ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ଥାନା ଚାଉଳିଆ ଗାଁରେ ଗତକାଲି ରାତିରେ ବଚସାକୁ ନେଇ ଜଣେ କନଷ୍ଟେବଳଙ୍କୁ ଗୁଳିକରି ହତ୍ୟା କରାଯାଇଛି। ତାଙ୍କ ନାଁ ରାମଚନ୍ଦ୍ର ସାହୁ। ସେ ଆଇଆରବିରେ କନଷ୍ଟେବଲ୍ ଭାବେ କାର୍ଯ୍ୟ କରୁଥିଲେ। 

ଦିଲ୍ଲୀ ଦଙ୍ଗାରେ ଇଣ୍ଡୋନେସିଆ ଲିଙ୍କ୍

ନିକଟରେ ହୋଇଥିବା ଦିଲ୍ଲୀ ଦଙ୍ଗାରେ ଇଣ୍ଡୋନେସିଆ ଲିଙ୍କ ଥିବା ଭାରତୀୟ ସୁରକ୍ଷା ସଂସ୍ଥା ସୂଚନା ପାଇଛି। ପାକିସ୍ତାନ ଲଶ୍କର-ଏ-ତାଇବା ଓ  ଫାଲା-ଇ-ଇନସାନିଆଟ ଫାଉଣ୍ଡେସନ ସହିତ ଅତୀତର ଲିଙ୍କ ଥିବା ଇଣ୍ଡୋନେସିଆରେ ଏକ ଅଣ-ସରକାରୀ ସଂଗଠନ (ଏନଜିଓ) କୁ ଭାରତୀୟ ସୁରକ୍ଷା ଏଜେନ୍ସି

ମହାପ୍ରଭୁଙ୍କ 545 କୋଟି ଘଟଣା, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ 11 ଜଣିଆ ଗୃହ କମିଟି ଗଠିତ

ୟେସ ବ୍ୟାଙ୍କରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ 545 କୋଟି ଟଙ୍କାରେ  ତଞ୍ଚକତା ହୋଇଥିବା ବିରୋଧୀ ସରକାରଙ୍କୁ ଘେରିଥିଲେ । ଏହି ଅଭିଯୋଗକୁ ନେଇ  ବାଚସ୍ପତି ଡ. ସୂର୍ୟ୍ୟନାରାୟଣ ପାତ୍ର ଗୃହ କମିଟି ଘୋଷଣା କରିଛନ୍ତି। ସରକାରୀ ଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ

ହାତ ଧୋଇବା ଶିଖାଇଲେ ଡବ୍ଲ୍ୟୁଏଚ୍ଓ ମହାନିର୍ଦ୍ଦେଶକ

ଦିନକୁ ଦିନ କରାଳ ରୂପ ଧାରଣ କରିବାରେ ଲାଗିଛି କରୋନା। ସମଗ୍ର ବିଶ୍ୱକୁ ଗ୍ରାସ କରିବାକୁ ଲାଗିଥିବା ଏହି ଭୁତାଣୁକୁ ରୋକିବାକୁ ଏ ଯାଏ କୌଣସି ଔଷଧ ବାହାରି ନାହିଁ। ତେଣୁ କେବଳ ସତର୍କତା ହିଁ ଏହି ରୋଗ ଉପରେ ଅଙ୍କୁଶ